Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକପ୍ରିୟତାରେ ମୋଦୀଙ୍କୁ ଟପିଲେ ବିରାଟ!

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ମୋଦୀଙ୍କ ତୁଲାନରେ ବିରାଟଙ୍କ ଲୋକପ୍ରିୟତା ରହିଛି ଅଧିକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କର ୩୪.୫ ମିଲିୟନ ଫଲୋର୍ସ ଥିବା ବେଳେ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: କେତେ ସୁରକ୍ଷିତ ଆମ ମାତୃଭାଷା…

ଭୁବନେଶ୍ୱର: ଓଡ଼ିଆରେ ଏକ ପଂକ୍ତି ରହିଛି "ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ"...। ଏହାର ଅର୍ଥ ଯିଏ ମାତୃଭାଷାକୁ ସମ୍ମାନ ଦେଇ ଜାଣି ନାହିଁ ତାଠାରୁ ମୂର୍ଖ ସାଂସରରେ ନାହିଁ । ଲୋକଙ୍କ ମନରୁ ମାତୃଭାଷା ପ୍ରତି…

ଆଜି ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’; ଜାଣନ୍ତୁ, କାହିଁକି ପାଳନ କରାଯାଇଥାଏ

ଭୁବନେଶ୍ୱର: ସାରା ବିଶ୍ୱରେ ଫେବୃଆରୀ ୨୧ ତାରିଖ ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ । ଜାତି ସଂଘର ଅନୁମୋଦନ କ୍ରମେ ୨୦୦୦ ମସିହାରୁ ଏହାର ପାଳନ କରାଯାଇ ଆସୁଅଛି । ୧୯୯୯ ମସିହାରେ ଏହି ଦିବସକୁ ପାଳନ ଲାଗି ପ୍ରଥମେ ୟୁନେସ୍କୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ…

ଦେଖନ୍ତୁ ଭିଡ଼ିଓ, ଓୱେସୀଙ୍କ ମଞ୍ଚରୁ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ‘ସିଏଏ’ ବିରୋଧୀ ର‍୍ୟାଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅଲ ଇଣ୍ଡିଆ ମଜଲିସ-ଏ ଇତ୍ତେହାଦୁଲ ମୁସ୍ଲିମିନ (ଏଆଇଏମଆଇଏ)ର ମୁଖ୍ୟ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁବାର ବେଙ୍ଗୋଲୁରୁରେ ସିଏଏ-ବିରୋଧୀ ରାଲିରେ ଜଣେ ଝିଅ ପାକିସ୍ତାନ ଜିନ୍ଦାବଦା…

କରୋନା ଭାଇରସ: ୨୨୩୬ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୨୩୬ ଟି ଜୀବନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,…

ଅଜବ ପ୍ରଥା : ବିବାହର ୩ ଦିନ ପର୍ଯ୍ୟନ୍ତ ପତି-ପତ୍ନୀ ଶୌଚାଳୟ ଯିବେନି

ଜାକର୍ତା: ବାହାଘର ନେଇ ଭିନ୍ନ ଭିନ୍ନ ନୀତି ନିୟମ ପାଳନ କରାଯାଏ । ତେବେ ଇଣ୍ଡୋନେସିଆରେ ଏକ ଅଜବ ରୀତି ରହିଛି । ଏଠାରେ ବିବାହ ପରେ ପତି-ପତ୍ନୀ ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବେନି । ଯଦି କିଏ ଯାଏ ତା’ହେଲେ ଏହାକୁ ଅଶୁଭ ମନାଯାଏ । ବିଶେଷ କରି ଟ୍ୱାଙ୍ଗ ସମ୍ପ୍ରଦାୟର ଲୋକ ଏହି ପ୍ରଥା…

କରୋନା ଉପରେ ବୈଜ୍ଞାନିକଙ୍କ ବଡ ସଫଳତା; ଅତିଶୀଘ୍ର ଆସିବ ପ୍ରତିଷେଧକ ଟିକା !

ନୂଆଦିଲ୍ଲୀ: ଚୀନରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ି ବଢ଼ି ଚାଲିଛି । ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଦୁନିଆର ୨୮ଟି ଦେଶରେ ବ୍ୟାପି ସାରିଲାଣି । ଚୀନ ବାହାରେ ମଧ୍ୟ ଅନେକ ଦେଶରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଆମେରିକୀୟ ବୈଜ୍ଞାନିକ କରୋନା…

ଏକତ୍ର ବିବାହ କଲେ ୩୩୫୩ ଯୋଡି

ଛିନ୍ଧୱାଡା:ଏଠାରେ ଏକ ସାମୁହିକ ବିବାହ ସମ୍ମିଳନୀରେ ୩୩୫୩ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହାକୁ ଗୋଲ୍ଡେନ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି । ସବୁ ଧର୍ମ ଏବଂ ଦିବ୍ୟାଙ୍ଗବ୍ୟକ୍ତି ମଧ୍ୟ ବିବାହ କରିଥିଲେ । ପୂର୍ବରୁ ଏତେ ସଂଖ୍ୟକ ଏକତ୍ର ବିବାହ କରି ନ ଥିଲେ ।…

ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ନାକ, ପାଟିରୁ ରକ୍ତ ବାହାରିଲା

ନୂଆଦିଲ୍ଲୀ: ତିହାର ଜେଲରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମଧୁମେହ ଓ ଉଚ୍ଚରକ୍ତଚାପ ରୋଗରେ ସେ ପୀଡିତ । ତାଙ୍କ ନାକରୁ ଓ ପାଟିରୁ ରକ୍ତ ବାହାରିବାରୁ ମେଡିକାଲ ଚେକ୍‌ଅପ କରାଯାଇଥିଲା । ତେବେ ଏହାର ରିପୋର୍ଟ ସାମ୍ନାକୁ ଆସି…

ମାର୍ଚ୍ଚ ୨୮ରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍‌-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ । ଏଥିରେ ଯେଉଁମାନେ ଯାତ୍ରା…