Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମ ଥର ଲିଙ୍ଗାୟତ ମଠର ମୁଖ୍ୟ ପୂଜାରୀ ହେବେ ଜଣେ ମୁସଲମାନ

ହୁବଳୀ: ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଲାରେ ସ୍ଥିତ ଲିଙ୍ଗାୟତ ମଠରେ ଜଣେ ମୁସଲିମ ବ୍ୟକ୍ତିକୁ ମୁଖ୍ୟ ପୂଜାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୩୩ ବର୍ଷୀୟ ଦିବାନ ଶରୀଫ ରହମାନସାବ ମୁଲ୍ଲାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ୨୬ ଫେବୃଆରୀରେ ପୂଜକ ପଦ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୧୯…

ବେଧଡକ ଚାଲିଛି ଅପମିଶ୍ରଣ, କ୍ଷୀରରେ ମିଶୁଛି ସାମ୍ପୁ, ସ୍ପିରିଟ୍‌

ମଧ୍ୟପ୍ରଦେଶ: କ୍ଷୀରରେ ମିଶୁଛି ସାମ୍ପୁ । କେବଳ ସେତିକି ନୁହେଁ ସ୍ପିରିଟ୍‌ରେ ତିଆରି ହେଉଛି କ୍ଷୀର । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ । ଏଠାରେ ନକଲି କ୍ଷୀର ତିଆରି କରାଯାଉଥିବା ନେଇ ପୋଲିସ ଚଢ଼ାଉ ବେଳେ ଜଣାପଡିଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା…

ପିଓକେରେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଏବେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି । ଏଥିରେ ପ୍ରାୟ ୨୫୦ ରୁ ୩୫୦ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଛନ୍ତି । Army chief General Manoj Mukund Naravane: There are 15-20…

କପି କରିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇ ପ୍ରିନ୍ସପାଲ ଗିରଫ

ଲକ୍ଷ୍ନୌ: ପରୀକ୍ଷାରେ କପି କରିବାକୁ ଟିପ୍ସ ଦେଇ ଜଣେ ପ୍ରିନ୍ସପାଲ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମାଉ ଅଚଂଳରେ । ପରୀକ୍ଷାର୍ଥୀଙ୍କୁ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍ ରଖିବାକୁ ପ୍ରିନ୍ସପାଲ ପ୍ରବୀଣ ମଲ୍ଲ ପରାମର୍ଶ ଦେଇଥିଲେ । ଏହାର ଏକ ଭିଡିଓ…

କରୋନା: ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ୨ମୃତ, ଭାଇରସ କବଳରେ ୭ ଭାରତୀୟ

ନୂଆଦିଲ୍ଲୀ: ଜାପାନର ୟୋକୋହାମା ତଟରେ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ କରୋନା ଭାଇରସ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ୭ଜଣ ଭାରତୀୟ ନାଗରିକ କରୋନା ଭାଇରସ ସଂକ୍ରମିତ ଅଛନ୍ତି । ଜାହାଜରେ ଥିବା ଏହି ଯାତ୍ରୀଙ୍କ ଠାରେ କରୋନା ଭାଇରସର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଜାହାଜର ଜଣେ…

ପରଲୋକରେ Cut+Copy+Paste କମାଣ୍ଡର ଜନକ

ୱାଶିଂଟନ: ପରଲୋକରେ ‘କଟ୍ କପି ଆଣ୍ଡ ପେଷ୍ଟ’ ଉଦ୍ଭାବନ କରିଥିବା କମ୍ପ୍ୟୁଟର ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଜେରକ୍ସ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି । The inventor of cut/copy & paste, find & replace, and…

ହଠାତ୍ ‘ ହୁନର ହାଟ’ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତା’ପରେ କ’ଣ ହେଲା ଦେଖନ୍ତୁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ନିକଟ ରାଜପଥ ସନ୍ମିକଟ 'ହନୁର ହାଟ'ରେ ବୁଧବାର ଦିନ ଅଚାନକ ପହଞ୍ଚିଲେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ଜନଗହଳି ସ୍ଥାନରେ ଦେଖି ଉପସ୍ଥିତ ଜନସାଧାରଣଙ୍କ ସହ ସମସ୍ତ ପ୍ରତକ୍ଷ୍ୟଦର୍ଶୀ ବିସ୍ମିତ…

ନିର୍ଭୟା ମାମଲା: ସୁପ୍ରିମକୋର୍ଟଙ୍କ ପରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ ତାରିଖ । ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଆଇନର ନୂଆ ନୂଆ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ନୂଆ…

ଯୌନ ଶୋଷଣ ମାମଲା: ଚିନ୍ମୟାନନ୍ଦଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ୟୁପି: ପୁଣି ଅଡ଼ୁଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ଯୌନ ଶୋଷଣ ମାମଲାରେ ଚିନ୍ମୟାନନ୍ଦଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରମିକୋର୍ଟର ଦ୍ୱାରସ୍ତ ହେଲେ ପୀଡ଼ିତା । ଚିନ୍ମୟାନନ୍ଦଙ୍କ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏନେଇ ସେ…

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ‘ନୋ ବ୍ୟାଗ୍ ଡେ’: ଗେହଲଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି । ଏହାସହ ଏଣିକି ରାଜସ୍ଥାନର ସମସ୍ତ ସରକାରୀ…