Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉଚ୍ଚା ଟାରିଫ ସହ ବହୁ ବର୍ଷରୁ ଆମେରିକା ବ୍ୟାପାର କୁ ପ୍ରଭାବିତ କରିଛି ଭାରତ : ଟ୍ରମ୍ପ

ଆମେରିକା: ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ସପ୍ତାହ ରେ ଭାରତ ଯାତ୍ରା ରେ ଆସୁଛନ୍ତି | ନିଜର ଯାତ୍ରା ପୂର୍ବରୁ ଟ୍ରମ୍ପ କହିଲେ ଯେ ଭାରତ ଉଞ୍ଚ ହାର ର ଶୁଳ୍କ ସହ ବହୁ ବର୍ଷ ରୁ ଆମେରିକା ର ବ୍ୟାପାର ଖରାପ ଭାବରେ ପ୍ରଭାବିତ କରିଛି | ଆଗାମୀ ଭାରତ ଯାତ୍ରା ସମୟରେ…

ଆସନ୍ତୁ ଜାଣିବା ଅଧିକ ସୁନା ରଖିବା ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଅଧିକ ସୁନା ରଖିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ୧୦ମରେ ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ ପକ୍ଷରୁ ଗତ ବର୍ଷ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଆମେରିକା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଏହି ଦେଶ ପାଖରେ ୮୧୩୩୫ ଟନ ସୁନା ରହିଛି । ସେହିପରି ଜର୍ମାନୀ (୩୬୬୮),…

ଅପରେଶନ ମାଆ : ଆତଙ୍କବାଦୀଙ୍କୁ ମୁଖ୍ୟ ଧାରାକୁ ଫେରାଇବା ଲକ୍ଷ୍ୟରେ ଭାରତୀୟ ସେନା

ଲେହ: ଜମ୍ମୁ-କଶ୍ମୀର ଯୁବକମାନଙ୍କ ପାଇଁ ଭାରତୀୟ ସେନା ଅପରେଶନ ମାଆ ଆରମ୍ଭ କରିଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ଓ ଅପରାଧୀ ହେଉଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା । ଏହା ଦ୍ୱାରା ଆତଙ୍କବାଦୀଙ୍କୁ ବଦଳିବା ପାଇଁ ଶେଷ ସୁଯୋଗ ଦିଆଯାଉଛି ।…

ରେଳବାଇର ଫିଟନେସ ମନ୍ତ୍ର: ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ଏମିତିରେ ରେଲୱେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରେ ମିଳିଯାଏ । କିନ୍ତୁ ଏବେ ଆପଣ ଏହାକୁ ମାଗଣାରେ ମଧ୍ୟ ହାସଲ କରିପାରିବେ । ଭାରତୀୟ ରେଳବାଇ ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏମିତି ଏକ ମେସିନ ଲଗାଇଛି ଯେଉଁଥିରୁ ଆପଣ ମାଗଣାରେ ରେଲୱେ ଟିକେଟ ନେଇପାରିବେ । ଏଥିପାଇଁ…

କୁପୱାରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ଭାରତର ପାଲଟା ଜବାବରେ ୧ ପାକ୍ ଯବାନ ନିହତ

କୁପୱାରା: ଜମ୍ମୁ ଓ କାଶ୍ମୀରର କୁପୱାରାରେ ଗୁରୁବାର ରାତି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ପାଲଟା ଜବାବରେ ଭାରତୀୟ ସେନାଙ୍କ ଗୁଳିରେ ଜଣେ ପାକିସ୍ତାନୀ ଯବାନ ନିହତ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସେନାର ସୂଚନା ମୁତାବକ, ପାକିସ୍ତାନ…

ସରୋଗେସି ଦ୍ୱାରା କନ୍ୟା ସନ୍ତାନର ଜନନୀ ହେଲେ ଶିଲ୍ପା ସେଟ୍ଟୀ କୁନ୍ଦ୍ରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ କୁନ୍ଦ୍ରା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଝିଅର ନାଁ ସମୀଶା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି । ଶିଲ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଝିଅ ସମୀଶାଙ୍କ ଜନ୍ମ ୧୫ ଫେବୃଆରୀରେ…

ୟୁପିରେ ମିଳିଲା ୩ହଜାର ଟନର ସୁନାର ଭଣ୍ଡାର; ଏବେ ୟୁରାନିୟମ ସନ୍ଧାନରେ ସରକାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସୁନାର ଏକ ବଡ ଭଣ୍ଡାର ମିଳିଛି । ସୋନଭଦ୍ରର ପାହାଡରେ ୩ହଜାର ଟନ ସୁନାର ଭଣ୍ଡାର ମିଳିଛି । ଏନେଇ ସ୍ପଷ୍ଟ କରାଯାଇଛି ଓ ଏବେ ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଅତିଶୀଘ୍ର ସୁନା ଖଣିକୁ ନିଲାମ କରିଦିଆଯିବ । ସରକାରଙ୍କ ପକ୍ଷରୁ ୭ଜଣିଆ…

ଯାତ୍ରା ସମୟରେ ୨ ଥର ଇଞ୍ଜିନରୁ ଅଲଗା ହେଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ

ଗଜିଆବାଦ: ଶୁକ୍ରବାର ସକାଳୁ ଦିଲ୍ଲୀ ଆନନ୍ଦ ବିହାରରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସମ୍ପର୍କ ସମତା କ୍ରାନ୍ତି ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନ୍‌ରୁ କିଛି ବାଟ ଆସିବା ପରେ ଟ୍ରେନ୍‌ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ…

କରୋନା ଭାଇରସ ପରେ ଏବେ ଦେଶରେ ସ୍ୱାଇନ ଫ୍ଲୁର ଆତଙ୍କ

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଏବେ ଭାରତରେ ସ୍ୱାଇନ ଫ୍ଲୁର ଆତଙ୍କ ଦେଖାଦେଲାଣି । ବାଙ୍ଗାଲୁରୁର ଏକ ବହୁଜାତୀୟ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରେ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଦେଇଛି । ଏହାପରେ ବାଙ୍ଗାଲୁରୁର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଏବେ ଦେଶରେ ସ୍ୱାଇନ ଫ୍ଲୁ ଏକ…

ଲୋକପ୍ରିୟତାରେ ମୋଦୀଙ୍କୁ ଟପିଲେ ବିରାଟ!

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ମୋଦୀଙ୍କ ତୁଲାନରେ ବିରାଟଙ୍କ ଲୋକପ୍ରିୟତା ରହିଛି ଅଧିକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କର ୩୪.୫ ମିଲିୟନ ଫଲୋର୍ସ ଥିବା ବେଳେ…