Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା ଯୋଗୀ ଆଦିତ୍ୟନାଥ କାହିଁକି କହିଲେ ଏହା ୟୁପିର ଐତିହାସିକ ବଜେଟ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ସେ ଏହି ବଜେଟକୁ ଐତିହାସିକ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏହି ବଜେଟର ଗୁରୁତ୍ୱପୂର୍ଣ୍ଣ ଘୋଷଣା- ୧. ସାଇବର କ୍ରାଇମକୁ ରୋକିବା ପାଇଁ ୧୬ ସାଇବର ଥାନା । ୨. ଯୁବଗୋଷ୍ଠୀଙ୍କ ପାଇଁ…

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ରାକେଶ ମାରିଆଙ୍କ ବଡ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆଙ୍କ ଆତ୍ମକଥା ରିଲିଜ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଅଛି । ତାଙ୍କ ପୁସ୍ତକ ‘ଲେଟ୍ ମି ସେ ଇଟ୍ ନାଓ’ରେ ମୁମ୍ବାଇ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏକମାତ୍ର ଜୀବିତ ଅବସ୍ଥାରେ ଗିରଫ ହୋଇଥିବା…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି | ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି ୧୮ ବ୍ରଡ଼କାଷ୍ଟ,…

ଆମେରିକା ବାୟୁସେନା ବିମାନରେ ଟ୍ରମ୍ପଙ୍କ ଗାଡି, ସୁରକ୍ଷା ଉପକରଣ ପହଂଚିଲା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରିସାରିଛି । ତେବେ ଏହା ବ୍ୟତୀତ ଆମେରିକା ସ୍ୱତନ୍ତ୍ର ଭାବେ ନିଜସ୍ୱ ପ୍ରସ୍ତୁତି ମଧ୍ୟ କରିଛି । ଆମେରିକାର ମାଲବାହୀ ବାୟୁସେନା ବିମାନ ହରକ୍ୟୁଲେସ ଏଠାରେ ପହଂଚିଛି । ଏଥିରେ…

ହନୁମାନ ଚାଲିଶା ପରେ ‘ସୁନ୍ଦରାକାଣ୍ଡ’ ପାଠ କରିବ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ହନୁମାନଙ୍କ ନାଁରେ ଆରମ୍ଭ ହୋଇଥିବା ରାଜନୀତି ଏବେ ବି ଜାରି ରହିଛି । ଆମ୍ ଅଦମୀ ପାର୍ଟି ଏବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନ୍ଦରାକାଣ୍ଡ ପାଠ କରିବ । ଏନେଇ ଆପ୍ ବିଧାୟକ ସୌରଭ ଭରଦ୍ୱାଜ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଅମର ସିଂହ, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ: ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଛନ୍ତି । ଅମର ନିଜ ବାପାଙ୍କ ପୂଣ୍ୟତିଥି ଅବସରରେ ମଙ୍ଗଳବାର ଟ୍ୱିଟ୍ ମାଧ୍ୟମରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସେ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରଙ୍କୁ କ୍ଷମା…

ନୀତିଶଙ୍କୁ ଚ୍ୟାଲେଂଜ, ପ୍ରଶାନ୍ତ କିଶୋର କହିବେ ‘ବାତ୍ ବିହାର କି’

ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଜେଡିୟୁୁରୁ ବିଦା ହେବା ପରେ ଖୁଲମଖୁଳା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚ୍ୟାଲେଂଜ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ଆଜି ପ୍ରଶାନ୍ତ କିଶୋର ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ‘ବାତ୍ ବିହାର କି’…

ପୂର୍ବତନ ଟିଏମସି ସାଂସଦ ତାପସ ପାଲଙ୍କ ଦେହାନ୍ତ

ମୁମ୍ବାଇ: ତୃଣମୂଳ କଂଗ୍ରେସ(ଟିଏମସି) ର ପୂର୍ବତନ ସାଂସଦ ତଥା ଅଭିନେତା ତାପସ ପାଲଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ପାଲଙ୍କର ୬୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ମୁମ୍ବାଇରୁ କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ…

କରୋନା ଭାଇରସ: ଚୀନରେ୧୯୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୧୮୬୮ ଜୀବନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା…

ନୂଆ ବିଏସ ୬ ହିରୋ ସ୍ପ୍ଲେଣ୍ଡର: ଜାଣନ୍ତୁ କିପରି ଲୁକ-ଷ୍ଟାଇଲରେ, ମାଇଲେଜରେ ଦମଦାର !

ଦୁନିଆର ସବୁଠୁ ବଡ଼ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ହିରୋ ମୋଟୋକୋପ ବଜାରକୁ ନିଜର ନୂଆ ମୋଟରସାଇକେଲ ସ୍ପ୍ଲେଣ୍ଡର ପ୍ଲସ କୁ ବିଏସ୬ ଇଞ୍ଜିନ ସହ ଅପଡେଟ କରି ଲଞ୍ଚ କରିଛି | ନୂଆ ବିଏସ୬ ହିରୋ ସ୍ପେଣ୍ଡର କୁ କମ୍ପାନୀ ବହୁତ କିଛି ପରିବର୍ତ୍ତନ କରିଛି | ଯାହାଦ୍ୱାରା ବାଇକ ମୂଲ୍ୟ…