Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆୟୁଷ୍ମାନ ମିଶନରେ ସାମିଲ ହେବ ଆୟୁଷ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର

ନୂଆଦିଲ୍ଲୀ: ଆୟୁଷ୍ମାନ ମିଶନର ଆୟୁଷ୍ମାନ ଭାରତରେ ସାମିଲ ହେବ ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବ କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ଆୟୁଷମାନ ମିଶନରେ ଅନ୍ତର୍ଭୁକ୍ତ କରିବାକୁ…

କରୋନା କଟକଣା: ଅଯୋଧ୍ୟା ରାମନବମୀ ଉତ୍ସବରେ ବାହାର ଲୋକଙ୍କ ପ୍ରବେଶ ମନା

ଲକ୍ଷ୍ନୌ: ଅଯୋଧ୍ୟାର ରାମନବମୀ ଉତ୍ସବରେ ଲାଗିଲା କରୋନା କଟକଣା । ଏଠି ବାହାର ଲୋକଙ୍କ ପ୍ରବେଶକୁ ବ୍ୟାନ୍ କରାଯାଇଛି । ଏନେଇ ୟୁପି ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କରୋନା ଭୂତାଣୁକୁ ଆଖି ଆଗରେ ରଖି ପ୍ରଶାସନ କଡା କଟକଣା ଲଗାଇଛନ୍ତି । ଆଯୋଧ୍ୟାରେ ଆସନ୍ତା ୨୫ରୁ ଏପ୍ରିଲ ୨…

ପୁଣି କରୋନା ପ୍ରଭାବିତ ଦେଶରୁ ହେବ ଭାରତୀୟଙ୍କ ଉଦ୍ଧାର; ରୋମ ଅଭିମୁଖେ ଯାତ୍ରା କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ ସଙ୍କଟ ମଧ୍ୟରେ ଇଟାଲୀର ରୋମରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ୭୮୭ ଡିମଲାଇନର ବିମାନ ଶନିବାର ଅପରାହ୍ନରେ ରୋମ ଯାତ୍ରା କରିଛି । ଏୟାର ଇଣ୍ଡିଆ ଭାରତୀୟଙ୍କୁ ଧରି ରବିବାର ସକାଳେ ସ୍ୱଦେଶ ଫେରିବ । ଆସନ୍ତାକାଲି ଠାରୁ…

ଔଷଧ ଏବଂ ଚିକିତ୍ସା ଉପକରଣ ପାଇଁ ୧୪ ହଜାର କୋଟି ଟଙ୍କା ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ଔଷଧ ଏବଂ ମେଡିକାଲ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୧୪ ହଜାର କୋଟି ଟଙ୍କା ମଂଜୁରୀ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍…

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…

କୋଭିଡ-୧୯: କ୍ୱାରେଣ୍ଟାଇନ ପ୍ରୋଟୋକଲ ଭାଙ୍ଗିଲେ ଭାରତୀୟ ମହିଳା ବକ୍ସର ମେରିକମ୍

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଦ୍ୱାରା ଜାରି ହୋଇଥିବା ୧୪ ଦିନିଆ କ୍ୱାରେଣ୍ଟାଇନ ପ୍ରୋଟୋକଲକୁ ଭାରତୀୟ ମହିଳା ବକ୍ସର ତଥା ରାଜ୍ୟସଭା ସଦସ୍ୟ ମେରିକମ୍ ଅମାନ୍ୟ କରିଛନ୍ତି । ମେରିକମ୍ ମାର୍ଚ୍ଚ ୧୩ ତାରିଖରେ ଇଟାଲୀ ଓ ଜୋର୍ଡାନରୁ ଫେରିଥିଲେ । ଏହାପରେ ସେ…

କରୋନା ପାଇଁ ଦେଶବ୍ୟାପୀ ଲକଡାଉନ କରିବାକୁ ପାକିସ୍ତାନ ସମର୍ଥ ନୁହେଁ: ଇମରାନ ଖାନ

ଇସଲାମାବାଦ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ବନ୍ଦ(ଲକଡାଉନ) କରିବାକୁ ପାକିସ୍ତାନ ଅସମର୍ଥ ବୋଲି ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି । ସେ କହିଛନ୍ତି କି, ଲକଡାଉନ ଅର୍ଥାତ ସାରା ଦେଶରେ କର୍ଫୁ୍ୟ ଲଗାଇବା । ଏହାଦ୍ୱାରା ଗରୀବ ଶ୍ରେଣୀର…

କରୋନା ସହ ଲଢେଇ: ରାଷ୍ଟ୍ରପତି କୋବିନ୍ଦଙ୍କର ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ: ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହଙ୍କ ସହ ଏକ ବେକଫାଷ୍ଟ ପାର୍ଟିରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ନଭେଲ୍ କରୋନା ଭୂତାଣୁ ପରୀକ୍ଷା ହେବ । ପୂର୍ବରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ଏକ ପାର୍ଟିରେ ଦୁଷ୍ୟନ୍ତ ଯୋଗଦେଇଥିଲେ ।…

କରୋନା ଭୟ: OLA ଓ UBERର ‘ସେୟାର ରାଇଡ’ ସେବା ବନ୍ଦ

ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍‌’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି…

ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ଦେଶ; ତାଲିକାରେ ଭାରତର ସ୍ଥାନ କେତେ?

ନ୍ୟୁୟର୍କ: ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାରେ ଲଗାତାର ତୃତୀୟ ଥର ପ୍ରଥମ ସ୍ଥାନ ହାସଲ କରିଛି । ଫିନଲ୍ୟାଣ୍ଡର ଜନସଂଖ୍ୟା ପାଖାପାଖି ୫୫ଲକ୍ଷ । ଭାରତ ସୁଖୀ ତାଲିକାରେ ୧୪୪ତମ ସ୍ଥାନରେ ଅଛି । ଏହି ତାଲିକାରେ ଫିନଲ୍ୟାଣ୍ଡ ପଛକୁ ଯଥାକ୍ରମେ ଡେନମାର୍କ, ସ୍ୱିଜରଲାଣ୍ଡ,…