Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏପ୍ରିଲ ୧ରୁ ବିକ୍ରି ହେବ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ; ପ୍ରଦୂଷଣ ସ୍ତର କମିବ

ନୂଆଦିଲ୍ଲୀ: ଏପ୍ରିଲ ୧, ୨୦୨୦ରୁ ଭାରତରେ ଦୁନିଆର ସବୁଠାରୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ । ସରକାରୀ ତେଲ କମ୍ପାନୀ ସାରା ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲର ଯୋଗାଣ କରିବ । ଭାରତ ମାତ୍ର ୩ ବର୍ଷରେ ହିଁ ସ୍ୱଚ୍ଛ ପେଟ୍ରୋଲର ବ୍ୟବହାରକୁ ନେଇ ବଡ ସଫଳତା ହାସଲ କରିଛି ।…

ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ମଧ୍ୟସ୍ଥି କମିଟି

ନୂଆଦିଲ୍ଲୀ: ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ସପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି । ଆଜି ଅପରାହ୍ନରେ ମଧ୍ୟସ୍ଥତା କମିଟିର ସଦସ୍ୟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଯାଇ ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି । ସମାଧାନର ପନ୍ଥା ବାହାର କରିବା ପାଇଁ ସେମାନେ…

ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ବୟାନ, ଭାରତ ସହ ହେବନି କୌଣସି ବ୍ୟାବସାୟିକ ଚୁକ୍ତି

ୱାଶିଂଟନ: ଭାରତ ଗସ୍ତ ପୂର୍ବରୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ମୋଦିଙ୍କୁ ବହୁତ ପସନ୍ଦ କରନ୍ତି । ହେଲେ, ଭାରତ ସହିତ ଏବେ କୌଣସି ବଡ ବ୍ୟାବସାୟିକ ଚୁକ୍ତି ହେବ ନାହିଁ । ଭାରତ ତାଙ୍କ ସହ ବହୁତ ଭଲ ବ୍ୟବହାର କରି ନାହିଁ । କିନ୍ତୁ ସେ…

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ, ଘୋଷଣା ହୋଇପାରେ ମନ୍ଦିର ନିର୍ମାଣ ତାରିଖ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ଦିର ନିର୍ମାଣ ପୂର୍ବରୁ ଅସ୍ଥାୟୀ ମନ୍ଦିରରେ ଭଗବାନ ରାମଙ୍କର ହେବ ପୂଜାର୍ଚ୍ଚନା । ରାମ ମନ୍ଦିର ନିର୍ମାଣ ସ୍ଥାନରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ଥିବା ମାନସ ମନ୍ଦିର ନିକଟରେ ଏହି ଅସ୍ଥାୟୀ ମନ୍ଦିର…

ତାଜମହଲ ଭିତରକୁ ଯିବନି ଟ୍ରମ୍ପଙ୍କ ଗାଡି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ ତାଜହମଲ ପରିସରକୁ ଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି । ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି ଯେ, ତାଜମହଲ ପରିସର…

ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ପୁଲୱାମାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ମଙ୍ଗଳବାର ବିଳମ୍ବିତ ରାତିରେ ୩ ଆତଙ୍କବାଦୀଙ୍କ ନିପାତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ସେମାନେ ସ୍ଥାନୀୟ ଆତଙ୍କବାଦୀ ହୋଇଥିବା ଜଣାପଡୁଛି । ତାଙ୍କ ପାଖରୁ…

କରୋନା ଭାଇରସରେ ପ୍ରଭାବିତ ଭାରତୀୟ ଉଦ୍ୟୋଗ: ସୀତାରମଣ

ନୂଆଦିଲ୍ଲୀ: ସରକାର ଜଲ୍ଦି ଘରୋଇ ଉଦ୍ୟୋଗ ଉପରେ କରୋନା ଭାଇରସ ର ପ୍ରଭାବ ରୁ ଉପାୟ ଘୋଷଣା କରିବେ | ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଏହା କହିଛନ୍ତି | ସେ ଭାଇରସ ର ଭୟାନକ ପ୍ରଭାବ ର ସ୍ଥିତି ର ସମୀକ୍ଷା କରିବା ପାଇଁ ଉଦ୍ୟୋଗ ପ୍ରତିନିଧି ମାନଙ୍କ ସହ ଭେଟିଛନ୍ତି | ସୀତାରମଣ…

ଭାରତରେ ଲଞ୍ଚ ହେଲା ହୋଣ୍ଡା ଫୋର୍ଜା ୩୦୦; ରୟାଲ ଏନଫିଲଡ଼କୁ ଦେବ ଟକ୍କର !

ହୋଣ୍ଡା ଫୋର୍ଜା ୩୦୦ କୁ କମ୍ପାନୀ ପ୍ରଥମେ ଗୁରୁଗ୍ରାମରେ ପ୍ରସ୍ତୁତ କରିଥିଲା | ହୋଣ୍ଡା ଏହି ବିଷୟରେ କୌଣସି ଖୁଲାସା କରିନାହିଁ, ହୋଣ୍ଡା ଫୋର୍ଜା ୩୦୦ ଭାରତ ରେ ସିବିୟୁ ( କଂପଲିଟଲି ବିଲଟ ୟୁନିଟ ) ରେ ପ୍ରସ୍ତୁତ କରି ଆଣିବ ଅବା ସିକେଡି ( କଂପଲିଟଲି ନାକ ଡାଉନ) ମଧ୍ୟମରେ ଆଣିବ | ହୋଣ୍ଡା…

ସୁକମା ଜିଲ୍ଲାରେ ନକ୍ସଲ ଆକ୍ରମଣ; ୧ କୋବ୍ରା ବାଟାଲିୟନ ଯବାନ ସହିଦ

ସୁକମା: ଛତିଶଗଡ ସୁକମା ଜିଲ୍ଲାର ପାଲୋଡିରେ କୋବ୍ରା ବାଟାଲିୟନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୨୦୮ ବିଏନ କୋବ୍ରାର ୨ଜଣ ଯବାନ ଆହତ ହୋଇଥିଲେ । ଜଣେ ଗୁରୁତର ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ନେବାବେଳେ ରାସ୍ତାରେ ସହିଦ ହୋଇଯାଇଛନ୍ତି ।…

ଆସନ୍ତୁ ଜାଣିବା ଯୋଗୀ ଆଦିତ୍ୟନାଥ କାହିଁକି କହିଲେ ଏହା ୟୁପିର ଐତିହାସିକ ବଜେଟ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ସେ ଏହି ବଜେଟକୁ ଐତିହାସିକ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏହି ବଜେଟର ଗୁରୁତ୍ୱପୂର୍ଣ୍ଣ ଘୋଷଣା- ୧. ସାଇବର କ୍ରାଇମକୁ ରୋକିବା ପାଇଁ ୧୬ ସାଇବର ଥାନା । ୨. ଯୁବଗୋଷ୍ଠୀଙ୍କ ପାଇଁ…