Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହଙ୍ଗା ହେଲା ରନ୍ଧନ ଗ୍ୟାସ; କେଉଁ ସହରରେ କେତେ ରହିଛି ଦର, ଜାଣନ୍ତୁ

ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଗ୍ରାହକଙ୍କୁ ଝଟକା। ଅଣସବସିଡି ଏଲପିଜି ଗ୍ୟାସ ବା ରନ୍ଧନ ଗ୍ୟାସ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି । Prices of non-subsidised 14 kg Indane gas in metros, applicable from today: In Delhi…

ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପଦ ଛାଡିଲେ ପି. ସି. ଚାକୋ

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦିଲ୍ଲୀରେ ମୂଳପୋଛ ହୋଇଛି କଂଗ୍ରେସ । ଖାତା ବି ଖୋଲି ପାରିଲା ନାହିଁ । ଶୋଚନୀୟ ପରାଜୟ ପରେ ଆରମ୍ଭ ହୋଇଛି ମାନସମନ୍ଥନ । ପଦ ଛାଡିଲେ କଂଗ୍ରେସ ଦିଲ୍ଲୀ ପ୍ରଭାରୀ ପି. ସି. ଚାକୋ । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । PC…

‘କେମ୍‌ଛୋ ଟ୍ରମ୍ପ’ … ଭାରତ ଗସ୍ତକୁ ନେଇ ଉତ୍ସାହିତ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଏବେ ଭାରି ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ କରିଛନ୍ତି ଟ୍ରମ୍ପ । ଜଣେ ଭଲ ବନ୍ଧୁ ବୋଲି ତାଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ…

ନିର୍ଭୟା ମାମଲାରେ ନୂଆ ଡେଥ୍ ୱାରେଣ୍ଟ ପିଟିସନର ଶୁଣାଣି କରିବେ ପଟିଆଲା ହାଉସ୍ କୋର୍ଟ

ନୂଆଦିଲ୍ଳୀ: ନିର୍ଭୟାଙ୍କ ଚାରି ଦୋଷୀ ଫାଶୀ ଖୁଣ୍ଟରେ କେବେ ଝୁଲିବେ? ଦୁଇ ଦୁଇ ଥର ଫାଶୀ ତାରିଖ ଘୁଞ୍ଚିବା ପରେ ଆଜି ନୂଆ ଡେଥ୍ ୱାରେଣ୍ଟ ଜାରି କରି ପାରନ୍ତି ପଟିଆଲା ହାଉସ୍ କୋର୍ଟ । ଏସମ୍ପର୍କିତ ପିଟିସନର ଆଜି ଶୁଣାଣି ରହିଛି । ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଗତକାଲି ପିଟିସନ୍…

ହ୍ରାସ ପାଇଲା ତୈଳ ଦର : କେଉଁଠି ରହିଛି କେତେ ମୂଲ୍ୟ ଜାଣନ୍ତୁ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ ଗତ କିଛି ଦିନ ହେବ ହ୍ରାସ ପରିଲିଖିତ ହେଉଛି । ମଙ୍ଗଳବାର ଦିନ ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୨୦ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର କାମୁଥିବା କୁହାଯାଉଛି । ବିଶେଷଜ୍ଞଙ୍କ କହିବା…

ନୀତିଶ-ଶାହା କ୍ୟାମ୍ପେନ୍ ଫେଲ୍‌, ବୁରାଡିରେ ବିଜେପି-ଜେଡିୟୁ ପ୍ରାର୍ଥୀ ଚିତ୍‌ପଟାଙ୍ଗ

ନୂଆଦିଲ୍ଳୀ: ବୁରାଡିରେ ବିଜେପି-ଜେଡିୟୁ ମେଣ୍ଟର ବଡ ହାର । କେଜରିୱାଲଙ୍କ କ୍ରେଜ ଆଗରେ ଫେଲ୍ ମାରିଲା ନୀତିଶ-ଶାହାଙ୍କ ବଡ କ୍ୟାମ୍ପେନ୍ । ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ ସଞ୍ଜୀବ ଝା । ରେକର୍ଡ ମାର୍ଜିନରେ ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କୁ ସେ ମାତ ଦେଇଛନ୍ତି…

୧୬ରେ ଶପଥ ନେବେ କେଜ୍ରିୱାଲ, ରାମଲୀଲାରେ ରାଜତିଲକ

ନୂଆଦିଲ୍ଲୀ: ଆସନ୍ତା ୧୬ରେ ହେବ କେଜ୍ରିୱାଲଙ୍କ ରାଜତିଲକ । ରାମ ଲୀଲା ମୈଦାନରେ ନେବେ ଶପଥ । ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀର ଶାସନ ଗାଦିରେ ବସିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି ବିପୁଳ ବିଜୟ ହାସଲ କରିବା ପରେ ଦଳର ମୁଖ୍ୟ…

ଆପ୍ କର୍ମୀଙ୍କ ଉପରକୁ ଗୁଳିମାଡ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ନୂଆଦିଲ୍ଲୀ: ଉତ୍ସବ ମୁଖର ଦିଲ୍ଲୀ ରଣକ୍ଷେତ୍ର ପାଲଟିଛି । ମହରୋଲି ବିଧାୟକ ନରେଶ ଯାଦବଙ୍କ ଉପରକୁ ଶିବିରରେ ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍‌)କୁ ବଡ ସଫଳତା ମିଳିଛି । ଏହା ମଧ୍ୟରେ ଆପ୍ ବିଧାୟକ ନରେଶ ଯାଦବଙ୍କ ଶିବିରକୁ ଗୁଳିମାଡ…

‘ପିଏମ୍ କିଷାନ କ୍ରେଡିଟ୍ କାର୍ଡ’ର କିପରି ସୁବିଧା ନେଇ ପାରିବେ ଚାଷୀ, ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ…

୩ ବର୍ଷ ଭିତରେ ହ୍ରାସ ଘଟିଛି ନକ୍ସଲ ହିଂସା ଘଟଣା: କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ମଙ୍ଗଳବାର ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ।…