Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥମୁନି କରୋନା: ଚୀନରେ ୧୧୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୧ ୧୬ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪…

ପେଲେ ଅବସାଦଗ୍ରସ୍ତ, ଚାଲିବୁଲି ପାରୁ ନାହାନ୍ତି

ରିଓ ଡି’ଜାନେରିଓ: ବ୍ରାଜିଲର ମହାନ ଫୁଟବଲ ଖେଳାଳୀ ପେଲେ ଏବେ ମାନସିକ ଅବସାଦଗ୍ରସ୍ତର ଶୀକାର ହୋଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ମଧ୍ୟରେ ରହୁଥିବାରୁ ସେ ଏବେ ଚଲାବୁଲା କରିବାକୁ ମଧ୍ୟ ସକ୍ଷମ ନୁହନ୍ତି । ନିକଟରେ ମୂତ୍ରାଶୟ ସଂକ୍ରମଣ ଯୋଗୁ ସେ ୧୩ ଦିନ ଡାକ୍ତରଖାନାରେ ବିତାଇଥିଲେ ବୋଲି…

ରବରରେ ଆକର୍ଷଣୀୟ ପୋଷାକ ତିଆରି କଲେ ଜାପାନର ସାକାମୋଟୋ

ଟୋକିଓ: ଜାପାନର ରି ସାକାମୋଟା ରବରରେ ସୁନ୍ଦର ପୋଷାକ ତିଆରି କରି ବେଶ୍ ପ୍ରଶଂସିତ ହୋଇଛି । ପ୍ରଥମ ନଜରରେ ଏହାକୁ ରବରରେ ତିଆରି ହୋଇଥିବା ବିଶ୍ୱାସ ହୁଏ ନାହିଁ । ଜାପାନର ଏହି କଳା ଛାତ୍ରୀ ଗ୍ରାଜୁଏଶନ ପାଇଁ ଏପରି ଏକ ପ୍ରୋଜେକ୍ଟ କରିବାକୁ ଚାହୁଁଥିଲେ ଯାହା କି ଅନ୍ୟମାନଙ୍କଠାରୁ ଭିନ୍ନ…

ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ସୁରୁଚି ୩୦ ହଜାରରୁ ଅଧିକ ଗଛ ଲଗାଇଲେ

ସୁରଟ: ଗୁଜରାଟ ସୁରଟ ସହରର ସୁରୁଚି ବଡଲିୟା ବ୍ରେନ ଟ୍ୟୁମରର ଅନ୍ତିମ ଷ୍ଟେଜରେ ଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି । ପରବର୍ତୀ ପିଢ଼ୀ ପାଇଁ ସେ ୩୦,୦୦୦ରୁ ଅଧିକ ଗଛ ଲଗାଇ ସାରିଛନ୍ତି । ବାୟୁ ପ୍ରଦୂଷଣ କର୍କଟ ରୋଗର ମୁଖ୍ୟ କାରଣ ଭାବେ ବିବେଚନା କରାଯାଏ । ପ୍ରଦୂଷଣ ବିରୋଧରେ…

ରାମ ମନ୍ଦିର ପରିସରରେ କରସେବକଙ୍କ ଶହୀଦ ସ୍ତମ୍ଭ ରହିବ

ଲକ୍ଷ୍ନୌ:ଅଯୋଧ୍ୟାର ୬୭.୭୩ ଏକର ପ୍ରସ୍ତାବିତ ଜମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ । ଏହା ବ୍ୟତୀତ ରାମ ମନ୍ଦିର ପାଇଁ ଲଢ଼େଇ କରି ଶହୀଦ ହୋଇଥିବା କରସେବକଙ୍କ ପାଇଁ ମଧ୍ୟ ପରିସରରେ ଶହୀଦସ୍ତମ୍ଭ ନିର୍ମାଣ କରାଯିବ । ରାମକୁମାର କୋଠାରୀ, ବାସୁଦେବ ଗୁପ୍ତା, ରାଜେନ୍ଦ୍ର ଧରକାର, ରମେଶ…

କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ମଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି । କିଛି ଆସନର ଫଳାଫଳ ଆସିଥିବା ବେଳେ ଆପ୍ ଏଥର ବହୁମତ ଠାରୁ ବହୁ ଆଗରେ ରହିଛି । ଏହାକୁ ଦେଖି କେଜ୍ରିୱାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଜେପିର ଅଧ୍ୟକ୍ଷ ଜେପି…

ଦିଲ୍ଲୀରେ କେଜ୍ରିୱାଲଙ୍କ କ୍ରେଜ୍‌; ‘ରିଙ୍କିଆ କେ ପାପା’ ଗୀତରେ ଝୁମିଲେ ଆପ୍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀରେ କେଜ୍ରିୱାଲ ସରକାର । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ଉତ୍ସବ ମୁଖର । ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ପୁଣି ଥରେ ଆପ୍ ସରକାର ଆସିବା ନେଇ ପାଖାପାଖି ସ୍ପଷ୍ଟ ହୋଇସାରିଥିଲା । ଏହା ମଧ୍ୟରେ ଆପ୍ ର କାର୍ଯ୍ୟକର୍ତ୍ତା ବିଜୟ ଉତ୍ସବ ପାଳୁଥିବାର…

ରାଜନୈତିକ ଯାତ୍ରାରେ କେଉଁମାନେ ଛାଡିଥିଲେ ଅରବିନ୍ଦ କେଜ୍ରିୱାଲଙ୍କ ହାତ, ଜାଣନ୍ତୁ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍‌) ନେତା ଅରବିନ୍ଦ୍ କେଜ୍ରିୱାଲ୍ । ଏନେଇ ଦଳୀୟ ନେତାମାନେ ଧୁମଧାମରେ ବିଜୟ ଉତ୍ସବ ମନାଉଥିବା ବେଳେ ତାଙ୍କର ରାଜନୈତିକ ଜୀବନ ଅନେକ ସଂର୍ଘଷମୟ ଥିଲା । ଆସନ୍ତୁ…

‘ଆଇ ଲଭ୍ ୟୁ’ ଦିଲ୍ଳୀବାସୀ କହି ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହ୍ୟାଟ୍ରିକ୍ । ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀରେ ଭୋଟ ଗଣତି ଜାରି ରହିଥିଲେ ସୁଦ୍ଧା ଚୂଡାନ୍ତ ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଆପ୍ ବହୁମତ ଠାରୁ ବହୁ ଆଗରେ ରହିଛି । ପ୍ରଚଣ୍ଡ ବିଜୟ ହାସଲ କରିବା…

ରହସ୍ୟଘେରରେ ନାସ୍ତ୍ରେଦମସଙ୍କ କରୋନା ଭବିଷ୍ୟବାଣୀ

ଉହାନ: ଚୀନରୁ ସାରା ପୃଥିବୀକୁ ବ୍ୟାପୁଥିବା ଘାତକ କରୋନା ଭାଇରସରେ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଅନ୍ତର୍ଜାତୀୟ ସ୍ତରରେ ଏପର୍ଯ୍ୟନ୍ତ ୪୦ହଜାରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସୋଶିଆଲ ମିଡିଆରେ କିଛି ଲୋକ କରେ।।ନା ଭାଇରସକୁ…