Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଲ୍ ଗେଟ୍ସ କିଣିଲେ ୪୬୦୦ କୋଟି ଟଙ୍କାର ଉଦଯାନ ଚାଳିତ ବୋଟ୍‌

ନ୍ୟୁୟର୍କ: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ବିଲ ଗେଟ୍ସ ୪୬୧୨ କୋଟି ଟଙ୍କାର ଏକ ଉଦଯାନ ଚାଳିତ ବୋଟ କ୍ରୟ କରିଛନ୍ତି । ୩୭୦ ଫୁଟ ଲମ୍ବା ପରିବେଶକୁ ସୁହାଉଥିବା ଏହି ସୁପର ଲଗଜରୀ ବୋଟଟି ତରଳ ଉଦଯାନରେ ଚାଲିବ । ପୂର୍ବରୁ ସେ ଭଡା ସୂତ୍ରରେ ଦାମିକିଆ ବୋଟ ନେଇ ଛୁଟି ମନାଉଥିଲେ । ଏବେ ସେ…

ଛତିଶଗଡରେ ଏନକାଉଣ୍ଟର; ଜଣେ ମାଓବାଦୀ ମୃତ, ୪ ଯବାନ ଆହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ଜଙ୍ଗଲରେ ସୋମବାର ଦିନ ସିଆରପିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଛି ମାଓବାଦୀ…

ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନକ ବୈଧତା କାଏମ

ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮କୁ ଚାଲେଂଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ…

ଥମୁନି କରୋନା: ଚୀନରେ ନେଲାଣି ୯୦୨ ମୁଣ୍ଡ

ବେଜିଂ: ଥମିବାର ନା ନେଉନାହଁ ମାରାତ୍ମକ କରୋନା ଭାଇରସ । ଧୀରେ ଧୀରେ ନିଜର କୟ ବିସ୍ତାର କରିଚାଲିଛି ଏହି ମାରାତ୍ମକ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୯୦୨ ଛୁଇଁଛି । ଏହାବ୍ୟତିତ ୪୦ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । China virus…

ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ଜାଳିଦେଲା ୫.୩କୋଟି ଟଙ୍କା

ଓଟୱା: ଏଠାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ୫.୩କୋଟି ଟଙ୍କାରେ ନିଆଁ ଲଗାଇ ଜାଳିଦେଲା । କାନାଡାରେ ଏହି ଘଟଣାଟି ଘଟିଛି । ବ୍ୟବସାୟୀ କେଭିନ ଫିଲିପ୍ସ କୋର୍ଟ ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ୬ଟି ବ୍ୟାଙ୍କ…

ବଲୁଚିସ୍ତାନରେ ୨୦୦ ବର୍ଷର ପୁୁରାତନ ହିନ୍ଦୁ ମନ୍ଦିର ଖୋଲାଗଲା

ଲାହୋର: ପାକିସ୍ତାନ ସରକାର ପ୍ରଥମଥର ପାଇଁ ବଲୁଚିସ୍ତାନରେ ଥିବା ୨୦୦ ବର୍ଷର ପୁରାତନ ମନ୍ଦିର ହିନ୍ଦୁ ଭକ୍ତଙ୍କ ପାଇଁ ଖୋଲାଯାଇଛି । ୩୨ ବର୍ଷ ତଳେ ଏହି ମନ୍ଦିର ମଧ୍ୟରେ ଜୋର ଜବରଦସ୍ତ ଏକ ସ୍କୁଲ ଖେଳାଯାଇଥିଲା । ତହ୍ଲା ସଲୀମ ଏବଂ ସ୍ଥାନୀୟ ମସଜିଦର ଇମାମ ମୌଲାନା ଆଲ୍ଲା ଦାଦ ଖାଁଙ୍କ…

ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ନେଇ ସନ୍ଦେହ ପ୍ରକଟ କଲେ କେଜରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ହେବା ନେଇ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୱାଲ ସନ୍ଦେହ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ସରିଲା । ତେବେ ପ୍ରତିଶତ ପ୍ରକାଶ ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସେ…

୨୪ ଘଂଟା ପରେ ଇସିଙ୍କ ଘୋଷଣା: ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ନିର୍ବାଚନ କମିଶନନ ୨୪ ଘଂଟା ପରେ ମତ ପ୍ରତିଶତ ଜାରି କରିଛନ୍ତି । ଅଫିସିଆଲ ଭାବେ ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ ହୋଇଥିବା ଘୋଷଣା କରାଯାଇଛି । ପ୍ରତ୍ୟେକ ବୁଥରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ଯୋଗୁ ଏହାର ପ୍ରକାଶ ନେଇ ବିଳମ୍ବ ହେଲା ବୋଲି ଚିଫ ଇଲୋକଟରାଲ ଅଫିସର ରଣବୀର ସିଂ…

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ଏହିସବୁ ନୂଆ ଫିଚର୍ସ ସହ ଆସୁଛି ଗୁଗୁଲ ମ୍ୟାପ !

ଭୁବନେଶ୍ୱର: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରେ ଗୁଗୁଲ ମ୍ୟାପ୍ । ଏହା ମଧ୍ୟରେ ଏହି ଗୁଗଲ ମ୍ୟାପ ଲଂଚିଙ୍ଗକୁ ୧୫ ବର୍ଷ ପୁରିଛି ।ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ନୂଆ ଫିଚର ଲଞ୍ଚ କରିଛି । ୟୁଜରଙ୍କୁ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା…