Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିର ହ୍ୱିପ ଜାରୀ : ୧୧ ଫେବୃୟାରୀ କିଛି ବଡ ନିଷ୍ପତି ନିଆଯାଇପାରେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ୧୧ ଫେବୃୟାରୀରେ କିଛି ବଡ ନିଷ୍ପତି ନେବାକୁ ଯାଉଛି । ଏହାର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଛି । କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାକୁ ଥିବାରୁ ଏହି ନିଷ୍ପତି…

ଜାମିଆରେ ପୁଣି ହିଂସା; ପୁଲିସ-ଛାତ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆର ଛାତ୍ରମାନେ ଆଜି ନାଗରିକତା ଆଇନ ବିରୁଦ୍ଧରେ ମୋର୍ଚ୍ଚା ବାହାର କରିଥିଲେ । ଏହି ସମୟରେ ପୁଲିସ-ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏହି ହିଂସାରେ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଛାତ୍ରମାନେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାବେଳେ…

୧୩୫ ପ୍ରକାରର ପଗଡି ବାନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି ବିକାନେର କଳାକାର

ବିକାନେର: ରାଜସ୍ଥାନରେ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଯାହାକି ସାରା ଦୁନିଆ ଲୋକଙ୍କୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏମିତି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ । ସେ ବ୍ୟକ୍ତି ‘ପଗଡି କିଙ୍ଗ’ ନାମରେ ମଧ୍ୟ ପ୍ରସିଦ୍ଧ । ଏଭଳି ପ୍ରତିଭା ଦେଖି ସମସ୍ତେ…

ଆତଙ୍କୀ ସଂଗଠନଙ୍କ ଟାର୍ଗେଟରେ ଆରଏସଏସ ନେତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଓ ଅଫିସକୁ ଆତଙ୍କବାଦୀ ସଂଗଠନ ଟାର୍ଗେଟ କରିବା ଯୋଜନାରେ ରହିଛନ୍ତି ବୋଲି ଇଟେଂଲିଜେନ୍ସ ବ୍ୟୁରୋ (ଆଇବି) ରିପୋର୍ଟ ଦେଇଛି । ଏହି ରିପୋର୍ଟ ଅନୁସାରେ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ପୂର୍ବାଂଚଳର କେତେକ ରାଜ୍ୟରେ…

ମଙ୍ଗଳବାର ଦିଲ୍ଲୀ ଫଳାଫଳ, ଷ୍ଟ୍ରଙ୍ଗରୁମ୍ ବାହାରେ କଡା ପହରା

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି ।…

ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହ ସୁନାରେ ତିଆରି କରିବାକୁ ମହାବୀର ଟ୍ରଷ୍ଟର ପ୍ରସ୍ତାବ

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ହେବା ପରେ ସମସ୍ତଙ୍କ ମନରେ ରାମ ମନ୍ଦିରକୁ ନେଇ ଅନେକ ଆଶା ରହିଛି । ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଭବ୍ୟ ଓ ଦିବ୍ୟ ହେଉ ବୋଲି ଆଶା କରାଯାଉଛି । ରାମ ମନ୍ଦିରର ଗର୍ଭ ଗୃହ ସୁନାରେ ତିଆରି କରିବାର ପ୍ରସ୍ତାବ…

କରୋନା ଭାଇରସ: ସମସ୍ତ ଦେଶକୁ ସତର୍କ ରହିବାକୁ ଡବ୍ଲୁଏଚଓର ଚେତାବନୀ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) କରୋନା ଭାଇରସର ସଂକ୍ରମଣ ଚୀନରୁ ଅନ୍ୟ ଦେଶଗୁଡିକୁ ବ୍ୟାପୁଥିବାରୁ ସମସ୍ତ ଦେଶକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହି ଘାତକ ଭାଇରସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସମସ୍ତ ଦେଶକୁ ଅପିଲ କରିଛି । ଡବ୍ଲ୍ୟୁଏଚଓର ପ୍ରମୁଖ…

ଶିଶୁ ଜନ୍ମ କଲେ ମିଳିବ ଦେଢ଼ ଲକ୍ଷ ଟଙ୍କା !

ଏଥେନ୍ସ: ଗ୍ରୀସରେ କମୁଥିବା ଜନସଂଖ୍ୟା ସରକାରଙ୍କ ପାଇଁ ବଡ ସମସ୍ୟା ପାଲଟି ଯାଇଛି । ଏହି ସମସ୍ୟା ସହିତ ମୁକାବିଲା କରିବା ପାଇଁ ସରକାର ‘ବେବି ବୋନସ’ ନାଁରେ ଏକ ଯୋଜନା ଘୋଷଣା କରିଛନ୍ତି । ଏଣିକି ଲୋକଙ୍କୁ ଶିଶୁ ଜନ୍ମ କଲେ ଟଙ୍କା ଦିଆଯିବ । ଗ୍ରୀସର ଜନସଂଖ୍ୟା ପାଖାପାଖି ୧କୋଟି ୪ଲକ୍ଷ ।…

ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, ୨ ଯବାନ ସହିଦ

ବିଜାପୁର: ଛତିଶଗଡର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସିଆର୍‌ପିଏଫ୍ କୋବ୍ରା ବଟାଲିୟନର ୨ ଯବାନ ସହିଦ ହୋଇଛନ୍ତି । ସେପଟେ ସେନାର ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଆଜି ସକାଳେ ସିଆର୍‌ପିଏଫ୍ ଯବାନଙ୍କ ପକ୍ଷରୁ…

ଶାହିନ ବାଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି; ରାସ୍ତା ଅବରୋଧ କରିପାରିବେନି ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଂଜିକରଣ(ଏନସିଆର) ବିରୁଦ୍ଧରେ ଗତ ୨ମାସ ହେଲାଣି ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନକାରୀଙ୍କୁ ହଟାଇବା ଆଦେଶ ଦେବାକୁ ମନା କରିଛନ୍ତି । କିନ୍ତୁ ଅଧିକ…