Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭାଇରସ: ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଛି ପ୍ରଭାବ, ଟୁର ଅପରେଟର୍ସଙ୍କୁ ୫୦ କୋଟି ଟଙ୍କା ଘାଟା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଭାରତ ର ଟୁର ଅପରେଟର୍ସ ଙ୍କୁ ୫୦ କୋଟି ଟଙ୍କାର କ୍ଷତି ହେବାର ଅନୁମାନ କରାଯାଉଛି । ଯଦି ଏହି ସଂକ୍ରମଣ କୁ ଜଲ୍ଦି କାବୁ କରାନଯାଏ ତାହାଲେ ଏହି କ୍ଷତି ବହୁ ଗୁଣା ହୋଇପାରେ । ଚୀନ ଓ ବିଶ୍ୱର ଅନ୍ୟ ସ୍ଥାନ ମାନଙ୍କୁ ଟ୍ରିପ ବାତିଲ ହେଲାପରେ ଟୁର ଅପରେଟର୍ସ…

କରୋନା ଭାଇରସ: ଚୀନ ନାଗରିକଙ୍କ ଉପରେ ସରକାରଙ୍କ ବର୍ବରତା, ଦେଖନ୍ତୁ ଭିଡିଓ

ଉହାନ: କରୋନା ଭାଇରସ ନାଁରେ ଚୀନ ସରକାର ନିଜ ନାଗରିକଙ୍କ ସହିତ କ୍ରୁର ଆଚରଣ କରୁଛନ୍ତି । କରୋନା ଭାଇରସରେ ପୀଡିତ ରୋଗୀଙ୍କୁ ଘରୁ ଘୋଷାଡି ଘୋଷାଡି ନିଆଯାଉଛି । ସୋଶିଆଲ ମିଡିଆରେ ଲୋକଙ୍କୁ ଘର ଭିତରୁ ଘୋଷାଡି ନେଇଯାଉଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଚୀନର ସରକାରୀ କର୍ମଚାରୀ ଲୋକଙ୍କ…

ବୈଜ୍ଞାନିକଙ୍କୁ ମିଳିଲା ବିରଳ ଝିଟିପିଟି ପ୍ରଜାତିର ପ୍ରାଣୀ

ସ୍ଲୋଭେନିଆ: ବୈଜ୍ଞାନିକମାନେ ଏକ ବିରଳ ଝିଟିପିଟି ପ୍ରଜାତିର ପ୍ରାଣୀ ଆବିଷ୍କାର କରିଛନ୍ତି । ଯାହାକି ଦୁନିଆର ସବୁଠାରୁ ଅଜିବ ପ୍ରାଣୀଙ୍କ ସୂଚୀରେ ସାମିଲ ହୋଇଯାଇଛି । ଏହି ପ୍ରାଣୀ ପର୍ବତ ଗହ୍ୱର ଭିତରେ ରହେ ଏବଂ ୭ବର୍ଷ ହେଲା ଏହା ଗୋଟିଏ ସ୍ଥାନରେ ପଡିରହିଛି । ଏହି ପ୍ରଜାତିର ପ୍ରାଣୀ…

କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତିି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ !

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଏସ.ଏସ. ଭାସନଙ୍କ ନେତୃତ୍ୱରେ ଏକ ଟିମ୍ କରୋନା ଭାଇରସର ଟିକା ତିଆରି କରୁଛନ୍ତି । ଏହାର ପରୀକ୍ଷଣ ଅଷ୍ଟ୍ରେଲିଆର ପଶୁ ସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଚ୍ଚ ସୁରକ୍ଷାବଳୟ ଭିତରେ ଚାଲିଛି । ଉହାନରୁ ଆସିଥିବା ଘାତକ କରୋନା ଭାଇରସ ମହାମାରୀ…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା, ୩୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଛି । ଏହାବ୍ୟତିତ ୩୭,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା…

କରୋନା ଭାଇରସ: ଶସ୍ତା ବ୍ଲୁଟୁଥ ସ୍ପିକର, ଟେଡି ବିୟର ହେଲା ମହଙ୍ଗା !

ନୂଆଦିଲ୍ଲୀ: ସ୍ମାର୍ଟୱାଚ, ବ୍ଲୁଟୁଥ ସ୍ପିକର, ଟେଡି ବିୟର ଭଳି ଶସ୍ତା ଚୀନ ସାମଗ୍ରୀ କିଣିବା ପଡିପାରେ ମହଙ୍ଗା । କରୋନା ଭାଇରସ କାରଣରୁ ଚୀନର ଅନେକ କାରଖାନା ଗୁଡିକ ବନ୍ଦ କରି ଦିଆଯାଇଛି । ଯଦ୍ୱାରା ଭାରତ, ଚୀନରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ପ୍ରଭାବ ପଡିଛି । ଚୀନ ସମାଗ୍ରୀର ଦାମ…

କରୋନା ଭାଇରସ ସୂଚନା ଦେବା ଆଳରେ ବ୍ୟକ୍ତିଗତ ଡାଟା ଚୋରାଉଛନ୍ତି ହ୍ୟାକରସ !

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ବିଶ୍ୱରେ ବିପଦ ର କାରଣ ହୋଇଛି | ଏହା ମଧ୍ୟରେ ଏବେ ପର୍ଯ୍ୟନ୍ତ ୬୦୦ ଲୋକଙ୍କ ମୂର୍ତ୍ୟୁବରଣ କରିଛନ୍ତି | ଚୀନ ରୁ ଆରମ୍ଭ ହୋଇଥିବା ଏହି ଭାଇରସ ବହୁ ଦେଶକୁ ବ୍ୟାପିସାରିଲାଣି | ଏଥିରୁ ମୁକ୍ତି ପାଇଁ ଲୋକମାନେ ଇଣ୍ଟରନେଟ ରୁ ବହୁପ୍ରକାର ଉପାୟ…

ପଂଜାବରେ ନଗର ସଂକିର୍ତ୍ତନ ବେଳେ ବିସ୍ଫୋରଣ, ୧୫ ମୃତ

ପଂଜାବ: ପଂଜାବର ତରନତାରନ୍‌ରେ ନଗର ସଂକିର୍ତ୍ତନ ବେଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ଅନେକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କୁ ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହତମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ…

ଏଗ୍‌ଜିଟ ପୋଲ୍‌: ଦିଲ୍ଲୀରେ ପୁଣି ଆପ୍ ସରକାର

ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥର ପୁଣିଥରେ କେଜ୍ରିୱାଲ ସରକାର ଦିଲ୍ଲୀ ଗାଦିରେ ବସିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣାରୁ ସୂଚନା ମିଳୁଛି । ଟାଇମସ ନାଓ ଓ ଆଇପଏସ୍‌ଓ ଅନୁସାରେ ଆପ୍‌-୪୪ ବିଜେପି-୨୬ ଓ କଂଗ୍ରେସ ଏବଂ ଅନ୍ୟମାନେ-୦ ଆସନରେ ବିଜୟ ହେବେ…

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ; ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗ୍ରହଣ ସମାପ୍ତ ହୋଇଛି । ଇଭିଏମ୍ ମେସିନରେ ରହିଯାଇଛି ସମସ୍ତ ପ୍ରାର୍ଥୀମାନଙ୍କର ଭାଗ୍ୟ । କିଏ ଜିତିବ କିଏ ହାରିବ ତାହା ଜଣାପଡ଼ିବ ଆସନ୍ତା ୧୧ ତାରିଖରେ । #DelhiElections2020: 52.95% voter turnout…