Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳିତ କେନ୍ଦ୍ରୀୟ ବଜେଟ୍ ପଛର କୋର୍ ଟିମ୍‌କୁ ଜାଣନ୍ତୁ, କିଏ ଏମାନେ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖ ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ମୋଦି ସରକାରଙ୍କ ୨.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ଏଥିପାଇଁ ବଜେଟ୍‌ର ପ୍ରିଂଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ବଜେଟକୁ…

ଟିମ୍ ଇଣ୍ଡିଆ ବସରେ ଏବେବି ଖାଲି ରହୁଛି ଧୋନୀଙ୍କ ସିଟ୍ !

ଭୁବନେଶ୍ୱର: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ଏବେ ବି ଦଳର ସଦସ୍ୟଙ୍କ ଯଥେଷ୍ଟ ସମ୍ମାନ ରହିଛି । ଏହି କଥା ଯୁବ ବୋଲର ୟୁଜଭେନ୍ଦ୍ର ଚହଲ କହିଛନ୍ତି । MUST WATCH: We get you Chahal TV from the Bus! ? This one is en route from Auckland…

ବଜେଟ୍ ୨୦୨୦: ଭାରତୀୟ ରେଳକୁ ମିଳିବ କ’ଣ ?

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳ ବଜେଟ୍ ମିଶିଯାଇଥିବା ବେଳେ ଏଥର ଭାରତୀୟ ରେଳକୁ କ’ଣ ମିଳିବ ତା’ଉପରେ ରହିଛି ସମସ୍ତଙ୍କ ନଜର । ରେଳବାଇ ବି ଆଶା କରିଛି, ଏଥର ବଜେଟରେ ଭାରତୀୟ ରେଳକୁ ବିଶ୍ୱସ୍ତରୀୟ କରାଯିବାକୁ ଉଦ୍ୟମ କରାଯିବ । ବିଶେଷ କରି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀ…

ଦେଖନ୍ତୁ ଭିଡ଼ିଓ: ଆଣ୍ଟାର୍କଟିକା ବରଫ ପାଣିରେ ପହଁରି ରେକର୍ଡ କଲେ ୫୦ ବର୍ଷୀୟ ଆଥଲେଟ…

ଭୁବନେଶ୍ୱର: ସାଧାରଣତଃ ଥଣ୍ଡା ପାଣିରେ ଗାଧେଇବା ବେଳେ ଆମେ ପଛଘୁଂଚା ଦେଇଥାଉ । ମାତ୍ର ଜଣେ ୫୦ ବର୍ଷୀୟ ଆଥଲେଟ ଆଂଟ୍ରାର୍କଟିକାର ବରଫରୁ ନିର୍ଗତ ଧାରା ୧୦ ମିନିଟ ପହଁରି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏତେ ସମୟ କେହି ପହଁରି ନଥିଲେ । ବ୍ରିଟେନର ଏହି ଆଥଲେଟଙ୍କ ନାମ ହେଲା ଲୁଇସ…

ଜାଣନ୍ତୁ, ସର୍ବାଧିକ ବଜେଟ ଉପସ୍ଥାପନ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ !

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୦୨୧ ର ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରାଯିବ । ଏଥର ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଏହା ତାଙ୍କର ଦ୍ୱିତୀୟ ବଜେଟ୍ ହେବ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ କାର‌୍ୟ୍ୟକାଳର ଦ୍ୱିତୀୟ ବଜେଟ୍ ହେବ । ପ୍ରତିବର୍ଷ ଭଳି ଏବର୍ଷ…

କେନ୍ଦ୍ରୀୟ ବଜେଟ୍ ୨୦୨୦: ଦେଶର ୧.୪୭ କୋଟି କରଦାତାଙ୍କୁ ମିଳିପାରେ ରିହାତି, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ର ଆର୍ଥିକ ପ୍ରଗତିକୁ ଆଖିଆଗରେ ରଖି ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନରେନ୍ଦ୍ର ମୋଦୀ ସରକାର ବଜେଟ ୨୦୨୦ ରେ ବ୍ୟକ୍ତିଗତ ଆୟକର ରେ ରିହାତି ଦେବାପାଇଁ ବିଭିନ୍ନ ବିକଳ୍ପ ସବୁ ଉପରେ ବିଚାର କରୁଛନ୍ତି ।…

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ସିଏଏ ବିରୋଧୀ ପ୍ରସ୍ତାବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, ନାଗରିକତା ସଂଶୋଧନ ଆଇନ ଲୋକ ବିରୋଧୀ ଓ ଏହାକୁ ଅତିଶୀଘ୍ର ରଦ୍ଦ କରିଦିଆଯିବା ଉଚିତ୍ । ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ…

କେନ୍ଦ୍ରୀୟ ବଜେଟର ଇତିହାସ…

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୧୨ ଅନୁଯାୟୀ ଭାରତର କେନ୍ଦ୍ରୀୟ ବଜେଟ ତଥା ବାର୍ଷିକ ବଜେଟ୍ ତିଆରି ହୁଏ । ପୂର୍ବରୁ ୨୦୧୬ ପର୍ଯ୍ୟନ୍ତ ଫେବୃଆରୀ ମାସର ଶେଷ ତାରିଖରେ ଦେଶର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିଲେ । ଏବେ କିନ୍ତୁ ଭାରତ ସରକାର ଏଥିରେ ପରିବର୍ତନ ଆଣି ପ୍ରତିବର୍ଷ ଫେବୃଆରୀ…

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି…

କେନ୍ଦ୍ରୀୟ ବଜେଟ୍ ୨୦୨୦: ଗୃହ ଋଣରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ ଆୟକର ରିହାତି !

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ଥିବା ବଜେଟ୍ ୨୦୨୦ରେ ଘର କିଣିବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ ହୋଇପାରେ ବିଶେଷ ଘୋଷଣା । ମିଳିଥିବା ସୂଚନା ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘର କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବିଶେଷ ଆଶ୍ୱସ୍ତିି…