Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ-୨୦୨୦: ଏଥର ନ’ମିଳିପାରେ ଆୟକର ସ୍ଲାବରେ ରିହାତି !

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବଜେଟ ୨୦୨୦-୨୧ ଆସିବାକୁ ଆଉ ମାତ୍ର ୩ ଦିନ । ତେବେ ଏଥର ବଜେଟ୍‌ରେ ମଧ୍ୟବିତଙ୍କୁ ଝଟ୍‌କା ଲାଗିପାରେ । ମିଳିଥିବା ସୂଚନା ଅନୁସାରେ ଆୟକର ସ୍ଲାବରେ ପରିବର୍ତନ ହେବାର କୌଣସି ସୂଚନା ନାହିଁ । ଅର୍ଥାତ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ ଯେତିକି ଥିଲା ଚଳିତ…

୮୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା ଗ୍ରସ୍ତ: ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

କାବୁଲ: ଆଫଗାନିସ୍ତାନରେ ୮୩ ଜଣଙ୍କୁ ନେଇ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବିମାନ ସୋମବାର ଦିନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏରିୟାନା ଆଫଗାନ୍ ଏୟାରଲାଇନର ବୋଇଙ୍ଗ ବିମାନ ଦେହ୍ ୟାକ୍ ଜିଲ୍ଲାର ସଡୋ ଖେଲ୍ ଅଞ୍ଚଳରେ ଦୁର୍ଘଟଣା ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।…

ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ ଜିଓ ଭାରତର ୧ ନମ୍ବର ଅପରେଟର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: କ୍ରମାଗତ ଭାବେ ଓଡ଼ିଶାବାସୀଙ୍କ ସବୁଠାରୁ ପସନ୍ଦର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାବେ ରହିଆସିଥିବା ରିଲାଏନ୍ସ ଜିଓ ୨୦୧୯ ନଭେମ୍ବର ମାସରେ ମଧ୍ୟ ସର୍ବାଗ୍ରେ ରହି ଓଡ଼ିଶାରେ ୨.୩ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ଗ୍ରାହକଙ୍କୁ ନିଜ ନେଟୱର୍କରେ ସାମିଲ କରିପାରିଛି ବୋଲି ଭାରତୀୟ…

କାୟା ବିସ୍ତାର କରୁଛି ‘କରୋନା; ଚୀନରେ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଛି । ଏହାବ୍ୟତିତ ୨୩ଶହରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଏସବିଆଇର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଭାବେ ଓଡିଆ ଆଇଏଏସ୍ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଲାଗି କେନ୍ଦ୍ର ସରକାର ଓଡିଆ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଓଡିଶାର ମୂଳ ବାସିନ୍ଦା ଦେବାଶିଷ ପଣ୍ଡା ବର୍ତ୍ତମାନ ସମୟରେ ଅର୍ଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ…

୭୧ ତମ ଗଣତନ୍ତ୍ର ଦିବସ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ୭୧ତମ ଗଣତନ୍ତ୍ର ଦିବସ । Wishing everyone a happy #RepublicDay. सभी देशवासियों को गणतंत्र दिवस की बहुत-बहुत बधाई। जय हिंद! — Narendra Modi (@narendramodi) January 26, 2020…

ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲର ସ୍ୱତନ୍ତ୍ର ‘ଡୁଡ଼ଲ’

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ଡୁଡ଼ଲ । ଯାହା ବିବିଧତା ମଧ୍ୟରେ ଭାରତୀୟ ସଂସ୍କୃତିର ଏକତାକୁ ଦର୍ଶାଉଛି । ଏହି ଡୁଡ଼ଲଟିକୁ ଡିଜାଇନ କରିଛନ୍ତି ସିଙ୍ଗାପୁରର କଳାକାର ମେରୁ ସେଠ। ଏଥିରେ ତାଜମହଲ ଏବଂ ଇଣ୍ଡିଆ ଗେଟ୍ ଭଳି…

ଦେଖନ୍ତୁ, ସାଧାରଣତନ୍ତ୍ର ଦିବସ ଅବସରରେ ୧୭ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଭାରତୀୟ ଯବାନ

ଲେହ: ବିଶ୍ୱର ସର୍ବୋଚ୍ଚ ଲୋକତନ୍ତ୍ର ଦେଶ ଭାରତ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଛି ଗଣତନ୍ତ୍ରର ମହାପର୍ବ। ଏହିପାରିପେକ୍ଷିରେ ଭାରତ-ତିବତ ସୀମା ପୋଲିସ (ଆଇଟିବିପି)ର ଯବାନ ୧୭ ହଜାର ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଉଡାଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି। #WATCH Indo-Tibetan Border…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେବା ପରେ କଙ୍ଗନା କ’ଣ ରଖିଲେ ପ୍ରତିକ୍ରିୟା, ଜାଣନ୍ତୁ

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦେଶର ୪ର୍ଥ ସର୍ବଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଅଭିନୟରେ ନିଜର ସର୍ବୋଚ୍ଚ ପ୍ରତିପାଦନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ବିଭୂଷିତ କରାଯିବ । ୭୧ ତମ ଗଣତନ୍ତ୍ର ଦିବସର ଗୋଟିଏ ଦିନ…

ଗଣତନ୍ତ୍ର ଦିବସରେ ନୂଆ ପରମ୍ପରା: ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ଏକ ନୂତନ ପରମ୍ପରା । ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୋଦୀ ଯୁଦ୍ଧ ସ୍ମାରକ ଯାଇ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ…