Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବନ୍ଧ ସୂଚନା ଦେଲେ, ଗ୍ରୀଷ୍ମ ଋତୁରେ ବାପା ହେବେ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ କେରୀ ସାଇମଣ୍ଡ୍ସ ଶନିବାର ସନ୍ଧ୍ୟାରେ ନିଜ ନିର୍ବନ୍ଧ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଚଳିତ ବର୍ଷ ଖରାଦିନେ ସେମାନେ ମାତା-ପିତା ହେବାକୁ ଯାଉଛନ୍ତି । ଜନସନଙ୍କ ଦ୍ୱିତୀୟ ପତ୍ନୀ ଭାରତୀୟ ମୂଳର ମାରିନା…

କରୋନା ପାଇଁ ଚୀନରୁ ଆମଦାନୀ ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ପାଇଁ ଭାରତର ଆମଦାନୀ ଉପରେ ପ୍ରଭାବ ପଡିଛି । ଭାରତ ଚୀନ୍‌ରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି । ସେଠାରେ ସ୍ଥିତି ନସୁଧୁରିବା ଯାଏ କୌଣସି ବି ଜିନିଷ ଭାରତକୁ ଆସିବ ନାହିଁ । ତେବେ ଚୀନ୍‌ରୁ ଯେଉଁ ସବୁ ସାମଗ୍ରୀ ଆମଦାନୀ ହେଉଥିବା…

ଶାହିନବାଗରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଦିଲ୍ଲୀ ଶାହିନବାଗରେ ଗଲା ୨ମାସ ହେବ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ରବିବାର ହିନ୍ଦୁ ସେନା ପକ୍ଷରୁ ଟ୍ୱିଟ୍ କରି ଆନ୍ଦୋଳନ ଶେଷ କରିବା ପାଇଁ ଘୋଷଣା କରିଛି । ଏହାକୁ ନେଇ ଦିଲ୍ଳୀ ପୋଲିସର ଚିନ୍ତା ବଢ଼ିଛି । ଏହି ଘୋଷଣା ପରେ ସ୍ଥିତି…

ଥମୁନି କରୋନା: ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ମୃତ୍ୟୁ, ଯାତ୍ରା ଉପରେ ଲାଗିଲା କଟକଣା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୯୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୫,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ…

ଇଜିପ୍ଟର ଧର୍ମୀୟ ଚେତନାରେ ପୁରୀ…

ଇଜିପ୍ଟର ପୌରାଣିକ କଥାବସ୍ତୁ ପ୍ରାଚୀନ ଓଡିଶା ତଥା ସମୁଦ୍ର ସହ ଥିବା ଏହାର ମଜବୁତ ସମ୍ପର୍କର ସଂକେତ ପ୍ରଦାନ କରେ । ଏକ ଗବେଷଣା ଅନୁଯାୟୀ, ଇଜିପ୍ଟର ପୌରାଣିକ କଥାବସ୍ତୁରେ 'ପୁଟ' ଅଥବା 'ପୁଣ୍ଟ' ନାମରେ ଦର୍ଶାଯାଇଥିବା ସ୍ଥାନଟି ସମ୍ଭବତଃ ପୁରୀ ହୋଇଥାଇପାରେ । ପୁରୀର ପ୍ରାଣ କେନ୍ଦ୍ର…

କରୋନାକୁ ନେଇ ଚିନ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ: ଗଲାଣି ପାଖାପାଖି ୩୦୦୦ ଜୀବନ

ଭୁବନେଶ୍ୱର: ବିଶ୍ବ ସ୍ତରରେ ବ୍ୟାପୁଥିବା କରୋନା ଭାଇରସକୁ ଦେଖି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ପାଖାପାଖି ୩୦୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ରୁ ଅଧିକ ଦେଶକୁ ଏହା ସ୍ୱର୍ଶ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ…

କାହିଁକି ଜାଣନ୍ତୁ, ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ !

ଭୁବନେଶ୍ୱର: ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଲଗାତାର ଆଠ ଦିନ ସମସ୍ତ ସରକାରୀ କ୍ଷେତ୍ର ଏବଂ ବେସରକାରୀ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୮ ଏବଂ ୧୫ ରବିବାର ଥିବାବେଳେ ହୋଲି ଉତ୍ସବ ହେତୁ ବ୍ୟାଙ୍କଗୁଡିକ ମାର୍ଚ୍ଚ ୯ ଏବଂ ୧୦ ରେ ବନ୍ଦ ରହିବ କାରଣ ଏହା ବିଭିନ୍ନ ତାରିଖରେ ବିଭିନ୍ନ…

କାୟା ବିସ୍ତାର କରୁଛି କରୋନା; ଇରାନରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ତେହେରାନ: କରୋନା ଭାଇରସ(କୋଭିଡ-୧୯) ଚୀନ ପରେ ଏବେ ଅନ୍ୟ ଦେଶ ଗୁଡିକରେ କାୟା ବିସ୍ତାର କରୁଛି । ଏହି ଘାତକ ଭାଇରସ କବଳରେ ଏପର୍ଯ୍ୟନ୍ତ ଇରାନରେ ୩୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏନେଇ ଇରାନର ସ୍ୱାସ୍ଥ୍ୟ ଓ ଚିକିତ୍ସା ମନ୍ତ୍ରାଳୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏହି ଭାଇରସ ଦ୍ୱାରା…

ଆଶ୍ଚର୍ଯ୍ୟ : ଗୋଟିଏ ମାଆ ପେଟରୁ ୩୫ ମିନିଟରେ ୬ ଶିଶୁ ଜନ୍ମ, ୨ ମୃତ

ଶେପୁର: ମଧ୍ୟପ୍ରଦେଶର ଶେପୁର ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ସ୍ଥାନୀୟ ଡାକ୍ତରଖାନାରେ ବିନୋଦ ମାଳୀ ନାମକ ମହିଳା ୩୫ ମିନିଟ ସମୟ ମଧ୍ୟରେ ୬ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟର ମାସକ ପୂର୍ବରୁ ଶିଶୁମାନେ ଜନ୍ମ ହେଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା…

ଗ୍ଲୋବାଲ ୱାର୍ମିଙ୍ଗର ଭୟଙ୍କର ପରିଣାମ; ନରଭକ୍ଷୀ ପାଲଟିଲେ ମେରୁ ଭାଲୁ

ସେଣ୍ଟ ପିଟସବଗର୍ଗ: ଗ୍ଲୋବାଲ ୱାର୍ମିଙ୍ଗର ଏକ ଭୟଙ୍କର ପରିଣାମ ସାମନାକୁ ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହେବାକୁ ଲାଗିଲାଣି । ମଣିଷ ନିଜ ସ୍ୱାର୍ଥ ପାଇଁ ଯେଉଁଭଳି ପରିବେଶକୁ ନଷ୍ଟ କରି ଚାଲିଛି, ତାହାର ଭୟଙ୍କର…