Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ସେନା ପକ୍ଷରୁ ‘ଜଜ୍ ଆଡଭୋକେଟ’ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ୮ଟି ଖାଲି ପଡିଥିବା ଜଜ୍ ଆଡଭୋକେଟ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଆବେଦନକାରୀ ଆସନ୍ତା ଫେବୃଆରୀ ୧୩ରୁ ସେନାର ଅଫିସିଆଲ ୱେବ୍ ସାଇଟ joininindianarmy.nic.in ରେ ଆବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: - ଇଚ୍ଛୁକ…

ବଜେଟ ୨୦୨୦: ବଜେଟ ଉପସ୍ଥାପନା ଦିନ ଖୋଲା ରହିବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ଫେବୃଆରୀ ୧ ଶନିବାରକୁ ଆଗତ ହେବ ଦେଶର ସାଧାରଣ ବଜେଟ ଆଉ ଏହି ବଜେଟ ଦିନରେ ଶେୟାର ବଜାର ରେ ମଧ୍ୟ କାରବାର ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ଏଥିପାଇଁ ଏକ ଅଧିସୂଚନା ଜାରିକରିଛି । ଶେୟାର ବଜାରରେ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାରବାର ହୋଇଥାଏ । ଶନିବାର ଓ…

ମହାକାଶରୁ ରିପୋର୍ଟ ଦେବ ‘ବ୍ୟୋମ ମିତ୍ର’; ଦେଖନ୍ତୁ, କିପରି ଏହା ନିଜ ବିଷୟରେ ଦେଉଛି ସବିଶେଷ ତଥ୍ୟ

ବେଙ୍ଗାଲୁରୁ: ସାମ୍ନାକୁ ଆସିଲା ହାପ୍ ହ୍ୟୁମାନଏଡ ‘ବ୍ୟୋମ ମିତ୍ର’ର ପ୍ରଥମ ଝଲକ । ଚେହେରା ପୁରାପରୀ ମଣିଷ ଭଳି । ମଣିଷଙ୍କ ଭଳି କଥା କୁହେ ଓ ମଣିଷଙ୍କୁ ଚିହ୍ନି ବି ପାରେ । ଲୋକଙ୍କୁ ସେମାନଙ୍କ ପ୍ରଶ୍ନର ଉତର ମଧ୍ୟ ଦେଇପାରେ ଏହି ରୋବୋଟ । ଏହା ଏକ ମେସିନ କିନ୍ତୁ କୌଣସି ଗୁଣରେ ମଣିଷଠୁ କମ୍…

ଘରୋଇ ହିଂସା ବିରୋଧରେ ତୁର୍କୀ କଳାକାରଙ୍କ ନିଆରା ପ୍ରତିବାଦ…

ଭୁବନେଶ୍ୱର:ବଦଳୁଛି ପ୍ରତିବାଦ କରିବାର ଶୈଳୀ । ନିକଟରେ ତୁର୍କୀର ଜଣେ କଳାକାରଙ୍କ ଘରୋଇ ହିଂସା ବିରୋଧରେ ପ୍ରତିବାଦର ଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କଳାକାର ୱାହତ ତ୍ୟୁନା ସମ୍ପୂର୍ଣ୍ଣ ଭାବେ ନିଆରା ଢ଼ଙ୍ଗରେ କରିଥିଲେ ବିରୋଧ ପ୍ରଦର୍ଶନ । ସେ ଘରର କାନ୍ଥରେ ୪୪୦ ଯୋଡା ଜୋତା…

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଅପିଲ: ୭ ଦିନ ଭିତରେ ଦୁଷ୍କର୍ମକାରୀଙ୍କୁ ଦିଆଯାଉ ଫାଶୀ

ନୂଆଦିଲ୍ଲୀ: ଆଉ ବର୍ତ୍ତି ପାରିବେନି ଦୁଷ୍କର୍ମକାରୀ । ଡେଥ୍‌ୱାରେଂଟ ଜାରି ହେବାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଦିଆଯିବ ଫଶୀ । ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ମିଳିବାରେ ହେଉଥିବା ବିଳମ୍ବ ମଧ୍ୟରେ କେନ୍ଦ୍ର…

ଭାରତ ପାକିସ୍ତାନ ବିଭାଜନର ଅକୁହା କାହାଣୀ: କିପରି ହେଲା ଭାଗ, ଜାଣନ୍ତୁ…

ନୂଆଦିଲ୍ଲୀ: ୩ ଜୁନ ୧୯୪୭ । ଏହା ଇତିହାସର ସେହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଗଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା । ଭାରତ-ପାକିସ୍ତାନର ବିଭାଜନ ପାଇଁ…

ଚିନ୍ତା ବଢ଼ାଉଛି କୋରୋନା ଭାଇରସ; ଚୀନ ପରେ ଭାରତରେ ଆଲର୍ଟ ଜାରି

କେରୋନା ଭାଇରସ ବିଷୟରେ ଏବେ ବେଶି କେହି କିଛି ଜାଣି ନାହାନ୍ତି । ମାତ୍ର ଚାଇନା ପରେ ଏବେ ଏହା ଅମେରିକାକୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ରୋଗ ସମ୍ପର୍କରେ ଚାଇନା ପାଖାପାଖି ଦେଶଗୁଡିକ କୌଣସି ରିପୋର୍ଟ ଦେଇ ନ ଥିଲେ ମଧ୍ୟ ଏଥିନେଇ ଏବେ ୱାର୍ଲ୍ଡ ହେଲଥ ଅରଗାନାଇଜେନଶନ ଚିନ୍ତା ପ୍ରକଟ…

ସୁନାଠୁଁ ଅଧିକ ମୂଲ୍ୟବାନ ପାଲାଡିୟମ୍‌; ଆକାଶଛୁଆଁ ହେଉଛି ଦର !

ବର୍ତ୍ତମାନ ସମୟରେ ସୁନାଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଛି ପାଲାଡିୟମ୍ । ଆଗାମୀ ଦିନରେ ଏହି ଧାତୁର ଦାମ୍ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ଆଜିର ଦିନରେ ଭାରତରେ ୧ ଗ୍ରାମ ପାଲାଡିୟମର ଦାମ ରହିଛି ୫ ହଜାର ୫୮୦ ଟଙ୍କା । କଣ ଏହି ପାଲାଡିୟମ୍ ? ପାଲାଡିୟମ୍ ହେଉଛି ରୂପା ପରି ଏକ…

ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ଅଲ ଲଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ କଲିକତାର ରାମଲିଲା ପାର୍କ ଠାରେ ବିଶାଳ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ମଙ୍ଗଳବାର ଦିନ ପ୍ରକାଶ୍ୟ ଅଧିବେଶନ ମଧ୍ୟଦେଇ ଉଦଘାଟିତ ହୋଇ ଯାଇଛି । ଭାରତବର୍ଷର ବିଶିଷ୍ଟ ନାରୀ ନେତ୍ରୀ ମେଧା ପାଟକର ଏହି ସମ୍ମିଳନୀକୁ ଉଦଘାଟନ…

ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

ୟୁପି: ପୋଲିସର ଦାଦାଗିରି । ସାଧାରଣ ଜନତାଙ୍କ ଉପରେ ଖାକି ବର୍ଦ୍ଦିର ଥାର୍ଡ ଡିଗ୍ରୀ । ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ଏତିକିରେ ବି ସୁଝିଲାନି ରାଗ । ଶେଷରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ଜୋର ଜବରଦସ୍ତ ବନ୍ଦ କରିଦେଲା । ଏଭଳି କିଛି ଘଟଣା ଘଟିଛି ଉତରପ୍ରଦେଶର ଇଟାୱା…