Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସ୍ଥାର ଅଦ୍ଭୁତ ଉଦାହରଣ: ସିଦ୍ଧିବିନାୟକଙ୍କୁ ୩୫ କେଜିର ସୁନା ଦାନ

ମୁମ୍ବାଇ: ଆସ୍ଥାର ଅଦ୍ଭୁତ ଉଦାହାରଣ ଦେଖିବାକୁ ମିଳିଛି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏଠାରେ ଜଣେ ଶ୍ରଦ୍ଧାଳୁ ୩୫ କେଜି ସୁନା ଦାନ କରିଛନ୍ତି । ଯାହାର ଦାମ ୧୪ କୋଟି ଟଙ୍କା ହେବ । ଏଭଳି କରି ଏହି ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୂଚନା ମୁତାବକ…

ଏଭରେଷ୍ଟର ୫ ହଜାର ମିଟର ଉଚ୍ଚତାରେ ଫେଶନ ଶୋ: -୪୦ ଡ୍ରିଗୀରେ ର‌୍ୟାମ୍ପ ୱାକ୍

ଭୁବନେଶ୍ୱର: ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ପରିବେଶ ପ୍ରେମୀମାନେ ଏକ ନିଆରା ଢ଼ଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ଏଭରେଷ୍ଟରର ୫ ହଜାର ମିଟର ଉଚ୍ଚତାରେ -୪୦ ଡିଗ୍ରୀ ତାପମାନରେ ଏହି ଫେଶନ ଶୋ ଏବଂ ର‌୍ୟାମ୍ପ ୱାକ୍ ହେବ । ସବୁଠାରୁ ବଡ କଥା ଏଠାରେ ମାତ୍ର ୨୫…

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ... ୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ…

ଜୁନ୍ ୧ରୁ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’; ଜାଣନ୍ତୁ, ମିଳିବ କେଉଁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖ ଠାରୁ କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତିକୁ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ । ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାର ଲାଭ…

ସୁରଟରେ ଭୟାବହ ଅଗ୍ନିକାଣ୍ଡ; ନିଆଁ ଲିଭାରେ ଲାଗିଛନ୍ତି ଦମକଳ ବାହିନୀର ୪୦ ଗାଡି

ସୁରଟ: ଗୁଜୁରାଟର ସୁରଟ ନିକଟସ୍ଥ ସରୋଲି ଅଞ୍ଚଳରେ ଥିବା ରଘୁବାର ମାର୍କେଟ କପ୍ଲେକ୍ସର ୧୦ ମହଲା ମଙ୍ଗଳବାର ଭୋର୍ ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଖାରଜ ହେଲା ଦୋଷୀ ପୱନର ପିଟିସନ

ନୂଆଦିଲ୍ଳୀ: ବିଫଳ ହେଲା ନିର୍ଭୟା ଦୋଷୀ ପୱନର ଶେଷ ଚେଷ୍ଟା । ସୋମବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପୱନ ଗୁପ୍ତାର ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଦେଇଛନ୍ତି । ୨୦୧୨ ଗୁଣଦୁଷ୍କର୍ମ ଘଟଣା ବେଳେ ସେ ନାବାଳକ ଥିଲା ବୋଲି ପୱନର ଓକିଲ କୋର୍ଟରେ ଆବେଦନ…

ବିଜେପି ସଭାପତି ଭାବେ ଦାୟିତ୍ୱ ନେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ନୂଆ ସଭାପତି ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଅମିତ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ରାଧା ମୋହନ ସିଂହ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ…

ଗୁଗୁଲର ନୂଆ ସେବା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’; ଛଅ ଘଣ୍ଟା ପୂର୍ବରୁ କରିବ ପାଣିପାଗର ସୂଚନା !

ଭୁବନେଶ୍ୱର: ଗୁଗୁଲ ସବୁବେଳେ କିଛି ନୂଆ ନୂଆ ଟେକ୍ନୋଲୋଜି କୁ ଦିନକୁ ଦିନ ନୂଆ ନୂଆ ପ୍ରଣାଳୀରେ କିଛି କରିବାରେ ଲାଗିଛି | ନିକଟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ସଠିକ ଚିହ୍ନଟ କରିବାରେ ଚର୍ଚ୍ଚା ରେ ଥିଲାବେଳେ ଏବେ ଆଉ ଗୋଟେ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି | କମ୍ପାନୀ ଦାବୀ କରିଛି ଯେ…

କେନ୍ଦ୍ରୀୟ ବଜେଟ ୨୦୨୦: ମୋଦୀ ସରକାରଙ୍କ ଠାରୁ କିଛି ସମ୍ଭାବନା ଆଶାରେ ମଧ୍ୟମ ବର୍ଗ

ମୋଦୀ ସରକାର ନିଜର ବଜେଟ ଏକ ଫେବୃଆରୀ କୁ ଆଗତ କରିବେ | ଏହି ବଜେଟରୁ ଲୋକଙ୍କୁ ବହୁତ କିଛି ଆଶା କରାଯାଉଛି | ମଧ୍ୟମିତ ସରକାରୀ ଚାକିରିଆଙ୍କ ପାଇଁ ଇନକମ ଟ୍ୟାକ୍ସ ରିହାତି ଅଶକରାଯାଉଛି | ବ୍ୟାପାରୀମନେ ମଧ୍ୟ ଚାହୁଁଛନ୍ତି ଯେ ସରକାର ଟ୍ୟାକ୍ସ ରେ ରିହାତି ଦେବେ ବୋଲି | ସାଧାରଣ ଲୋକଙ୍କୁ ଏହି…

କୃଷକ ଲୁକ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ; ପ୍ରଶଂସା କଲେ ଉପ-ରାଷ୍ଟ୍ରପତି

ଚେନ୍ନାଇ: କୃଷକ ଗେଟ୍‌ଅପ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ହାତରେ ଦା ଓ ଧାନ ଗଛ ଧରି ଚାଷ ଜମିରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର କେ.ପଲାନିସ୍ୱାମୀଙ୍କ…