Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେନା ଗୁଳିରେ ନିପାତ ହେଲେ ୩ କୁଖ୍ୟାତ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଚଂଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୋମବାର ସକାଳୁ ପୁଲୱାମା ଜିଲ୍ଲାର…

ପରୀକ୍ଷା ପେ ଚର୍ଚ୍ଚା: ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗୁକୁ ପରୀକ୍ଷା ଆସୁଥିବାରୁ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ । #ParikshaPeCharcha "✔️Do not enter the exam hall with any sort of pressure.…

ମସଜିଦ ଉପରେ ମିସାଇଲ ମାଡ: ୮୦ ସୈନ୍ୟ ମୃତ

ୟେମେନ: ମସିଜଦରେ ନମାଜ ପାଠ ବେଳେ ମିସାଇଲ ମାଡ । ୟେମେନର ମରିବ ଅଚଂଳରେ ହୁତୀ ବିଦ୍ରୋହୀମାନେ ମିସାଇଲ ଓ ଡ୍ରୋନ୍‌ରେ ଆକ୍ରମଣ କରିଛନ୍ତି । ଏଥିରେ ୮୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଅନେକ ଯବାନ ଆହତ ହୋଇଛନ୍ତି । ମସ୍‌ଜିଦ୍‌ରେ ସୈନିକମାନେ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ…

ବେଙ୍ଗାଲୁରୁରେ ‘ବିରାଟ’ ବିଜୟ:୨-୧ରେ ସିରିଜ ଜିତିଲା ଭାରତ

ବେଙ୍ଗାଲୁରୁ: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁରେ ବିଜୟ ବାନା ଉଡାଇଲା ଭାରତ । ଦିନିକିଆ ସିରିଜର ତୃତୀୟ ତଥା ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ମାତ ଦେଲା ବିରାଟ ବାହିନୀ । ୧୫ଟି ବଲ୍ ବାକି ଥାଇ…

ଜମ୍ମୁ-କାଶ୍ମୀର ବୁଲିଲେ ୯ କେନ୍ଦ୍ରମନ୍ତ୍ରୀ: ଲୋକଙ୍କୁ ପଚାରିଲେ ଭଲମନ୍ଦ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୫ ମାସ ପରେ ପ୍ରଥମଥର ପାଇଁ ଆଜି ଘାଟି ଅଚଂଳ ଗସ୍ତ କରିଛନ୍ତି ମୋଦି ସରକାରଙ୍କ ୯ ଜଣ କେନ୍ଦ୍ରମନ୍ତ୍ରୀ । ଜମ୍ମୁ ଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘାଟି ଅଂଚଳରୁ ଧାରା ୩୭୦ ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ…

ଗିରଫ ହେଲା ୧୩୫ କେଜି ଓଜନର ଆତଙ୍କବାଦୀ: ଟ୍ରକରେ ବୁହାହୋଇ ଗଲା ଜେଲ

ଇରାକ ସେନାକୁ ରବିବାର ଏକ ବହୁତ ବଡ ସଫଳତା ହାସଲ ହୋଇଛି । ଦୀର୍ଘ ଦିନ ପରେ ସେନା ମୋସୁଲ ସହରରେ ଲୁଚି ରହିଥିବା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଫତି ଅବୁ ଅବଦୁଲ ବାରୀକୁ ଗିରଫ କରିଛି । ଜବା ଦି ଜେହାଦୀ ନାମରେ ପରିଚିତ ଏହି ଚରମପନ୍ଥୀଙ୍କ ଓଜନ ୧୩୫ କିଲୋଗ୍ରାମ । ସେ ଶେଯରୁ ଉଠି ପାରୁ ନ…

କେନ୍ଦ୍ରୀୟ ବଜେଟ ୨୦୨୦: ଆସନ୍ତାକାଲି ହାଲୱା ଉତ୍ସବ, ଆରମ୍ଭ ହେବ ବଜେଟ ଡକ୍ୟୁମେଣ୍ଟର ପ୍ରିଣ୍ଟିଂ

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଫେବୃଆରୀ କୁ ସାଧାରଣ ବଜେଟ ଆଗତ କରିବେ । ୨୦ ଜାନୁଆରୀ କୁ ହାଲୱା ଉତ୍ସବ ସହିତ ବଜେଟ ଦସ୍ତାବିଜ ର ଛାପା କାମ ଆରମ୍ଭ ହେବ । ଏହି ହାଲୱା ପରେ ପ୍ରିଣ୍ଟିଂଗ ପ୍ରେସ ର ସମସ୍ତ କର୍ମଚାରୀ ସମେତ ବିତ୍ତ ମନ୍ତ୍ରାଳୟ ର ୧୦୦ ଅଧିକାରୀ ଙ୍କୁ ' ବଜେଟ ୨୦୨୦' ଆଗତ…

ଥାନାବାବୁଙ୍କ ଅଜବ ସମାଧାନ; ୩ ଦିନ ପାଳି କରି ୨ ପତ୍ନୀଙ୍କ ପାଖରେ ରହିବେ ସ୍ୱାମୀ !

ରାଞ୍ଚି: ରାଞ୍ଚି ସ୍ଥାନୀୟ ସଦର ଥାନାରେ ଏକ ଅଜବ ସମାଧାନ ହୋଇଛି । ସାଧାରଣ ବ୍ୟକ୍ତି ଗୋଟିଏ ସ୍ତ୍ରୀକୁ ଚଳାଇବାରେ ନାକେଦମ ହେଉଥିବା ବେଳେ ଏହି ଘଟଣାରେ ୨ଟି ସ୍ତ୍ରୀ ସାମିଲ । ସବୁଠାରୁ ବଡ କଥା ଉଭୟ ସ୍ୱାମୀଙ୍କ ପାଖରେ ରହିବାକୁ ରାଜି । ଏହି ବ୍ୟକ୍ତିଙ୍କ ନାମ ହେଲା ରାଜେଶ । ତାଙ୍କର ୨ଟି…

ଦିଲ୍ଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଚାନ୍ଦିନୀଚୌକରୁ ଅଳକାଙ୍କୁ ଟିକେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ…

ରାହୁଲ ଗାନ୍ଧୀ ହାଜିର ହୋ’.. ରାଞ୍ଚି କୋର୍ଟରୁ ରାହୁଲଙ୍କୁ ଡାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୋର ବୋଲି ଟିପ୍ପଣି ଦେବା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତିଗତ ଭାବେ ହାଜର ହେବାକୁ ରାଞ୍ଚି ସିଭିଲ କୋର୍ଟ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ସମନ କରିଛି । ଫେବୃଆରୀ ୨୨ ପୂର୍ବରୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…