Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ-କାଶ୍ମୀରରେ ବରଫ ଝଡ: ୩ ଯବାନ ସହିଦ

କାଶ୍ମୀର: ଜମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତ ଯୋଗୁଁ ହିମସ୍ଖଳନ ଘଟିଛି । ଏଥିରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ହିମସ୍ଖଳନ ଯୋଗୁଁ ୫ଜଣ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେନାପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ସଫା ହେଲା ଫାଶି ରାସ୍ତା, କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫେଲ୍ ମାରିଲା ଶେଷ ପ୍ରୟାସ । ସଫା ହେଲା ଫାଶି ରାସ୍ତା । ଖାରଜ ହେଲା କ୍ୟୁରେଟିଭ୍ ପିଟିସନ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି । ଦିଲ୍ଲୀର ପଟିଆଲା…

କାହିଁକି ପାଳନ କରାଯାଏ ସେନା ଦିବସ, କାରଣ ଜାଣିଲେ ଗର୍ବରେ ଫୁଲିଯିବ ଛାତି !

ଭୁବନେଶ୍ୱର: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ପାଳନ କରାଯାଏ ଭାରତୀୟ ସେନା ଦିବସ । ସେନା ଦିବସ। ଭାରତୀୟ ସେନାର ସମ୍ମାନରେ ଉତ୍ସର୍ଗୀକୃତ ଦିନଟିଏ। ଭାରତୀୟ ସେନାର ଅଦମ୍ୟ ସାହସ ସାହସ ଓ ଦେଶମାତୃକା ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବ ନିଶ୍ଚିତ ଭାବେ ସାଧାରଣ ଲୋକଟିଏ ମନରେ ପ୍ରେରଣା…

ଫାଶୀ ଲାଗି ନିଆଗଲା ନିର୍ଭୟା ଦୋଷୀଙ୍କ ଗଳାର ମାପ; ଦଉଡିରେ ଘଷାଯାଉଛି କଦଳୀ !

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦିନ ପାଖେଇ ଆସୁଛି । ଫାଶୀ ଦେବାକୁ ତିହାର ଜେଲରେ ପ୍ରସ୍ତୁତି ଆଗେଇ ଚାଲିଛି । ଫାଶୀ ଦଉଡିରେ ଘଷାଯାଉଛି କଦଳୀ: ୪ ଦୋଷୀଙ୍କର ବେକର ମାପ ନିଆଯିବା ପରେ ଫାଶୀ ଦଉଡିରେ କଦଳୀ ଘଷା ଯାଉଛି ।…

ଆସନ୍ତା ମାସରେ ଲଞ୍ଚ ହେବ ସାଓମି ମି ୧୦; ମିଳିବ ୫ଜିର ସପୋର୍ଟ

ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଜଲ୍ଦି ବିଶ୍ୱସ୍ତରୀୟ ଲଞ୍ଚ ସାଓମି ମି ୧୦ କୁ ଆଗାମୀ ମାସରେ କରିବ | କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏ ସମ୍ପର୍କରେ ରିପୋର୍ଟ ଲିକ ହୋଇଥିଲା ଯେଉଁଥିରେ ଲଞ୍ଚି ତାରିଖ ଖୁଲାସା ହୋଇଥିଲା | ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନୀ…

ନିଜ ପ୍ରଜାତିକୁ ବଞ୍ଚାଇବାରେ ସଫଳ ହେଲା ୧୦୦ ବର୍ଷୀୟ କଇଁଛ

ମୁମ୍ବାଇ: ୮୦ କିଲୋ ଓଜନର ୧୦୦ ବର୍ଷୀୟ କଇଁଛ ଡିଏଗୋ ଲୋପ ପାଇବାକୁ ବସିଥିବା ନିଜ ପ୍ରଜାତିକୁ ବଂଚାଇବାରେ ସଫଳ ହୋଇଛି । ଏକାକୀ ଏହି କଇଁଛ ୮୦୦ ଛୁଆଙ୍କୁ ଜନ୍ମ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ବର୍ତମାନ ଏହି ପ୍ରଜାତି ପୁନର୍ବାର ପୂର୍ବ ସ୍ଥିତିକୁ ଫେରି ଆସିଛନ୍ତି । ଡିଏଗୋଙ୍କୁ…

ଦାରିଦ୍ରତାର ଚରମ ସୀମା: ଅର୍ଥାଭାବରୁ ଚୁଟି ବିକ୍ରି କରି ପିଲାଙ୍କୁ ଖାଇବାକୁ ଦେଲା ମା’

ଭୁବନେଶ୍ୱର: ଏହାକୁ ମାଆର ମମତା କୁହନ୍ତୁ କିମ୍ବା ଦଇବ ଯାତନା। ଟଙ୍କା ପଇସା ଅଭାବରୁ ପିଲାଙ୍କୁ ଖାଇବାକୁ ଦେଇପାରୁନଥିବା ବିଧବା ମା ନେଇଛି ଏଭଳି ଏକ ପଦକ୍ଷେପ ଯାହା ଜାଣିଲେ ଆପାଣଙ୍କ ଆଖି କୋଣରେ ଲୁହ ଜକେଇ ଆସିବ । ପିଲାଙ୍କ ମୁଂହରେ ଦାନ ଦେବା ପାଇଁ ନିଜ ମୁଣ୍ଡର ଚୁଟି କାଟି ବିକିଦେଲା ମାଆ…

ହରମନପ୍ରୀତଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ମହିଳା ଦଳ ଘୋଷିତ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ଋଚା ଘୋଷ ଏକମାତ୍ର ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ…

‘ନାସା ଏଷ୍ଟ୍ରୋନେଟ ମିଶନ’: ଭାରତୀୟ ବଂଶୋଦ୍ଭବ ରାଜା ଚାରୀ ମନୋନୀତ

ଭୁବନେଶ୍ୱର: ନାସା ଆଗାମୀ ଏଷ୍ଟ୍ରୋନେଟ ମିଶନ ପାଇଁ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଏଥିରେ ଭାରତୀୟ ବଂଶୋଦ୍ଭବ ରାଜା ଚେରୀ ସ୍ଥାନ ପାଇଛନ୍ତି । ସୁନୀତା ୱିଲିୟମ୍ସ ଓ କଳ୍ପନା ଚାୱଲାଙ୍କ ପରେ ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ୩ଟି ମିଶନ ପାଇଁ ସୁଯୋଗ ପାଇଛନ୍ତି । ୨୦୧୭ରେ ୧୮…

୨ ଆତଙ୍କବାଦୀଙ୍କ ସହ ଗିରଫ ହେଲେ ଜଣେ ପୋଲିସ କର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାରୁ ଶନିବାର ୨ ଜଣ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସମେତ ଜଣେ ଡିଏସପିଙ୍କୁ ଗିରଫ କରାଯାଇଛି । ଗିରଫ ଡିଏସପି ଜଣକ ଦବିନ୍ଦର ସିଂହ ହୋଇଥିବା ବେଳେ ଆତଙ୍କବାଦୀମାନେ ହେଲେ ନବୀନ ବାବୁ ଓ ଅସିଫ୍ ରାଥର । ଏନେଇ ଜାତୀୟ ଗଣମାଧ୍ୟମ…