Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ । ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି…

ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ

ଋାଞ୍ଚି: ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଦିନ ଶପଥ ଗ୍ରହଣ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। https://twitter.com/ANI/status/1211207684277452800?s=08 ଆଜି ରାଜ୍ୟପାଳ…

ରହସ୍ୟମୟ ଗାଁ’ ମାନା; ବ୍ୟାସଦେବ ଯେଉଁଠି ରଚନା କରିଥିଲେ ଚତୁର୍ବେଦ !

ଭୁବନେଶ୍ୱର: ଭାରତର ଶେଷ ଗାଁର ନାମ ହେଉଛି ମାନା । ଏହା ଏକ ରହସ୍ୟମୟ ଗାଁ । ଲୋକକଥା ଅନୁସାରେ ଏହିଠାରେ ବେଦବ୍ୟାସ ଚାରି ବେଦର ରଚନା କରିଥିଲେ । ଉତରାଖଣ୍ଡର ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ । ଶ୍ରୀଗଣେଶ ମହାକାବ୍ୟ ମହାଭାରତ ଏଠାରେ ରଚନା କରିଥିଲେ । ମାନାରେ…

ଜନ୍ମଦିନ ବିଶେଷ: ପ୍ରତ୍ୟେକଙ୍କୁ ପ୍ରେରଣା ଦିଏ ରତନ ଟାଟା ଓ ଧିରୁଭାଇ ଅମ୍ବାନୀଙ୍କ ସଫଳ କାହାଣୀ…

ଯେବେବି କୌଣସି ବଡ଼ ବିଜିନେସ କରୁଥିବା ଲୋକଙ୍କ କଥା ଉଠେ ସବୁଠୁ ପ୍ରଥମେ ନାଁ ଆସେ ଧିରୁଭାଇ ଅମ୍ବାନୀ ଓ ରତନ ଟାଟା | ଆଜି ହେଉଛି ପ୍ରମୁଖ ବିଜିନେସ ମ୍ୟାନ ରତନ ଟାଟା ଙ୍କ ୮୨ତମ ଜନ୍ମଦିନ | ଟାଟା କମ୍ପାନୀ ସମୂହ ଦେଶର ହେଉଛନ୍ତି ଦ୍ୱିତୀୟ ସବୁଠୁ ବଡ଼ ବିନିନେସ ଗୃପ | ଟାଟା କୁ ଏତେ…

୨୦୨୦ ଟ୍ରମ୍ପ ଓ ପୁତିନଙ୍କ ପାଇଁ ବିପଦପୂର୍ଣ୍ଣ ହେବ: ବାବା ଭ୍ୟାଙ୍ଗା

ବୁଲଗେରିଆର ନେତ୍ରହୀନ ବାବା ଭ୍ୟାଙ୍ଗା ୨୦୨୦ ନେଇ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିସାରିଛନ୍ତି । ଏହା ପୂର୍ବରୁ ଏହି ବାବା ୯/୧୧ ଏବଂ ଅନେକ ସଠିକ୍ ଭବିଷ୍ୟବାଣୀ କରିଥିଲେ । ୟୁରୋପ ଉପରେ ମୁସଲିମ ଚରମପନ୍ଥୀ ରାସାୟନିକ ଆକ୍ରମଣ କରିବେ ବୋଲି ସେ କହିଥିଲେ । ୮୫ ବର୍ଷ ବୟସରେ ୧୯୯୬ରେ ଏହି…

ଭାରତର ୧୨୫ କୋଟି ଲୋକଙ୍କ ପାଖରେ ରହିଛି ଆଧାର କାର୍ଡ

ନୂଆଦିଲ୍ଲୀ: ବର୍ଷ ୨୦୧୯ର ଶେଷରେ ଆଧାର ତିଆରିରେ ନୂଆ ଉପଲବ୍ଧି ଆସିଛି | ଏବେ ଭାରତର ୧୨୫ କୋଟି ଲୋକ ନିଜର ଆଧାର ତିଆରି କରିସାରିଲେଣି | ଏଥିରେ ଛୁଆ, ବୃଦ୍ଧବୃଦ୍ଧା ଓ ଯୁବକ ସାମିଲ ଅଛନ୍ତି | ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ୧.୨୫ ବିଲିଅନ…

ବିଦାୟ ନେଲା କାର୍ଗିଲ ଯୁଦ୍ଧର ‘ବାହାଦୂର’; ମିଗ୍-୨୭ର କିଛି ରୋଚକ କଥା ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ବାହାଦୂର ଲଢୁଆ ଯୁଦ୍ଧ ବିମାନ ମିଗ୍-୨୭ । ୧୯୯୯ କାର୍ଗିଲ ଯୁଦ୍ଧରେ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜିଠାରୁ ମିଗ୍-୨୭ ବିମାନ କାର୍ଯ୍ୟମୁକ୍ତ ହୋଇଛି, ଅର୍ଥାତ୍ ଆଉ ଭାରତୀୟ ବାୟୁ ସେନାରେ ମିଗ୍-୨୭ ଯୁଦ୍ଧ ବିମାନକୁ ଦେଖିବାକୁ…

ଦୀର୍ଘ ୧୪୫ ଦିନ ପରେ କାରଗିଲରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

କାରଗିଲ: ଲଦାଖର କାରଗିଲ ଜିଲ୍ଲାରେ ଦୀର୍ଘ ୧୪୫ ଦିନ ପରେ ଶୁକ୍ରବାର ଦିନ ମୋବାଇଲ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି । ଧାରା ୩୭୦ ଉଚ୍ଛେଦ ପରେ ଏହି ସେବା ବନ୍ଦ କରିଦିଆଯାଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି । ଜମ୍ମୁ- କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ସହ ଅଗଷ୍ଟ ୪ ତାରିଖରେ…

ଘୋଷିତ ହେଲା ୟୁପିଏସସି ସିଏମଏସ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପକ୍ଷରୁ ୨୦୧୯ କମ୍ବାଇନଡ ମେଡ଼ିକାଲ ସର୍ଭିସ ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲି ପଡ଼ିଥିବା ସମୁଦାୟ ୯୧୯ଟି ପଦବୀ ମଧ୍ୟରୁ ୭୯୮ ଜଣ ପ୍ରାର୍ଥୀଙ୍କୁ ଏହି ସବୁ ପଦରେ ନିଯୁକ୍ତି…

ବିଦାୟ ୨୦୧୯: ଐତିହାସିକ ଅଯୋଧ୍ୟା ରାୟ ବର୍ଷର ସବୁଠୁ ଚର୍ଚ୍ଚିତ ଘଟଣା…

ଭୁବନେଶ୍ୱର: ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଦୀର୍ଘ ୭୦ ବର୍ଷରୁ ଅଧିକ ଦିନ ଧରି ଚାଲିଥିବା ଶ୍ରୀରାମ ଜନ୍ମଭୂମି-ବାବରୀ ମସଜିଦର ଅଯୋଧ୍ୟା ବିବାଦୀୟ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ । ଏହା ହେଉଛି ବିଗତ ୨୦୧୯ର ସବୁଠୁ ଅଧିକ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ଘଟଣା ।…