Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି । ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରିଥିବା ସୂଚନା ମିଳିଛି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ…

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…

ଚନ୍ଦ୍ରାୟଣ-୩ ଲକ୍ଷ୍ୟରେ ଇସ୍ରୋ: କେନ୍ଦ୍ରକୁ ମାଗିଲା ୭୫ କୋଟିର ସହାୟତା

ବେଙ୍ଗାଲୁର: ଚନ୍ଦ୍ରାୟଣ-୩ ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଚନ୍ଦ୍ରାୟଣ-୨ର ବିଫଳ ପରୀକ୍ଷଣ ପରେ ପୁଣି ଅଣ୍ଟା ସଲାଖି ଛିଡ଼ା ହେବାକୁ ଚେଷ୍ଟା କରୁଛି ଇସ୍ରୋ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାଣୀ ଝାନ୍ସୀ ରୋଡ ସ୍ଥିତ ଶସ୍ୟ ମଣ୍ଡିରେ ରବିବାର ସାଢେ ୫ ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । Death toll rises to 43 in #Delhi fire…

ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ଘର ଓ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଶେଷରେ ଶନିବାର ଦିନ ଆଖି ବୁଜିଛନ୍ତି। ଗତ ଗୁରୁବାର ଦିନ ତାଙ୍କୁ ଅପରାଧୀ ମାନେ ଜିଅନ୍ତା ଜାଳି ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀର ସଫଦରଞ୍ଜଗ ହସ୍ପିଟାଲରେ ଚିକିତ୍ସାଧୀନ…

ଜାଣନ୍ତୁ ଦେଶର ୧୦ ପ୍ରମୁଖ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କୁ; ଜଣଙ୍କ ନାମରେ ରହିଛି ୧୦୪ଟି ଗୁଳିଚାଳନା !

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଏନକାଉଁଟର କରିଛି । ଏଥିନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଅଧିକାଂଶ ଏହା ସପକ୍ଷରେ ରହିଛନ୍ତି । ଭାରତରେ ଅନେକ ଏନେକ ପୋଲିସ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ଥିଲେ ମଧ୍ୟ ସେମାନଙ୍କ…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୨୭ % ମତଦାନ

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ଲାଗି ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୩ଟା ସୁଦ୍ଧା ଏହି ୨୦ଟି ବିଧାନସଭା ଆସନର ସମସ୍ତ ପୋଲିଂ ବୁଥରେ ୫୯.୨୭ % ମତଦାନ ଅନୁଷ୍ଠିତ ହୋଇଯାଇଛି । ଆଜି କେତେକ ନିର୍ବାଚନ ମଣ୍ଡଳୀରେ କାଁଭାଁ ଉତ୍ତେଜନାକୁ ଛାଡ଼ିଦେଲେ…

ହୃଦଘାତରେ ପ୍ରାଣ ହରାଇଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶନିବାର ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଗତ ଗୁରୁବାର ଦିନ ପୀଡିତାଙ୍କୁ ଜିଆନ୍ତା ଜାଳି ଦିଆଯିବା ପରେ ତାଙ୍କୁ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ…

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୨୦ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୨ୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଏହି ୨ୟ ପର୍ଯ୍ୟାୟରେ ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେଥି…

ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ଆରବିଆଇ ଆଣିଲା ନୂଆ ଗାଇଡ଼ଲାଇନ୍ସ…

ଭୁବନେଶ୍ୱର: ଦେଶରେ ବଢିଥିବା ଏଟିଏମ ବ୍ୟବହାର ଠକେଇ ଦିନକୁ ଦିନ ବଢିଚାଲିଛି | ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଟିଏମ ବ୍ୟବହାର ସୁରକ୍ଷିତ କରିବା ପାଇଁ ନୂଆ ପଦକ୍ଷେପ ନେଇଛି | ନିଜର ଦୁଇମାସିକ ଷ୍ଟେଟମେଂଟ ଅନ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟରୀ ପଲିସ ରେ…