Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରଙ୍କ ଠାରୁ ସାହାଯ୍ୟ ନ’ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ: କେ ଏମ ବିର୍ଲା

ଭୁବନେଶ୍ୱର: ଜାତୀୟଗଣମଧ୍ୟମ ସୂଚନାଅନୁସାରେ ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା କହିଲେ ଯେ ଯଦି ସରକାରଙ୍କ ତରଫରୁ ସାହାଯ୍ୟ ନମିଳେ ତାହାଲେ ଭୋଡାଫୋନ-ଆଇଡିଆ ବନ୍ଦ ହୋଇଯିବ | ବିର୍ଲା ଶୁକ୍ରବାର ଦିନ ନିଜ ବକ୍ତ୍ୟବ ରେ ଏକଥା କହିଛନ୍ତି | ସେ କହିଲେ ଯେ କମ୍ପାନୀ…

ଝାଡ଼ଖଣ୍ଡ ନିର୍ବାଚନ: ୨ୟ ପର୍ଯ୍ୟାୟ ନିର୍ବାଚନରେ ୨୬୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ୫ଟି ପର୍ଯ୍ୟାୟ ମତଦାନ ମଧ୍ୟରୁ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି ଅର୍ଥାତ୍ ଡ଼ିସେମ୍ବର ୭ ତାରିଖରେ ୨୦ଟି ଆସନରେ ଅନୁଷ୍ଠିତ ହେବାକୁ ଯାଉଛି ୨ୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ଲାଗି ଗତକାଲିଠାରୁ…

ଜୋମାଟୋରୁ ପିଜା ଅର୍ଡର କରି ଯୁବକ ହରାଇଲେ ୯୫,୦୦୦ ଟଙ୍କା

ବାଙ୍ଗାଲୁରୁ: ବାଙ୍ଗାଲୁରୁର ଏନଭି ଶେଖ ନାମକ ଜଣେ ବ୍ୟକ୍ତି ହୋମ୍ ଡେଲିଭରିଂ ସଂସ୍ଥା ‘ଜୋମାଟୋ’ରୁ ଏକ ପିଜା ଅର୍ଡର କରି ହରାଇଛନ୍ତି ପାଖାପାଖି ୯୫ ହଜାର ଟଙ୍କା ଅର୍ଥରାଶି । ସୂଚନାନୁଯାୟୀ, ପାଖାପାଖି ୧ ଘଣ୍ଟା ମଧ୍ୟରେ ଘରେ ପିଜା ନପହଞ୍ଚିବାରୁ ସେ ଆପରେ ଥିବା ଏକ ନଂ ଜରିଆରେ କଷ୍ଟମର…

ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା, ଜାଣନ୍ତୁ କିଏ କ’ଣ କହିଲେ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ହାଇଦ୍ରାବାଦ ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ଛୁଟୁଥିବା ବେଳେ…

ଆସନ୍ତାକାଲି ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ନିର୍ବାଚନ; କେଉଁସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ହେବ ମତଦାନ, ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ୨୦ଟି ଆସନରେ ଡ଼ିସେମ୍ବର ୭ ତାରିଖ ଅର୍ଥାତ ଆସନ୍ତାକାଲି ୨ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଝାଡ଼ଖଣ୍ଡରେ ଥିବା ଅଧିକାଂଶ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ନିର୍ବାଚନ ପ୍ରଚାର ଗତକାଲିଠାରୁ ସମାପ୍ତ ହୋଇଛି…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ପୋଲିସ ପକ୍ଷରୁ…

ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା ୱାଇଫାଇ ସେବା; ପାଇପାରିବେ ମାସିକ ୧୫ ଜିବି ଡାଟା

ଭୁବନେଶ୍ୱର : କିଛି ଦିନ ପୂର୍ବରୁ , ଦିଲ୍ଲୀରେ ମାଗଣା ୱାଇ ଫାଇ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ | ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ ମାଗଣାରେ ୱାଇ ଫାଇ ଇଣ୍ଟରନେଟ ସେବା ସମ୍ପର୍କରେ ସବୁର ବିବରଣୀ ଏବଂ ଏହି ଯୋଜନା ର…

ବିଜୟ ମାଲ୍ୟାଙ୍କ ପରେ ପଳାତକ ଘୋଷିତ ହେଲେ ନୀରବ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଯାଚିକା ଦାଖଲ ପରେ ମୁମ୍ବାଇର ଏକ କୋର୍ଟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରିଛନ୍ତି । ଅର୍ଥନୈତିକ ଅପରାଧ ପାଇଁ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ପରେ ୨ୟ ସ୍ଥାନ ପାଇଛନ୍ତି ନୀରବ ମୋଦି । ଗତ ଅଗଷ୍ଟ…

ବ୍ରିଟେନର ପ୍ରସିଦ୍ଧ କୁକୁର ମ୍ୟାରୀ ଜେନ୍; ୨୧ଟି ଛୁଆ ଦେଇ କଲା ବିଶ୍ୱରେକର୍ଡ଼ !

ନ୍ୟୁୟର୍କ: ଆମେରିକାର ବୁଲଡଗ୍ ମ୍ୟାରୀ ଜେନ୍ ଏକାବେଳେ ୨୧ ଛୁଆ ପ୍ରାକୃତିକ ଢ଼ଙ୍ଗରେ ଜନ୍ମ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ । ଆଜି ପର୍ଯ୍ୟନ୍ତ ଏତେ ମାତ୍ରାରେ ଛୁଆ ଏକାଥରକେ କୌଣସି କୁକୁର ଜନ୍ମ କରି ନ’ଥିଲା । ଗୋଟିଏ ଛୁଆ ଜନ୍ମ ହେବାର ଅଳ୍ପ ସମୟ…

ଦୁଷ୍କର୍ମକୁ ନେଇ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ମନ୍ତବ୍ୟ; କହିଲେ, ହତ୍ୟା ରୋକିବା ଲାଗି ବଳାତ୍କାରରେ ସହଯୋଗ କରିବା…

ମୁମ୍ବାଇ: ହାଇଦ୍ରାବାଦରେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସରାଦେଶକୁ ମର୍ମାହତ କରିଛି । ଏହାକୁ ନିନ୍ଦା କରିବା ସହ ପିଡ଼ିତାଙ୍କୁ ନ୍ୟାୟ ଦାବି କରି ସମଗ୍ର ଦେଶ ଏକତ୍ରିତ ହୋଇଛି । ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ଏହାପାଇଁ କଡା…