Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପର୍ଯ୍ୟଟକଙ୍କ ପାଇଁ ରାତିରେ ଖୋଲା ରହିବ ତାଜମହଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସ୍ଵର୍ଯ୍ୟାସ୍ତ ପରେ ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ରଖିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଏହାକୁ ଦିନ ୧୦ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରଖାଯାଉଛି । "ରାତ୍ରୀ ସମୟରେ ତାଜମହଲକୁ ଖୋଲା ରଖିବା ପାଇଁ ଆମ ପାଖକୁ ଅନେକ ଅନୁରୋଧ ଆସୁଛି ।…

ଚୀନର ‘ସୋସିଆଲ କ୍ରେଡିଟ୍ ସିଷ୍ଟମ’ : ଟାର୍ଗେଟରେ ଜନସାଧାରଣ !

ଟିକିଏ ଭାବନ୍ତୁ, ଆପଣଙ୍କର ଦିଲ୍ଲୀରୁ ମୁମ୍ବାଇ ଏରୋପ୍ଲେନରେ ଯିବାର ଅଛି; କିନ୍ତୁ ଚେକ-ଇନ ସମୟରେ ଆପଣ ପ୍ଲେନରେ ଯାଇ ପାରିବେ ନାହିଁ ବୋଲି ଅଧିକାରୀମାନେ କହିବେ । କାରଣ ପଚାରିଲେ ଜାଣିବାକୁ ପାଇବେ ଯେ, ଏୟାରପୋର୍ଟ ଆସିବା ସମୟରେ ଟ୍ରାଫିକ ସିଗନାଲ ଭାଙ୍ଗି ଆସିଥିବାରୁ କିମ୍ବା ଗତ ସପ୍ତାହରେ…

ଆରମ୍ଭ ହେଲା ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଲାଗି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ର ଉଦଘାଟନ କରିଛନ୍ତି । Delhi: Prime Minister Narendra Modi at the launch of #FitIndiaMovement at Indira Gandhi Stadium,…

ୱେଟିଙ୍ଗ ଟିକେଟ ପାଇଁ ଚିନ୍ତିତ କି, ଏବେ ରେଳ ବିଭାଗ ଦୂର କରିବ ଏହି ସମସ୍ୟା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ ରେଳ ବିଭାଗ ନିଜେ ଯାତ୍ରୀଙ୍କ ଫୋନ୍ କରି କିମ୍ବା ମେସେଜ ଦ୍ୱାରା ଏହାର ସୂଚନା ପଠାଇବ । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଟିକେଟ ସମ୍ବନ୍ଧିତ ସୂଚନା ପାଇଁ ୧୩୯ ରେ ପ୍ରତି ମିନିଟ ହିସାବରେ ଶୁଳ୍କ…

ମୋଦିଙ୍କ ସପକ୍ଷରେ ରାହୁଲ, କହିଲେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନପୂରାଉ ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗରେ ବାରମ୍ବାର ପାକିସ୍ତାନ ବୟାନବାଜି କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବା ବେଳେ ଏହା ଭାରତର…

‘ଧାରା ୩୭୦’ର ସମୀକ୍ଷା କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପ୍ରସଙ୍ଗରେ ସାମ୍ବିଧାନିକତା ଦୃଷ୍ଟିରୁ ଏହା କେତେଦୂର ସମୀଚୀନ କରିବେ, ତାହାକୁ ସମୀକ୍ଷା କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଅଦାଲତଙ୍କ ଦ୍ୱାରା ହେବାକୁ ଥିବା ଏହି ପ୍ରସଙ୍ଗର ସମୀକ୍ଷା ଆଗାମୀ…

କରାଚୀ ଆକାଶମାର୍ଗକୁ ବନ୍ଦ କଲା ପାକିସ୍ତାନ

କରାଚୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏକପ୍ରକାର ବିଳିବିଳେଇ ଉଠିଥିବା ପାକିସ୍ତାନ ସରକାର ଆଗାମୀ ୩ ଦିନ ଯାଏଁ କରାଚୀ ଆକାଶମାର୍ଗକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି । ଏହି ଅବଧି ମଧ୍ୟରେ କୌଣସି ବି ଦେଶର ବିମାନ ଆକାଶପଥରେ ଉଡିପାରିବ ନାହିଁ । ଏନେଇ ଏକ ଜାତୀୟ…

ପି ଚିଦାମ୍ବରମଙ୍କୁ ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ଇଡ଼ି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ହେରଫେର ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚାଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିପାରିଛି । ଏହି ମାମଲାରେ ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଆସନ୍ତା ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ…

ଏବେ ବକେୟା ପାଣି ବିଲ୍ ଦେବେନି ଦିଲ୍ଲୀବାସୀ: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନାଧୀନ କେଜିୱାଲ୍ ସରକାର ପୁଣି ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଦିଲ୍ଲୀବାସୀଙ୍କୁ କୌଣସି ଅର୍ଥ ଦେବାକୁ ପଡୁନଥିବା ବେଳେ ଏବେ ବକେୟା ପାଣି ବିଲ୍ ମଧ୍ୟ ଦେବାକୁ ପଡିବ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ବିଧାନସଭାରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ୩ ଜଣ ବିଧାୟକ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ି ବିଧାନସଭା ଚାଲିଥିବା ବେଳେ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଧରାପଡ଼ିଛନ୍ତି ବୋଲି ଏସମ୍ପର୍କରେ ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ…