Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା। ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି (ଆଇ.ଆର.ସି. ଟି.ସି.)…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୧୨ ଶ୍ରମିକ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେଠାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଶନିବାର ଦିନ ଭୟାବହ ବିସ୍ଫୋରଣ ଘଟି ୧୨ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି ଏବଂ ଏହି ଘଟଣାରେ ୫୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଦେଶରେ ରହିଥିବା ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ହୋଇଥିବାର ଘୋଷଣା କରିଛି କେନ୍ଦ୍ର । ଏହାଦ୍ୱାରା ପୂର୍ବରୁ ରହିଥିବା ୨୭ଟି ବ୍ୟାଙ୍କ ୧୨ଟି ବ୍ୟାଙ୍କରେ ପରିଣତ ହୋଇଛି । #WATCH live from Delhi: Finance…

ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଏସ୍ ପଦବୀ ଛାଡ଼ିଲେ; ଓଡ଼ିଶା ଜନ୍ମିତ ପି କେ ମିଶ୍ରଙ୍କୁ ମିଳିପାରେ ଏହି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ଥିବା ନୃପେନ୍ଦ୍ର ମିଶ୍ର ଏହି ପଦ ତ୍ୟାଗ କରିବା ପରେ ତାଙ୍କ ସ୍ଥାନରେ ଓଡ଼ିଶା ଜନ୍ମିତ ପି କେ ମିଶ୍ର ଏହି ପଦରେ ନିଯୁକ୍ତ ହୋଇପାରନ୍ତି । ଅଧୁନା ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ…

ଟ୍ୱିଟରରେ ‘କାଶ୍ମୀର ଆୱାର’କୁ ନେଇ ଝଡ଼, ଆଫ୍ରିଦିଙ୍କୁ ବର୍ଷିଲେ ଗମ୍ଭୀର !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ରକ୍ତମୁଖା ହୋଇପଡ଼ିଛି । ଏବେ ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ କାଶ୍ମୀର ଉପତ୍ୟକା । କାଶ୍ମୀରକୁ ନେଇ ପାକିସ୍ତାନରେ ସବୁବେଳେ ରାଜନୈତିକ ଉତଥାନ ପତନ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । ଜମ୍ମୁ ଓ କାଶ୍ମୀରରେ ଏବେ…

ଏବେ ଯୁଦ୍ଧମୁହାଁ ହେଉଛି ପାକିସ୍ତାନ, ଜଳପଥରେ ଆକ୍ରମଣ କରିବାକୁ ମସୁଧା !

ନୂଆଦିଲ୍ଲୀ: କାଶ୍ମୀର କେବେବି ପାକିସ୍ତାନର ନ’ଥିଲା ଏବଂ ଏହା ଉପରେ ପାକିସ୍ତାନର ମଧ୍ୟ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ ଓ କାଶ୍ମୀରରୁ ଧ।।ରା ୩୭୦ ଉଚ୍ଛେଦ ହେବା ପରେ ଏବେ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ସେଠାରେ…

ଏୟାର ଇଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ସରକାର ଇଚ୍ଛୁକ ଥିବା ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ…

ଆଜି ସେନା ମୁଖ୍ୟ ବିପିନ ରାୱତଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ଦିନ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ଜମ୍ମୁ-କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ଲାଗି ବିପିନ ରାୱତ…

ପର୍ଯ୍ୟଟକଙ୍କ ପାଇଁ ରାତିରେ ଖୋଲା ରହିବ ତାଜମହଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସ୍ଵର୍ଯ୍ୟାସ୍ତ ପରେ ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ରଖିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଏହାକୁ ଦିନ ୧୦ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରଖାଯାଉଛି । "ରାତ୍ରୀ ସମୟରେ ତାଜମହଲକୁ ଖୋଲା ରଖିବା ପାଇଁ ଆମ ପାଖକୁ ଅନେକ ଅନୁରୋଧ ଆସୁଛି ।…

ଚୀନର ‘ସୋସିଆଲ କ୍ରେଡିଟ୍ ସିଷ୍ଟମ’ : ଟାର୍ଗେଟରେ ଜନସାଧାରଣ !

ଟିକିଏ ଭାବନ୍ତୁ, ଆପଣଙ୍କର ଦିଲ୍ଲୀରୁ ମୁମ୍ବାଇ ଏରୋପ୍ଲେନରେ ଯିବାର ଅଛି; କିନ୍ତୁ ଚେକ-ଇନ ସମୟରେ ଆପଣ ପ୍ଲେନରେ ଯାଇ ପାରିବେ ନାହିଁ ବୋଲି ଅଧିକାରୀମାନେ କହିବେ । କାରଣ ପଚାରିଲେ ଜାଣିବାକୁ ପାଇବେ ଯେ, ଏୟାରପୋର୍ଟ ଆସିବା ସମୟରେ ଟ୍ରାଫିକ ସିଗନାଲ ଭାଙ୍ଗି ଆସିଥିବାରୁ କିମ୍ବା ଗତ ସପ୍ତାହରେ…