Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏବେ ଅଟୋ ଓ ଗୃହ ଋଣ ହେବ ଶସ୍ତା

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଦେଖାଦେଇଛି ମାନ୍ଦା ଅବସ୍ଥା । ବିଶ୍ୱବ୍ୟାପୀ ଦେଖା ଦେଇଥିବା ଏହି ମାନ୍ଦା ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଚୀନ ପରି ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ଏହି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଦେଶର…

ଏଣିକି ଟ୍ରେନରେ କମିବ ପ୍ଲାଷ୍ଟିକ ବ୍ୟବହାର

ନୂଆଦିଲ୍ଲୀ : ଟ୍ରେନ ଭିତରେ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଲାଗିବ କଟକଣା । ଥରେ-ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାର ଉପରେ ଭାରତୀୟ ରେଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ରୁ କଟକଣା ଲଗାଯିବ ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଜାରି ହୋଇଛି । ରେଳବାଇର ସମସ୍ତ ପରିସର ଓ…

ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ : କଣ, କାହିଁକି, କେମିତି?

୧୯୭୧ ମସିହା । ପାକିସ୍ତାନର ଏକ ଆତଙ୍କବାଦୀ ଗ୍ରୁପ 'ଅଲଫତେ'କୁ ପାକିସ୍ତାନୀ ସେନା ପ୍ରଶିକ୍ଷଣ ଦେଉଥିଲେ, ଯାହାର ଟାର୍ଗେଟ ଥିଲା ଏକ ଭାରତୀୟ ବିମାନକୁ ଅପହରଣ କରିବା । ଅସଲରେ ସେମାନଙ୍କ ଟାର୍ଗେଟରେ 'ବିମାନ' ନଥିଲା, ଥିଲା ବିମାନ ଉଡାଉଥିବା ପାଇଲଟ । ଏହି ପାଇଲଟ ଅନ୍ୟ କେହି ନଥିଲେ; ଥିଲେ…

ରିଲିଜ୍ ହେଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ !

ନୂଆଦିଲ୍ଲୀ: ଚନ୍ଦ୍ରକକ୍ଷରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ପକ୍ଷରୁ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ରିଲିଜ୍ କରିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଗୁରୁବାର ଦିନ ପ୍ରକାଶିତ ହୋଇଥିବା ଏହି ଫଟୋଟିରେ ରହିଛି ଚନ୍ଦ୍ରପୃଷ୍ଠର ଫଟୋଗ୍ରାଫ । ଏହି ଫଟୋଟି ସୌର୍ଯ୍ୟମଣ୍ଡଳରୁ ପ୍ରାୟ ୨,୬୫୦ କିଲୋମିଟର…

ପ୍ରତିରକ୍ଷା ସଚିବ ହେଲେ ଅଜୟ କୁମାର

ଭୁବନେଶ୍ୱର: କେରଳ କ୍ୟାଡରର ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ଡଃ ଅଜୟ କୁମାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଡଃ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗର ୧୯୮୨ ବ୍ୟାଚ୍ ଅଫିସର ସଞ୍ଜୟ ମିତ୍ରଙ୍କ…

ସ୍ୱରାଷ୍ଟ୍ର ସଚିବ ଭାବେ ଅଜୟ କୁମାର ଭଲ୍ଲା ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡରର ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ନୂତନ ସ୍ୱରାଷ୍ଟ୍ର ସଚିବ ଭାବେ ଗୁରୁବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି (ଏସିସି) ୧୯୮୪ ବ୍ୟାଚର ଭାରତୀୟ…

ଦେଖନ୍ତୁ, ଆମେରିକାରେ ‘ଭଗବତ୍ ଗୀତା’ ଅନ୍ତାକ୍ଷରୀ

ଭୁବନେଶ୍ୱର: ଘରେ ହେଉ ବା ବାହାରେ ଖାଲି ସମୟକୁ କାଟିବାକୁ ଅନ୍ତାକ୍ଷରୀ ପ୍ରାୟ ସମସ୍ତଙ୍କର ପ୍ରିୟ ଖେଳ । ଭଳିକି ଭଳି ଆଧୁନିକ ଗୀତର ତାଳେ ତାଳେ ଏହି ଖେଳ ଖେଳିବାକୁ ଭାରି ମଜା ଲାଗେ । ଆଜିବି ଏହାର ଲୋକପ୍ରିୟତା କୌଣସି ମତେ କମ୍ ହୋଇନାହିଁ । ଦେଶ ହେଉକି ବିଦେଶ ସବୁଠି ଏହାର ଚାହିଦା ।…

ଏମିତି ଏକ ମନ୍ଦିର ଯେଉଁଠାକୁ ପ୍ରବେଶ କରିପାରିବେନି ନେତା ଓ ଅଫିସର

କାନପୁର: ମନ୍ଦିର ଭିତରକୁ ଜୋତାର ପ୍ରବେଶ ନାହିଁ ବୋଲି ତ ସମସ୍ତେ ଜାଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଟିଏ ମନ୍ଦିର ବିଷୟରେ କହିବୁ ଯାହା ଭିତରକୁ ଜୋତା ନୁହେଁ ଆଜ୍ଞା ନେତାଙ୍କ ପ୍ରବେଶ ଉପରେ ରହିଛି ପ୍ରତିବନ୍ଧକ । ଏଭଳି ଏକ ନିଆରା ମନ୍ଦିର ରହିଛି ଉତ୍ତରପ୍ରଦେଶର କାନପୁରଠାରେ ।…

କେନ୍ଦ୍ରମନ୍ତ୍ରୀ ଥିବାବେଳେ ନିଜେ ଉଦଘାଟନ କରିଥିବା ସିବିଆଇ ବିଲ୍ଡିଂରେ ରାତି ବିତାଇଲେ ଚିଦାମ୍ବରମ !

ନୂଆଦିଲ୍ଲୀ: ନାଟକୀୟ ଭଙ୍ଗୀରେ ଗିରଫ ହେବାର ଘଣ୍ଟାକ ପରେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମ ସିବିଆଇ ବିଲ୍ଡିଂରେ ରାତି କାଟିଥିଲେ । ନୂଆଦିଲ୍ଲୀସ୍ଥିତ ସିବିଆଇ ବିଲ୍ଡିଂରେ ଥିବା ଗେଷ୍ଟ ହାଉସରେ ଚିଦାମ୍ବରମଙ୍କ ରାତିଟି କେବଳ ଅନିଦ୍ରାରେ ହିଁ…

ଚିଦାମ୍ବରମଙ୍କ ଗିରଫଦାରି ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ସିବିଆଇ ବୁଧବାର ବିଳମ୍ବିତ ରାତିରେ ଏକ ନାଟକୀୟ ଭାବେ ଗିରଫ କରିଛି । ଏହି ଘଟଣାକୁ ନେଇ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମଙ୍କ ପ୍ରତି ନିଜର ସମର୍ଥନ ଜଣାଇଛି । ଏହି…