Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨ଦିନିଆ ଫ୍ରାନ୍ସ ଗସ୍ତରେ ବାହାରିିଛନ୍ତି । ଏହି ୨ ଦିନିଆ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସରେ ପହଞ୍ଚିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଏହି…

ଗିରଫ ହେଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । Congress leader P Chidambaram is being taken to the CBI headquarters in Delhi. https://t.co/dDqPiYmWWZ — ANI…

ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ସୁଧାର ଆଣିଲା ସିବିଏସଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପରେ ଅତିରିକ୍ତ ଚାପ ନଦେବା ପାଇଁ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ ସୁଧାର ଆଣିଛି । ଆସନ୍ତା ୨୦୨୦ରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାରେ ଦୀର୍ଘଉତ୍ତର ମୂଳକ…

ଦିନେ ଥିଲା ସଫଳତାର ଶୀର୍ଷରେ, ଆଜି ବୁଡିବାକୁ ବସିଛି ‘ଏୟାର ଇଣ୍ଡିଆ’ !

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ । ଗୋଟିଏ ସମୟରେ ଏହି ନାମ ଏଭିଏସନ ସେକ୍ଟରରେ ଭାରତର ମର୍ଯ୍ୟାଦା ବଢ଼ାଉ ଥିଲା । ଲୋକମାନେ ନାମିଦାମୀ ଏୟାରଲାଇନ୍ସ ଛାଡି ଏୟାର ଇଣ୍ଡିଆର ଧିମା ଯାତ୍ରାକୁ ଚୟନ କରୁଥିଲେ । ଏମିତିକି ସିଙ୍ଗାପୁର ଏୟାରଲାଇନ୍ସ ଭଳି ବଡ଼ବଡ଼ କମ୍ପାନୀ ମାନଙ୍କ ପାଇଁ ଏୟାର ଇଣ୍ଡିଆ…

ବଢୁଛି ଚିଦାମ୍ବରମଙ୍କ ଅଡୁଆ, ଇଡି ଜାରି କଲା ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ନାମରେ ବୁଧବାର ଦିନ ଏକ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ପ୍ରାପ୍ତ ସୂଚନାନୁଯାୟୀ ଚିଦାମ୍ବରମ ନିଜର ଗିରଫଦାରୀରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ…

ଗିରଫ ହେବାନେଇ ଅଡୁଆରେ ଚିଦାମ୍ବରମ୍, ଆଗୁଆ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡୁଆ ଏବେ ବଢିବାରେ ଲାଗିଛି । ଦେଶର ଚର୍ଚ୍ଚିତ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହିଥିବା ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।…

ଆଜି ରାଜୀବ ଗାନ୍ଧୀଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୫ତମ ଜୟନ୍ତୀ । ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ରାଜୀବଙ୍କ…

ଦେବଦୂତ ସାଜିଲେ ବାୟୁସେନାର ଯବାନ, ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ : ମଝି ଦରିଆରେ ଫସି ରହିଥିଲେ ଦୁଇ ମତ୍ସ୍ୟଜୀବୀ । ପାଣିର ସ୍ରୋତ ଏତେ ପ୍ରଖର ଥିଲା କିଛି କ୍ଷଣରେ ଲୋକ ଦୁଇଜଣଙ୍କୁ ଭାସାଇ ନେବା ଭଳି ମନେ ହେଉଥିଲା । ପାଣିର ତେଜ ଦେଖି ମତ୍ସ୍ୟଜୀବୀ ଦ୍ୱୟ ବଞ୍ଚିବାର ଆଶା ମଧ୍ୟ ଛାଡି ସାରିଥିବେ । ଏତେ ପ୍ରଖର ସ୍ରୋତ ମୁଁହରୁ କେହି ଆସି…

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ୧ ଲକ୍ଷ କୋଟି ଟପିଲା ଜମା ରାଶି

ନୂଆଦିଲ୍ଲୀ: ଭାରତ ସରକାର ୫ବର୍ଷ ପୂର୍ବେ ସମାଜର ଗରିବ ଶ୍ରେଣୀଙ୍କ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏବେ ଏହି ଯୋଜନା ଅଧୀନରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ହୋଇସାରିଥିବା ଆରଟିଆଇ ତଥ୍ୟରୁ ପ୍ରକାଶ ।…

‘ପିଓକେ’ ହାସଲ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ କଥା ଉଠୁଛି ଭାରତ ଅଧୀନରେ ଥିବା କାଶ୍ମୀରର ସ୍ୱାଧୀନତା ପାଇଁ ଏତେ ନାରାବାଜି କାହିଁକି? କାହିଁକି କେବେ ପାକିସ୍ତାନ ଅଧୀକୃତ କାଶ୍ମୀରର (ପିଓକେ) ସ୍ଵାଧୀନତା…