Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । PM Modi: A glorious chapter in Indian politics comes to an end. India grieves the demise of…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କ’ଣ ପାଇଁ ଚର୍ଚ୍ଚାରେ ଏହି ଲଦାଖି ସାଂସଦ ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ମଙ୍ଗଳବାର ଦିନ ଗୃହୀତ ହେଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲଟିକୁ ସକାଳେ ଗୃହରେ ଆଗତ କରିବାପରେ ଆରମ୍ଭ ହୋଇଥିଲା ଧାରା ୩୭୦କୁ ନେଇ ଗରମାଗରମ ଆଲୋଚନା । ଆଲୋଚନାରେ ଭାଗନେଇ କିଛି ମିନିଟ ମଧ୍ୟରେ ସମଗ୍ର ଦେଶରେ…

ଐତିହାସିକ ନିଷ୍ପତ୍ତି: ଲୋକସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଲୋକସଭାରେ ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହୀତ ହୋଇଛି । ଗତକାଲି ଏହି ବିଲଟି ରାଜ୍ୟସଭାରେ ଗୃହିତ ହୋଇଥିଲା । ତେବେ ଏହି ବିଲଟି ପାର୍ଲାମେଣ୍ଟର ଦୁଇଟି ଗୃହରେ ଆଗତ ହୋଇ ସଫଳତାର ସହିତ ପାରିତ ହେବାପରେ ଏବେ ଏହା ଭାରତର…

ଅଯୋଧ୍ୟା ମାମଲା: ଆରମ୍ଭ ହେଲା ସୁପ୍ରିମକୋର୍ଟଙ୍କ ଦୈନିକ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାରେ ମଙ୍ଗଳବାର ଦିନ ଠାରୁ ଦୈନିକ ଶୁଣାଣି ଆରମ୍ଭ ହୋଇଛି । ଏହାର ସମାଧାନ କରିବାରେ ମଧ୍ୟସ୍ଥତା କମିଟି ବିଫଳ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣି…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ବହୁତଳ ବିଶିଷ୍ଟ କୋଠାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିôବାବେଳେ ୧୧ ଜଣ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ‘ଓଡ଼ିଶା’କୁ କିପରି ସଂଯୋଗ କଲେ ଅମିତ ଶାହା, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ ସୋମବାର ଅମିତ ଶାହା କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି 'ଧାରା ୩୭୦' ଉଚ୍ଛେଦକୁ ନେଇ ଘୋଷଣା କରୁଥିବା ମଧ୍ୟରେ ଦୁଇଥର 'ଓଡ଼ିଶା'ର ନାଁ ନେଇଛନ୍ତି । ଜମ୍ମୁ-କାଶ୍ମୀରରେ ଦେଶର ଅନ୍ୟ ଅଞ୍ଚଳର ନାଗରିକ ସମ୍ପତ୍ତି କିଣାବିକା ପ୍ରସଙ୍ଗରେ ଆଲୋଚନା…

ରାଜ୍ୟସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ସୋମବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଛି । Prime Minister Narendra Modi and Home Minister Amit Shah in…

ଗିରଫ ହେଲେ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫତି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର୍ ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମ ସଂସ୍ଥା ଏନଡ଼ିଟିଭିର ରିପୋର୍ଟ ଅନୁଯାୟୀ, ଏହି ଦୁଇ ନେତାଙ୍କୁ ସୋମବାର ସନ୍ଧ୍ୟାରେ ଗୃହବନ୍ଦୀ ଭାବେ ରଖାଯାଇଥିଲା ଏବେ ପୋଲିସ ସେମାନଙ୍କୁ ଗିରଫ କରି…

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ଗଲେ ୮ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତୀୟ ବାୟୁସେନା ଓ ସେନାବାହିନୀକୁ ଆଲର୍ଟ ଜାରି କରାଯିବା ସହ ପୁଣି ୮ ହଜାର ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ଓଡିଶା, ଆସାମ ଏବଂ ଦେଶର ଅନ୍ୟ ପ୍ରାନ୍ତରୁ ପାଖାପାଖି…

ଚାଲନ୍ତୁ, ଘର କିଣି ଏବେ କାଶ୍ମୀର ବାସିନ୍ଦା ହୋଇଯିବା !

ନୂଆଦିଲ୍ଲୀ: ପାର୍ଲ୍ଲାମେଣ୍ଟରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପ୍ରସ୍ତାବ ଆଗତ ହେବା ପରେ ପରେ ଅଧିକାଂଶ ଭାରତୀୟ ଜନସାଧାରଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି । ଏବେ କ’ଣ ଆମେ ପ୍ରାକୃତିକ ନୈସର୍ଗିକରେ ଭରା କାଶ୍ମୀରରେ ଘର ଖଣ୍ଡେ କିଣି ପାରିବା? ଜଣେ କାଶ୍ମୀର…