Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରେଳ ସେବା ବାଧାପ୍ରାପ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁଁ ମୁମ୍ବାଇ ରେଳ ମଣ୍ଡଳରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ମାଟି ଅତଡ଼ା ଖସୁଛି। ଫଳରେ ରେଳ ଚଳାଚଳ ଏକପ୍ରକାର ପ୍ରଭାବିତ ହୋଇଛି I ଏଥିପାଇଁ ପୂର୍ବତଟ ରେଳପଥକୁ ଆସିବାକୁ ଥିବା ଏବଂ ଏହାର ପରିସୀମାରୁ ମୁମ୍ବାଇ…

ଧାରା ୩୭୦ ଉଚ୍ଛେଦ, କେନ୍ଦ୍ରଶାସିତ ଅଞ୍ଚଳ ହେବ ଜମ୍ମୁ-କାଶ୍ମୀର !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଜ୍ୟସଭାରେ ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଆଗତ କରିଥିଲେ । ଏହି ପ୍ରସ୍ତାବ…

ଜମ୍ମୁ-କାଶ୍ମୀର: ଗୃହବନ୍ଦୀ ହେଲେ ମେହବୁବା ଓ ଓମାର, ଧାରା ୧୪୪ ଲାଗୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧିରେଧିରେ ରାଜନୈତିକ ଉଷ୍ଣତା ବଢୁଥିବାବେଳେ ବହୁମାତ୍ରାରେ ସୁରକ୍ଷାକର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏପରିକି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ…

ଚନ୍ଦ୍ରଯାନରୁ ଆସିଲା ପୃଥିବୀର ପ୍ରଥମ ଫଟୋ !

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚାନ୍ଦ୍ରାୟଣ-୨ରୁ ପ୍ରଥମ ଫଟୋଚିତ୍ର ଉତ୍ତୋଳନ କରି ପ୍ରକାଶ କରିଛି । ନୀଳ ରଙ୍ଗର ସୁଶୋଭିତ ପୃଥିବୀର ଏହି ବିରଳ ଫଟୋଟିକୁ ଶନିବାର ଦିନ ଚାନ୍ଦ୍ରାୟାଣ ୨ ଯାନର ବିକ୍ରମ ଲ୍ୟାଣ୍ଡରରୁ ଉତ୍ତୋଳିତ କରାଯାଇଛି । #ISRO First set of…

ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ମନ୍ତ୍ରମୁଗ୍ଧ କଲା ଅନିନ୍ଦିତାଙ୍କ ସୁମୁଧୁର ସଙ୍ଗୀତ

ଭୁବନେଶ୍ୱର: କାଳଜୟୀ ଶ୍ରୃତିମଧୁର ପୁରୁଣା ଓଡ଼ିଆ ଗୀତକୁ ସମସ୍ତେ ଭୁଲିବାକୁ ଲାଗିଥିବା ବେଳେ ସୁଦୂର ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ସୁଲଳିତ କଣ୍ଠରେ ମନ୍ତ୍ରମୁଗ୍ଧ କରିଦେଇଛନ୍ତି କଣ୍ଠଶିଳ୍ପୀ ଅନିନ୍ଦିତା ଦାସ । ସେ ଗାଇଥିବା ବିବିଧତାଭରା ଗୀତ ଗୁଡ଼ିକରେ, ବିଶେଷକରି ପୁରାତନ ଓଡ଼ିଆ…

ସ୍ମାର୍ଟ ଭିଲେଜ, ଯେଉଁଠି ରହିଛି ସହରଠୁ ବେଶୀ ସୁଖସୁବିଧା

ସ୍ମାର୍ଟ ସିଟି ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ସ୍ମାର୍ଟ ଭିଲେଜ ବା ଗାଁ ? ହଁ ଆଜ୍ଞା ଠିକ ଶୁଣିଲେ ଭାରତରେ ରହିଛି ଏକ ସ୍ମାର୍ଟ ଗାଁ ଯାହା କୌଣସି ସହରର ସୁଖ ସୁବିଧା ଠାରୁ କମ୍ ନୁହେଁ । ଏହି ଗାଁର ଲୋକେ ପିଅନ୍ତି ମିନେରାଲ ଓ୍ଵାଟର୍‌ । ଗ୍ରାମବାସୀ ବ୍ୟବହାର କରନ୍ତି 'ୱାଇଫାଇ' ।…

ଆମେରିକାର ଟେକ୍ସାସ୍ ୱାଲମାର୍ଟରେ ଗୁଳିକାଣ୍ଡ, ୨୦ରୁ ଅଧିକ ନିହତ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ୱାଲମାର୍ଟରେ ଜଣେ ୨୧ ବର୍ଷୀୟ ଆତତାୟୀର ଗୁଳି ମାଡରେ ପ୍ରାୟ ୨୦ ଜଣ ବ୍ୟକ୍ତି ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ଆଇଏଏସ’ଙ୍କ ଗାଡି ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ

କେରଳ: କେରଳର ଥିରୁଅନନ୍ତପୁରମରେ ଜଣେ 'ଆଇଏଏସ' ଅଫିସରଙ୍କ ଗାଡି ଧକ୍କାରେ ୩୫ ବର୍ଷୀୟ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଘଟଣାଟି ଶୁକ୍ରବାର ବିଲମ୍ବିତ ରାତିରେ ଘଟିଥିବା ପୋଲିସ ସୂଚନା ଦେଇଛି । ପିଟିଆଇ ରିପୋର୍ଟ ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧ଟା ବେଳେ ସର୍ଭେ ଡ଼ାଇରେକ୍ଟର ଶ୍ରୀରାମ…

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟି ଓହରିଲା, ଅଗଷ୍ଟ ୬କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ଲାଗି ରହିଥିବା ମଧ୍ୟସ୍ଥତା କମିଟି ଏହି ମାମଲାରୁ ଓହରି ଯାଇଛନ୍ତି । ସୁପ୍ରିମକୋର୍ଟରେ ରାମଜନ୍ମଭୂମି-ବାବରୀ ମସଜିଦ ବିବାଦ ନେଇ ଯେଉଁ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା ତାହାଦ୍ୱାରା ଏହି ସମାଧାନ ଅସଫଳ ହୋଇଛି ବୋଲି ଅଦାଲତ କହିଛନ୍ତି ।…

‘ରମଣ ମାଗସେସେ ଆୱାର୍ଡ’ ପାଇଲେ ରବିଶ କୁମାର

ନୂଆଦିଲ୍ଲୀ: ନିର୍ଭୀକ ସାମ୍ବାଦିକତା ତଥା ଏକ୍ଷେତ୍ରରେ ପ୍ରଭାବୀ ଯୋଗଦାନ ଲାଗି ବରିଷ୍ଠ ସାମ୍ବାଦିକ ରବିଶ କୁମାର ମର୍ଯ୍ୟାଦାଜନକ ‘ରମଣ ମାଗସେସେ ଆୱାର୍ଡ-୨୦୧୯’ ବିଜୟୀ ହୋଇଛନ୍ତି । ଏନେଇ ପୁରସ୍କାର ସଂସ୍ଥା ଆଜି ଟ୍ୱିଟ କରିଛି ।…