Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବେଙ୍ଗାଲୁରୁ: କର୍ଣ୍ଟାଟକ ରାଜଧାନୀ ବେଙ୍ଗାଲୁରୁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବେଙ୍ଗାଲୁରୁରେ ରହିଥିବା ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରଦ୍ଦାଳୁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି…

ଆମେରିକାର କାଲିଫୋର୍ଣ୍ଣିଆରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ

ଫ୍ରୀମଣ୍ଟ: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା । ଦେଶ ବିଦେଶରେ ମହାପ୍ରଭୁ ପୂଜିତ ହେଉଥିବା ବେଳେ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତାଙ୍କୁ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ ସମସ୍ତେ ଭକ୍ତିର ସହକାରେ ପୂଜା କରିଥାଆନ୍ତି । ଓଡ଼ିଶାର ନୀଳାଚଳ…

ଜାଣନ୍ତୁ, ୧୭ତମ ଲୋକସଭାର ଏହି ୭ଟି ରୋଚକ କଥା…

ନୂଆଦିଲ୍ଲୀ : ଚଳିତ ନିର୍ବାଚନ ପରେ ୧୭ତମ ଲୋକସଭାର ପ୍ରଥମ ବଜେଟ୍ ଅଧିବବେଶନ ସୋମବାର ଦିନ ଆରମ୍ଭ ହୋଇଛି । ଏହା ହେଉଛି ମୋଦୀ ସରକାରର ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନ । ଆଜିର ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଜାଣନ୍ତୁ ସପ୍ତଦଶ ଲୋକସଭାର…

ଆଜି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜିଠୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଲୋକସଭାର କାମଚଳା ବାଚସ୍ପତି ଡ଼ଃ ବୀରନ୍ଦ୍ର କୁମାର ଅଧିବେଶନ ଆରମ୍ଭ ପରେ ସମସ୍ତ ସାଂସଦଙ୍କ ଶପଥ ପାଠ କରାଇଥିଲେ । ଏଥିସହିତ…

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ଆଜି ‘ଆଇଏମଏ’ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୬ଟାରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିବା…

ମମତାଙ୍କ ସହ ଆଲୋଚନା କରିବାକୁ ରାଜିହେଲେ ଏନଆରଏସ ଡ଼ାକ୍ତର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଆଲୋଚନା କରିବାକୁ ଏନଆରଏସ ମେଡ଼ଇକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ପରିଶେଷରେ ରାଜି ହୋଇଛନ୍ତି, ମାତ୍ର ଏଥିଲାଗି ସର୍ତ୍ତ ଏକ ସର୍ତ୍ତ ରଖାଯାଇଛି । କେବଳ ଗଣମାଧ୍ୟମ ସମ୍ମୁଖରେ ଏହି ଆଲୋଚନା କରିବାକୁ କନିଷ୍ଠ ଡ଼ାକ୍ତରମାନେ ସର୍ତ୍ତ…

ମମତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସକ୍ରିପସନ୍: ଡ଼ାକ୍ତରଙ୍କୁ ମାଡ଼ମାରିଥିବା ଅଭିଯୁକ୍ତଙ୍କୁ ଦଣ୍ଡଦିଅ

ନୂଆଦିଲ୍ଲୀ: ଡ଼ାକ୍ତରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ…

ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ, ମମତାଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କନିଷ୍ଠ ଡ଼ାକ୍ତର

କୋଲକାତା: ମାଡ଼ମରାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଡ଼ାକ୍ତରମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପଶ୍ଚିମବଙ୍ଗରୁ ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । କ୍ରମଶଃ ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସସସ୍ତ ପଡ଼ୋଶୀ…

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ସୋମବାରଠୁଁ ଦେଶବ୍ୟାପୀ ‘ଆଇଏମଏ’ ପକ୍ଷରୁ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ଆସନ୍ତା ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଲାଗି ଆହ୍ୱାନ କରିଛି । ନୂଆଦିଲ୍ଲୀ ସ୍ଥିତ ଏକ ସମାଚାର ଏଜେନ୍ସି ର‌୍ୟୁଟର୍ସର ରିପୋର୍ଟନୁଯାୟୀ…

ଆଜି ନୀତି ଆୟୋଗ ବୈଠକ, ଯୋଗ ଦେବେ ନାହିଁ ମମତା ଓ କେ ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଶନିବାର ଦିନ ଆୟୋଜିତ ନୀତି ଆୟୋଗର ୫ମ ସାଧାରଣ ପରିଷଦ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗଦେବେ ନାହିଁ ବୋଲି ଜଣାପଡିଛି । ଏନଡିଟିଭି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ…