Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’: ସମଗ୍ର ବିଶ୍ୱ ଯୋଗମୟ

ଭୁବନେଶ୍ୱର : ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ…

‘ଯୋଗ’ର ଉଲ୍ଲେଖନୀୟ ଅବଦାନ ଲାଗି ଘୋଷଣା ହେଲା ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୧୯

ନୂଆଦିଲ୍ଲୀ: ଯୋଗର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଲାଗି ୨୦୧୯ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଜରାଟ ଲାଇଫ ମିଶନର ସ୍ୱାମୀ ରାଜଶ୍ରୀ ମୁନି (ବ୍ୟକ୍ତିଗତ-ଜାତୀୟ ବର୍ଗ), ଇଟାଲୀର ମିସ ଆଂଟୋନିଟ୍ଟା ରୋଜି…

ଚନ୍ଦ୍ରବାବୁଙ୍କୁ ବଡ଼ ଝଟକା, ବିଜେପିରେ ମିଶିଲେ ୪ ଟିଡ଼ିପି ସାଂସଦ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡ଼ିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଝଟକା । ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ୪ ଜଣ ରାଜ୍ୟସଭା ସାଂସଦ ଆଜି ଦଳ ଛାଡ଼ିବାପରେ ବିଜେପିରେ ମିଶିଛନ୍ତି । TDP MPs of Rajya Sabha- YS Chowdary, CM Ramesh,…

ମହାନଦୀରେ ହେବ ନମାମୀ ଗଙ୍ଗା ପରି ପ୍ରକଳ୍ପ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ନମାମୀ ଗଙ୍ଗା ଯୋଜନା ପରି ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରକଳ୍ପ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଗଙ୍ଗା…

ମୋଦିଙ୍କ ନୂଆ ମନ୍ତ୍ରୀମାନଙ୍କୁ ଲୋକସଭାରେ ସାଂସଦଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଲୋକସଭାରେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ପରିଚୟ କରାଇଥିବା ନେଇ ପିଟିଆଇ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି । ବିଧିମୁତାବକ ଭାବେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ନୂତନ ସଦସ୍ୟମାନଙ୍କୁ…

‘ଏକ ଦେଶ, ଏକ ନିର୍ବାଚନ’ ବୈଠକକୁ କଂଗ୍ରେସର ବର୍ଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହକତ୍ୱରେ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ‘ଏକ ଦେଶ, ଏକ ନିର୍ବାଚନ’ ସର୍ବଦଳୀୟ ବୈଠକରେ ଯୋଗଦେବ ନାହିଁ ବୋଲି ସୂଚନା ମିଳିଛି । ସମଗ୍ର ଦେଶରେ ଏକ ସମୟରେ ସବୁ ରାଜ୍ୟର ବିଧାନସଭା ସହିତ ଲୋକସଭା ନିର୍ବାଚନ କରିବା ଲାଗି…

ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ନୂତନ ବାଚସ୍ପତି ଭାବେ ବୁଧବାର ଦିନ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ବିର୍ଲା ଆଜି ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସର୍ବସମ୍ମତି କ୍ରମେ ବାଚନିକ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ…

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ଅଜିତ ସାହୁ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ…

ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ଆଗାମୀ ବାଚସ୍ପତି ହୋଇପାରନ୍ତି ବୋଲି ସୂଚନା ମିଳିଛି । ଶ୍ରୀଯୁକ୍ତ ବିର୍ଲା ରାଜସ୍ଥାନର କୋଟାରୁ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାବ୍ୟତୀତ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅତି ଘନିଷ୍ଠ ବୋଲି ସୁତ୍ରରୁ…

ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବେଙ୍ଗାଲୁରୁ: କର୍ଣ୍ଟାଟକ ରାଜଧାନୀ ବେଙ୍ଗାଲୁରୁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବେଙ୍ଗାଲୁରୁରେ ରହିଥିବା ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରଦ୍ଦାଳୁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି…