Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ଉପକୂଳରେ ପୁଣି ମାଡ଼ି ଆସୁଛି ବାତ୍ୟା…

ମୁମ୍ବାଇ: କିଛିଦିନ ପୂର୍ବରୁ ଭାରତୀୟ ଉପକୂଳରେ ଫନୀ ବାତ୍ୟା ରଚିଥିବା ତାଣ୍ଡବ ଲୀଳାର ବିପର୍ଯ୍ୟସ୍ତ ଚିତ୍ର ନ’ଲିଭୁଣୁ ପୁଣି ଏକ ବାତ୍ୟା ଭାରତୀୟ ପଶ୍ଚିମ ଉପକୂଳରେ ଆଶଙ୍କା ସୃଷ୍ଟି କରିଛି । ବାତ୍ୟା ‘ବାୟୁ’ ଆରବସାଗରରେ କ୍ରମଶଃ ଉଗ୍ରରୂପ ଧାରଣ କରୁଥିବା ବେଳେ ଦକ୍ଷିଣ-ପୂର୍ବ ଆରବ ସାଗରରେ…

ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୪ ଯାତ୍ରୀ ମୃତ, ୬ ଗୁରୁତର

ବଲରାଇ : ଉତ୍ତରପ୍ରଦେଶର ଇଟାୱା ସ୍ଥିତ ବଲରାଇ ରେଳ ଷ୍ଟେସନ୍ ନିକଟରେ ସୋମବାର ସକାଳେ ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିବା ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଅୱଧ ଏକ୍ସପ୍ରେସରୁ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ରେଳ ଲାଇନ୍ କଡ଼ରେ ଠିଆ…

ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢିବାକୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ କଥାବାର୍ତ୍ତା

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲମ୍ବୋଠାରେ ରବିବାର ଦିନ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନାଙ୍କୁ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ୧୦ ଦିନ ମଧ୍ୟରେ ମୋଦୀ ଓ ସିରିସେନାଙ୍କ ୨ୟ ସାକ୍ଷାତ । ଏହି ସାକ୍ଷାତ ସମୟରେ ଉଭୟ ରାଷ୍ଟ୍ର ଆତଙ୍କବାଦ…

ଆଲିଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତ ପୂର୍ବରୁ ନିଜ ଝିଅକୁ କରିଥିଲା ଦୁଷ୍କର୍ମ: ପୋଲିସ

ଆଲିଗଡ଼: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଆଲିଗଡ଼ରେ ଦୁଇ ବର୍ଷର ନାବାଳିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅଭିଯୋଗ ଆଣିଛି । ପୋଲିସ ସେହି ଅଭିଯୁକ୍ତର ପୁରୁଣା ଫାଇଲ୍ ଖେଳାଇବାରୁ ତା’ନାମରେ ପୂର୍ବରୁ ଅନ୍ୟ ଏକ ସଙ୍ଗୀନ ମାମଲା ରହିଥିବା ଜାଣିବାକୁ…

ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ଅନନ୍ତନାଗ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା ।…

ପୁଲୱାମାରେ ସେନା ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଲାସିପୋରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଫେରାର ଏସପିଓ ସାମିଲ ଥିବା ନେଇ ଜଣାପଡିଛି । ମିଳିଥିବା…

ଗୁମର ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଧର୍ମାନ୍ତରୀକରଣକୁ ନେଇ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କଡ଼ା ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟ ଦେଶର ଆଇନକୁ ବିରୁଦ୍ଧାଚରଣ କରୁଛି । ଏସମ୍ପର୍କରେ ‘ଦ ପ୍ରିଣ୍ଟ’ ନାମକ ଏକ ନ୍ୟୁଜ ପୋର୍ଟାଲକୁ…

କେରଳରେ ଚାଞ୍ଚଲ୍ୟ: ଯୁବକଙ୍କ ଶରୀରରେ ମରଣାନ୍ତକ ପଜିଟିଭ୍ ‘ନିପା’ ଭାଇରସ୍

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ପରୀକ୍ଷାରୁ ତାଙ୍କ ଶରୀରରେ ମରଣାନ୍ତକ ନିପା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଗତବର୍ଷ ଏହି ଭୟାନକ ରୋଗ ଯୋଗୁଁ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ପ୍ରକାଶ ପାଇଛି…

ରାଷ୍ଟ୍ରକୁ ସୁରକ୍ଷା ଦେଉଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ପ୍ରଥମ ନିଷ୍ପତି ସ୍ୱରୂପ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ବୃତି ଯୋଜନାରେ ବୃହତ ପରିବର୍ତନକୁ ମଞ୍ଜୁର କରିଛନ୍ତି । Our Government’s first decision dedicated to those who…

୪ ଜଣ ମନ୍ତ୍ରୀଙ୍କୁ ମିଳିଛି ସମାନ କେନ୍ଦ୍ରୀୟ ବିଭାଗ: ରିପୋର୍ଟ

ଭୁବନେଶ୍ୱର: ଗୁରୁବାର ଦିନ ଶପଥ ନେଇଥିବା ନରେନ୍ଦ୍ର ମୋଦୀଙ୍କ ସରକାର ୭ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିବା ବେଳେ ଅସଙ୍ଗତି ଦେଖାଦେଇଥିବା ଜଣାପଡ଼ିଛି । ଏହି ବିଭାଗ ବଣ୍ଟନ ଶୁକ୍ରବାର ଦିନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର…