Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ

ମୁମ୍ବାଇ:ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ମଙ୍ଗଳବାର ମହାରାଷ୍ଟ୍ରର କୋହ୍ଲାପୁରରେ ମୃତ୍ୟୁ ଘଟିଛି । ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ପିଟିଆଇକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୮୯  ବର୍ଷୀୟ ଲେଖକ ତଥା ସାମାଜିକ ରାଜନୀତିକ…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ।  NCP ( Nationalist Congress Party)ମୁଖ୍ୟ ପଦ ଛାଡ଼ିଲେ ଶରଦ ପାୱାର । ଦଳର ସଭାପତି ପଦରୁ ଦେଲେ ଇସ୍ତଫା । ଶରଦ ନିଜେ ମଙ୍ଗଳବାର ଏମିତି ଏକ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ଏନସିପିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ…

ତିହାର ଜେଲରେ ଗ୍ୟାଙ୍ଗୱାର; ଲୁହାରଡରେ ପିଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁକୁ ହତ୍ୟା

ନୂଆଦିଲ୍ଲୀ: ଦେଶର ହାଇ ସିକ୍ୟୁରିଟି ଥିବା ତିହାର ଜେଲରେ ଗ୍ୟାଙ୍ଗୱାର  ।  ଏହି ଗ୍ୟାଙ୍ଗୱାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଦୁଇ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଗୋଟିଏ ଗୋଷ୍ଠୀ ଟିଲୁ…

ବର୍ଜ୍ୟବସ୍ତୁରୁ ନିର୍ମିତ ୭ ସିଟ୍ ବାଇକ୍‌, ଖର୍ଚ୍ଚ ହୋଇଛି ମାତ୍ର ୧୦ ହଜାରରୁ କମ୍ ଟଙ୍କା

ଆଜିକାଲି ସୋସିଆଲ ମିଡ଼ିଆରେ ଏମିତି କିଛି ଦେଖିବାକୁ ମିଳେ, ଯାହା ଅବିଶ୍ୱନୀୟ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଆ୍‌ଶ୍ଚର୍ଯ୍ୟ ଲାଗେ । ଜଣେ ଯୁବକ ବର୍ଜ୍ୟବସ୍ତୁରେ ତିଆରି କରିଛନ୍ତି ୭ ସିଟ୍ ବିଶିଷ୍ଟ ବାଇକ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ଚଳାଇବା ପାଇଁ…

ଛାଡପତ୍ର ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ୬ ମାସ ଅପେକ୍ଷା କରିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ଛାଡପତ୍ର ସହ ଜଡିତ ପ୍ରସଙ୍ଗରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ବା ଖଣ୍ଡପୀଠ କହିଛନ୍ତି ଯେ ଯଦି ଦମ୍ପତ୍ତିଙ୍କ ସମ୍ପର୍କର ସୁଧାର ଆଣିବା ପାଇଁ କୌଣସି ସୁଯୋଗ ନାହିଁ, ତେବେ ଦମ୍ପତ୍ତି ୬ ମାସର ବାଧ୍ୟତାମୂଳକ ଅପେକ୍ଷା ପାଇଁ ଅପେକ୍ଷା କରିବେ ନାହିଁ। ସମ୍ବିଧାନ ବେଞ୍ଚ…

ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦ ହରାଇଲେ ପଦ, କୋର୍ଟ ଦ୍ୱାରା ହୋଇଥିଲେ ଦଣ୍ଡିତ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର…

ନୀତିଶଙ୍କ ମିଶନ ୧୨୦ !

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ବିଜେପି ଭର୍ସେସ ବିରୋଧୀଙ୍କ ମଧ୍ୟରେ ହେବ। ସେଥିପାଇଁ ନୀତିଶଙ୍କ ନେତୃତ୍ୱରେ ବିରୋଧୀ ଏକ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ନୀତିଶଙ୍କ…

‘ଛତିଶଗଡ଼ ରାଜନୀତି’, ବିଜେପି ଛାଡି ହାତ ଧରିଲେ ନନ୍ଦ

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି। ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନନ୍ଦ କୁମାର ସାଏ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି। ନନ୍ଦ କୁମାର ବିଜେପିର ପ୍ରମୁଖ ସଂଗଠନ ଦାୟିତ୍ୱ ସହ ବିଜେପିର ଟାଣୁଆ…

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କର୍ଣ୍ଣାଟକବାସୀଙ୍କ ସମସ୍ୟା ବୁଝ, ନିଜ କଥା କୁହନି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଳି ମନ୍ତବ୍ୟକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କୁ କିଏ କେତେଥର ଗାଳି କରିଛି ସେ କଥା ମୋଦି ମନେ ରଖିଥିବା ବେଳେ ଲିଷ୍ଟ ହୋଇଛି। କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କୀତ ଲିଷ୍ଟ ନାହିଁ…

କର୍ଣ୍ଣାଟକରେ ବିଜେପି ଦେବ କ୍ଷୀର, କଂଗ୍ରେସର ପୁରୁଣା ପେନସନ !

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ସହ ଆରମ୍ଭ ହୋଇଛି ଇସ୍ତାହାର ଲଢେଇ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ହେଭିୱେଟମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ପ୍ରଚାର ମଙ୍ଗ ଧରିଛନ୍ତି। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବର୍ଷୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ…