Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଯୁବକଙ୍କ ଶିବାଜୀଙ୍କ ପ୍ରତି ସମ୍ମାନ: ନିଜ ଅଟୋରେ ନିର୍ମାଣ କଲେ ପ୍ରତିକାତ୍ମକ ଦୁର୍ଗ

କୁହାଯାଏ, ଯଦି ତୁମର ଦକ୍ଷତା ଅଛି ତେବେ ତୁମ ପାଇଁ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ସୃଜନଶୀଳ ଲୋକମାନଙ୍କର କୌଣସି ଅଭାବ ନାହିଁ । ସେହିପରି ସୃଜନଶୀଳତା ଏବଂ ଚିନ୍ତାଧାରାର ମିଶ୍ରଣ ପରିଣାମ ଯାହା ଅଛି ତାକୁ କେହି ବି ଆକଳନ କରିପାରିବେ ନାହିଁ । କିଛି ଲୋକ ସେମାନଙ୍କର ସୃଜନଶୀଳତା ଏବଂ…

ଭାରତ ଯାତ୍ରାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ-ବିଲାବଲ ଭୁଟ୍ଟୋ

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ମେ’ ପ୍ରଥମ ସପ୍ତାହରେ ଭାରତ ଯାତ୍ରାରେ ଆସୁଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ ସବୁ ପ୍ରକାର ସମ୍ପର୍କରେ କଟକଣା ଲାଗିଥିବାବେଳେ ବିଲାବଲଙ୍କ ଏହି ଯାତ୍ରାକୁ ନେଇ…

ଅମିତ ଶାହାଙ୍କୁ ଫୋନ୍ ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀ ମୁହାମୁହିଁ, ଉଭୟ ଦେଲେ ଖୋଲା ଚ୍ୟାଲେଞ୍ଜ୍ !

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇବାରେ ବିଫଳ ହେଲେ ରାଜନୀତି ଛାଡିଦେବି। ଏଭଳି କହି ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଯଦି ଗଣତାନ୍ତ୍ରିକ ପଦ୍ଧତିରେ ମମତା ବାନାର୍ଜୀଙ୍କୁ…

ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିବା ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଅମରାବତୀ:ଆମେରିକା ଯାଇଥିଲେ ପାଠ ପଢିବାକୁ  । ଉଚ୍ଚଶିକ୍ଷା ଲାଭ କରିବେ । ବଡ ଚାକିରି କରିବେ । ହେଲେ ଉଚ୍ଚଶିକ୍ଷା ଲାଭ ପାଇଁ ଯାଇଥିବା ପୁଅ ଆଉ ଘରକୁ ଫେରିଲାନି । ଜଣେ ଭାରତୀୟ ପିଜି ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି । ୨୪ ବର୍ଷୀୟ ଏହି ଛାତ୍ର ଜଣଙ୍କ ଆନ୍ଧ୍ର ପ୍ରଦେଶର …

ସାବଧାନ ! ଜାତୀୟ ରାଜପଥରେ ବୁଲୁଛି ବାଘ ।

ଗଜପତି : ଜାତୀୟ ରାଜପଥ କଡରେ  ବୁଲୁଛି ବାଘ । ବାଘ ବୁଲୁଥିବାର ଭିଡିଓ ଏବେ ହେଉଛି  ଭାଇରାଲ  ।  ଭିଡିଓଟି ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ନିକଟସ୍ଥ ଭେଣ୍ଡିଗେଟ ଅଞ୍ଚଳର ବୋଲି କୁହାଯାଉଛି । ରାତ୍ରି ସମୟରେ ବାଘଟି ରାସ୍ତାରେ ବୁଲୁଛି ।  ଜଣେ ପଥଚାରୀ ଭିଡିଓ ଉତ୍ତୋଳନ…

ଗୋଧ୍ରା ଟ୍ରେନ ପୋଡ଼ି ଘଟଣା: ୮ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ଗୁଜରାଟ ଗୋଧ୍ରାରେ ୨୦୦୨ରେ ହୋଇଥିବା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି କଏଦୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଲହି ଦୋଷୀମାନେ ୧୭ରୁ ୨୦ ବର୍ଷ ସଜା କାଟି ସାରିଲେଣି । ଏହି…

ବଦଳିଲା ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚା ; ପ୍ରଥମେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚାରେ ହୋଇଛି ପରିବର୍ତ୍ତନ ।  ସେନାରେ ସାମିଲ ହେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀ ପ୍ରଥମେ ଲିଖିତ ପରୀକ୍ଷା ଦେବେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ଶେଷରେ ହେବ…

ପୁଞ୍ଚରେ ଏନ୍ଆଇଏ ଟିମର ଛାନଭିନ୍, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଖୋଜୁଛି ଡ୍ରୋନ୍

ଶ୍ରୀନଗର: ପୁଞ୍ଚରେ କେମିତି ହେଲା ଏତେ ବଡ଼ ଆକ୍ରମଣ ? ସେନା ଟ୍ରକକୁ କେମିତି ଟାର୍ଗେଟ୍ କଲେ ଆତଙ୍କବାଦୀ ? ଗୁରୁବାର ଏଲଓସିରୁ ମାତ୍ର ୭ କିଲୋମିଟର ଦୂରରେ ଆତଙ୍କବାଦୀ ସେନା ଗାଡ଼ି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଘଟଣାସ୍ଥଳରେ ଏନ୍ଆଇଏ ସହ…

ଏହି ସେଲିବ୍ରେଟିଙ୍କ ପାଇଁ ବ୍ଲୁ ଟିକ୍ ସବ୍ସକ୍ରିପ୍‌ସନ ଟଙ୍କା ଦେଉଛନ୍ତି ଏଲନ ମସ୍କ; ଟ୍ୱିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ଘୋଷଣା ହେବା ପର ଠାରୁ ଯେଉଁ ବିଶିଷ୍ଟ ବ୍ୟାକ୍ତିମାନେ ସବ୍ସକ୍ରିପସନ ନେଇ ନାହାନ୍ତି ସେମାନଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ କାଢ଼ି ଦିଆଯାଇଛି। ବଲିଉଡ୍‌ର ଶାହରୁଖ ଖାନ, ସଲମାନ, ଅମିତାଭ ବଚ୍ଚନଙ୍କ ଭଳି ଅନେକ ସେଲିବ୍ରେଟିଙ୍କ ବ୍ଲୁଟିକ୍ ହଟାଇ…

ଆସିବ ୧୦୦ ଟଙ୍କିଆ କଏନ; ଲେଖା ରହିବ ’ମନ କି ବାତ ୧୦୦’

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡ ପୂରଣ ହେବ । ରେଡିଓ ମାଧ୍ୟମରେ ପ୍ରଚାରିତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ । ଏହି ଅବସରରେ ୧୦୦ ଟଙ୍କିଆ କଏନ ଜାରି କରାଯିବ । ଏହି କଏନରେ ଲେଖାଯିବ ‘ମନ କି…