Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Monsoon Session: ସଂସଦରେ ବିରୋଧୀଙ୍କ ହଙ୍ଗାମା, ୨ଟା ଯାଏଁ ରାଜ୍ୟସଭା ମୁଲତବୀ, ରାହୁଲଙ୍କ ଭାଷଣ ଉପରେ ସମସ୍ତଙ୍କ…

ନୂଆଦିଲ୍ଲୀ: 'ଦ ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) (ସଂଶୋଧନ) ବିଲ୍, ୨୦୨୬' ଉପରେ ବୁଧବାର ଲୋକସଭାରେ ଦ୍ୱିତୀୟ ଦିନ ପାଇଁ ଆଲୋଚନା ଜାରି ରହିଛି। ଆଜି ଏହି ବିଲ୍‌କୁ ଲୋକସଭାରେ ଅନୁମୋଦନ ମିଳିପାରେ। ତେବେ ବିଲ୍‌କୁ ନେଇ ସଂସଦରେ ତୀବ୍ର ହଙ୍ଗାମା ଦେଖିବାକୁ…

Marriage Equality: “କେବଳ ସ୍ବାମୀ କାହିଁକି…ସ୍ତ୍ରୀ ବି ବହନ କରନ୍ତୁ ଘର ଏବଂ ପିଲାଙ୍କ ଖର୍ଚ୍ଚ…”

ମୁମ୍ବାଇ: ସ୍ୱାମୀ-ସ୍ତ୍ରୀ ଉଭୟ ରୋଜଗାର କରୁଥିଲେ କେବଳ ସ୍ୱାମୀଙ୍କ ଉପରେ ସମସ୍ତ ଆର୍ଥିକ ଦାୟିତ୍ୱ ଛାଡ଼ି ଦିଆଯାଇପାରିବ ନାହିଁ। ପରିବାରର ଜୀବନଶୈଳୀ ଓ ସନ୍ତାନଙ୍କ ଶିକ୍ଷା ଖର୍ଚ୍ଚ ପାଇଁ ଉଭୟଙ୍କୁ ସମାନ ଭାବେ ସହଯୋଗ କରିବାକୁ ପଡ଼ିବ। "ସମାନତାକୁ ନିଜ ସୁବିଧା ଅନୁସାରେ ଦାବି କରାଯାଇପାରିବ…

Protest Found Love: ଆସିଥିଲେ ପ୍ରତିବାଦ କରିବା ପାଇଁ… ହେଲେ ଘରକୁ ଫେରିଲେ ଜୀବନସାଥିଙ୍କ ହାତ ଧରି…

ପାଟନା: ପ୍ରୋଟେଷ୍ଟରେ ମିଳିଗଲା ପ୍ରେମ! ଏକ ପ୍ରେମ କାହାଣୀ ଏମିତି ବି । ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ଦେଲା ଦିଲ୍ଲୀ ପ୍ରୋଟେଷ୍ଟ । ମିଳିଗଲା ବିହାରୀ ବାବୁଙ୍କୁ ସ୍ତ୍ରୀ । ସ୍ଲୋଗାନ୍, ବ୍ୟାନର, ହଜାର ହଜାର ଛାତ୍ରଛାତ୍ରୀଙ୍କ ଭିଡ଼... ସମସ୍ତଙ୍କ ଦାବି ଥିଲା ନ୍ୟାୟ। କିନ୍ତୁ ସେହି…

ଦେଶରେ ଚିନି ଗଚ୍ଛିତକୁ ରୋକିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେବାକୁ ଯାଉଛି ଷ୍ଟକ୍ ହୋଲ୍ଡିଂ ସୀମା

ନୂଆଦିଲ୍ଲୀ: ଦେଶରେ ଚିନି ଗଚ୍ଛିତକୁ ରୋକିବା ଏବଂ ପାର୍ବଣ ଋତୁ ପୂର୍ବରୁ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ, ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ, ସରକାର ସାରା ଦେଶରେ ଚିନି ବ୍ୟବସାୟୀଙ୍କ ଉପରେ ସଂରକ୍ଷଣ ସୀମା (ଷ୍ଟକ୍ ହୋଲ୍ଡିଂ ସୀମା ) ଲାଗୁ କରିବାକୁ ନିଷ୍ପତ୍ତି…

ପୁଣି ତାତିବ ଯନ୍ତରମନ୍ତର: ଖାକିର ସମ୍ମାନ ପାଇଁ ଏଥର ରାଜରାସ୍ତାକୁ ଓହ୍ଲାଇବେ ଅବସରପ୍ରାପ୍ତ ପୋଲିସ!

ନୂଆଦିଲ୍ଲୀ: ଗତ ଜୁଲାଇ ୨୦ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା 'ସଂସଦ ଚଲୋ' ଆନ୍ଦୋଳନ ସମୟରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଆହତ ପୋଲିସ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ ସମ୍ମାନ ତଥା ସମର୍ଥନରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ…

ସଂସଦରେ ତୁମୁଳ କାଣ୍ଡ! ପେପର ଲିକ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡ଼ା କଲେ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି-ପେପର ଲିକ୍ ବିଲ୍ ଏବଂ ପରୀକ୍ଷା ସଂସ୍କାରକୁ ନେଇ କ୍ଷମତାସୀନ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଲୋକସଭାରେ ବିତର୍କ ସମୟରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ…

ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ କାହିଁକି ମିଳିଲା ସ୍ୱାଗତ? ସଂସଦରେ ଉଠିଲା ସାଙ୍ଘାତିକ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନିଟ୍ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ସରଗରମ ରହିଛି। ଆଣ୍ଟି-ପେପର ଲିକ୍ ବିଲ୍ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭାରେ କେନ୍ଦ୍ର…

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ବାଧକ: ୨ ଦିନ ସ୍ଥଗିତ ରହିଲା ଚାରଧାମ ଯାତ୍ରା

ଡେରାଡୁନ: ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏହି ପ୍ରରିପେକ୍ଷିରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ…

କେନ୍ଦ୍ର ସରକାର ଡିଜିଟାଲ୍ ଆରେଷ୍ଟକୁ ଏକ ଅଲଗା ଅପରାଧ ଭାବେ ବିଚାର କରିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଆରେଷ୍ଟ ଏବଂ ଅନଲାଇନ୍ ଠକେଇର ଦ୍ରୁତ ବୃଦ୍ଧି ପାଉଥିବା ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଡିଜିଟାଲ ଆରେଷ୍ଟକୁ ଫୌଜଦାରୀ ଆଇନରେ ସ୍ପଷ୍ଟ ଭାବରେ…

Justice for cops: ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇବେ; ଏହି ଦିନ ଜନ୍ତର ମନ୍ତର ଠାରେ କରିବେ…

ନୂଆଦିଲ୍ଲୀ:ଜୁଲାଇ ୨୦ ତାରିଖରେ ସିଜେପି (CJP)ର ସଂସଦ ଅଭିମୁଖେ ଶୋଭାଯାତ୍ରା ସମୟରେ ପୋଲିସ୍ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ବିରୋଧ କରିବା ପାଇଁ ଅବସରପ୍ରାପ୍ତ ଦିଲ୍ଲୀ ପୋଲିସ୍ ଅଧିକାରୀମାନେ ଜୁଲାଇ ୩୧ ତାରିଖରେ ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି…