Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ପଶ୍ଚିମବଙ୍ଗରେ ନିୟନ୍ତ୍ରଣକୁ ଆସୁନି ହିଂସା : ୧୪୪ ଧାରା ଲାଗୁ

ଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଶନିବାରଠାରୁ ହିଂସା ଜାରି ରହିଛି । ହାଓଡାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ମାଡ ସହ ବ୍ୟାପକ ପୋଡାଜଳା ହେବା ଘଟଣା ପରେ ଅଧିକାଂଶ ଇଲାକାରେ ୧୪୪ ଲାଗୁ ହୋଇଛି । ହାଓଡାରେ ପରିସ୍ଥିତି…

ପଶ୍ଚିମବଙ୍ଗରେ କାହିଁକି ହାରିଲା ବିଜେପି ? ବର୍ଷେ ପରେ ନଡ୍ଡା କହିଲେ କାରଣ

କୋଲକାତା: ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବୋଲି ବିଜେପି ହୁଙ୍କାର ଦେଇଥିଲା। ଆଉ ଏଥିପାଇଁ ବିଜେପି ତାର ସମସ୍ତ ହେବିଓ୍ୱେଟଙ୍କୁ ମଧ୍ୟ ଲଗାଇଥିଲା। ହେଲେ ନିର୍ବାଚନ ଫଳାଫଳରେ ଦାବି ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲା ବିଜେପି। ଏବେ ଆଗକୁ ସାଧାରଣ ନିର୍ବାଚନ ରହିଛି। ତେଣୁ ବିଜେପିର ଶୀର୍ଷ…

ଆଗୁଆ ମୌସୁମୀ ଛୁଇଁଲା ପଶ୍ଚିମବଙ୍ଗ, ଖୁବଶୀଘ୍ର ଓଡ଼ିଶାରେ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଲା ପଶ୍ଚିମବଙ୍ଗ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାର ସ୍ୱାଭାବିକ ବର୍ଷା ଆରମ୍ଭ ହୋଇଛି। ଚଳିତଥର ପଶ୍ଚିମବଙ୍ଗରେ 4 ଦିନ ପୂର୍ବରୁ ମୌସୁମୀ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଜୁନ୍ 8 ସୁଦ୍ଧା କୋଚବିହାର…

ପଶ୍ଚିମବଙ୍ଗରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକେ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର କିଛି ଦିନ ପରେ ପୁଣି ଜଣେ ନାବାଳିକା ନିଜ ସମ୍ପର୍କୀୟଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା।…

ଟିଏମସି ନେତାଙ୍କୁ ହତ୍ୟା ପରେ ଗାଁରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୧୦ ଜୀବନ୍ତଦଗ୍ଧ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ହତ୍ୟା ପରେ ଗତକାଲି ରାତିରେ ବୀରଭୂମର ରାମପୁରହାଟର ବୋଗତୁଇ ଗାଁରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୮ ଜଣ ଆହତ ହୋଇଥିବା କୁହାଯାଉଛି।…

ସାବାସ ମହାଶ୍ୱେତା: ୟୁକ୍ରେନରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଆଣିଛନ୍ତି ୨୪ ବର୍ଷୀୟ ଝିଅ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଘନଘଟା ଭିତରେ ହଜାର ହଜାର ଭାରତୀୟ ସୁରକ୍ଷିତ ଭାବରେ ସ୍ୱଦେଶ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଭିଯାନରେ ସେମାନେ ଭାରତ ଫେରିଛନ୍ତି । ଏହି ଅଭିଯାନରେ ସାମିଲ ଥିବା କୋଲକାତାର ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀଙ୍କୁ ନେଇ ଏବେ ସବୁଠି…

ବିଧାୟକଙ୍କୁ ହତ୍ୟା ଧମକ, ନିଜ ରକ୍ଷା ପାଇଁ ପୋଲିସକୁ ଲେଖିଲେ ଚିଠି

ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସର ବିଧାୟକ ଶୌକତ ମୌଲାଙ୍କୁ କିଛି ଲୋକ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ବିଧାୟକ ମୌଲା ନିଜ ପାଇଁ ସୁରକ୍ଷା ଦାବି କରି ଜିବନ୍ତଲା ପୋଲିସକୁ ଏକ ଚିଠି ଲେଖିଛନ୍ତି । ତାଙ୍କୁ ଯେ କୌଣସି ସମୟରେ ହତ୍ୟା କରାଯାଇପାରେ ବୋଲି କହିଛନ୍ତି ।…

ଫେବ୍ରୁଆରୀ ୩ରୁ ଖୋଲିବ ସ୍କୁଲ୍ କଲେଜ

ପଶ୍ଚିମବଙ୍ଗ: କରୋନା ଗ୍ରଫ୍ ଖସୁଥିବାରୁ ଆସନ୍ତ ଫେବ୍ରୁଆରୀ ୩ରୁ ଅଷ୍ଟମରୁ ଦ୍ୱାଦଶ ମଧ୍ୟରେ ସ୍କୁଲ ଖୋଲିବ । ଏହା ସହିତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଫିଜିକାଲ କ୍ଲାସ ହେବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ଘୋଷଣା କରିଛନ୍ତି । ସେହିପରି…

ଆରପାରିରେ ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କୋଚ୍

କୋଲକାତା: ଚାଲିଗଲେ ଦେଶର ମହାନ ଫୁଟବଲ୍ ତାରକା ସୁବାସ ଭୌମିକ । ସେ ଭାରତୀୟ ଫୁଟବଲ ଟିମର କୋଚ ମଧ୍ୟ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ସେ ଗତ ୩ମାସ ଧରୀ କିଡ଼ୀ ରୋଗରେ ପୀଡ଼ିତ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩…

ନିଆରା ବାହାଘର: ଗୁଗୁଲ ମିଟରେ ଯୋଗଦେବେ ନିମନ୍ତ୍ରିତ ଅତିଥି, ଜୋମାଟୋରେ ପହଞ୍ଚିବ ଖାଦ୍ୟ

କୋଲକାତା: କରୋନା ମହାମାରୀ ଆମ ଜୀବନକୁ ବଦଳାଇଦେଇଛି । ଜୀବିକା ସହ ସାଧାରଣ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା ମଧ୍ୟରେ ମହାମାରୀ ସମୟରେ ବିବାହ ପଦ୍ଧତିକୁ ମଧ୍ୟ ବଦଳାଇଦେଇଛି । ସମସ୍ତଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ଅନେକ ଦମ୍ପତ୍ତି ବର୍ତ୍ତମାନ ଘରେ ବିବାହ କିମ୍ବା…