Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

NDRF ଅଫିସରଙ୍କୁ ସଲାମ୍: ପାଣିଘେରରୁ ନବଜାତକୁ ଉଦ୍ଧାର, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

କୋଲକାତା: ବାତ୍ୟା ୟସ୍ ପ୍ରଭାବରେ ପଶ୍ଚିମବଙ୍ଗରେ ବିଭୀଷିକା । ଅନେକ ଅଞ୍ଚଳ ଜଳବନ୍ଦୀ । ବିଶେଷ ଭାବରେ ପ୍ରଭାବିତ ହୋଇଛି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା । ବାତ୍ୟା ମୁକାବିଲା ଭିତରେ ଏନଡିଆରଏଫ ଟିମର ଉଦ୍ଧାର ଅଭିଯାନର ଏକ ଚିତ୍ରକୁ ନେଇ ଏବେ ଚର୍ଚ୍ଚା । ଆଣ୍ଠୁଏ ପାଣିରେ ଜଣେ ନବଜାତଙ୍କୁ…

ଶପଥ ନେଲେ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ମନ୍ତ୍ରୀ

କୋଲକାତା: ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ସମସ୍ତ ମନ୍ତ୍ରୀ ପଦ ଓ ପୋଗନୀୟତାର ଶପଥପାଠ କରିଛନ୍ତି । ସେମାନଙ୍କୁ ଶପଥପାଠ କରାଇଥିଲେ ରାଜ୍ୟପାଳ । ପୂର୍ବରୁ…

ବେଙ୍ଗଲ ବ୍ୟାଟଲରେ ବିଜେପିର ୫ ସାଂସଦ ପ୍ରାର୍ଥୀ: ହାରିଲେ ୩ ହେଭିଓ୍ୱେଟ୍, ଜିତିଲେ ୨

ନୂଆଦିଲ୍ଲୀ: ବିଜେପିର ବଙ୍ଗ ଦଳକ ସ୍ୱପ୍ନ ଧୂଳିସାତ ହୋଇଛି । ପଦ୍ମ ଦଳର ଦମ୍ଭ ଭାଙ୍ଗି ଦେଇଛି ଟିଏମସି । ମମତା ବାନାର୍ଜୀଙ୍କ କରିସ୍ମା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ଶାହ ଓ ନଡ୍ଡାଙ୍କ ଷ୍ଟ୍ରାଟେଜୀ କାମ ଦେଲାନି । ମାଳ ମାଳ କେନ୍ଦ୍ରମନ୍ତ୍ରୀ ଓ ଯୋଗୀଙ୍କ ହାଇଭୋଲଟେଜ୍ ପ୍ରଚାର…

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ମମତାଙ୍କ ଭାଗ୍ୟ ପରୀକ୍ଷା

ପଶ୍ଚିମବଙ୍ଗ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୩୯ଟି ବିଧାନସଭା ଆସନରେ ମତଦାନ ଚାଲିଛି । ପଶ୍ଚିମବଙ୍ଗର ୩୦ ବିଧାନସଭା ଆସନ ମଧ୍ୟରେ ବହୁ ଚର୍ଚ୍ଚି ନନ୍ଦିଗ୍ରାମ ପାଇଁ ଆଜି ଭୋଟ୍ ପଡ଼ିବ । ଏଠାରେ…

ପୂର୍ବତନ କ୍ରିକେଟ ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଟିଏମସି ସମର୍ଥକଙ୍କ ଆକ୍ରମଣ

କୋଲକାତା: ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଆଜି ଟିଏମସି ସମର୍ଥକମାନେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସରେ ଟିଏମସି ଏହି ଘୃଣ୍ୟ କାମ କରିଛି ବୋଲି ଦିଣ୍ଡା ସିଧାସଳଖ ଅଭିଯୋଗ ଆଣିଛନ୍ତି । ୫୦ରୁ ଊର୍ଦ୍ଧ୍ୱ…

ଚାଲିଗଲେ ଟିଏମସି ଗୁଣ୍ଡାଙ୍କ ମାଡରେ ଗୁରୁତର ଆହତ ହୋଇଥିବା ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାର

କୋଲକାତା: ନିର୍ବାଚନରେ କ୍ଷମତା ହାତେଇବା ନିଶାରେ ଏବେ ଅଧିକାଂଶ ପାର୍ଟି ହିଂସାକୁ ଆପଣାଇ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିବଙ୍ଗର ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାରଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ଟିଏମସିର କେତେକ ଗୁଣ୍ଡା ବିଜେପି କର୍ମୀ ଗୋପାଳ ମଜମୁଦାର ଏବଂ ତାଙ୍କ ମାଆ…

ପଶ୍ଚିମବଙ୍ଗରେ ଚାଲିଛି ଟେପ୍ ୱାର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବିଜେପି ଆଉ ଟିଏମସି ମଧ୍ୟରେ ସିଧାସଳଖ ଟକ୍କର ଚାଲିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ସହଯୋଗ କରିବା ପାଇଁ ଜଣେ ବିଜେପି ନେତାଙ୍କୁ ଅନୁରୋଧ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ବିଜେପି ଏଥିନେଇ ଟିଏମସି ଖୋଲାଖୋଲି…

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ସକାଳ…

ନିର୍ବାଚନ ପୂର୍ବରୁ ହିଂସା: ଟିଏମସି ପାର୍ଟି ଅଫିସରେ ବିସ୍ଫୋରଣ, ୩ ଆହତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଯାହା ହେବ ବୋଲି ଆଶା କରାଯାଉଥିଲା ତାହା ଘଟିବାରେ ଲାଗିଛି । ଏହାର ଆଉ ଏକ ପ୍ରମାଣ ହେଲା ଶୁକ୍ରବାର ଟିଏମସି ଅଫିସରେ ବିସ୍ଫୋରଣ । ବଙ୍କୁରା ଜିଲାର ଜୋୟପୁରରେ ଥିବା ଏହି ଅଫିସରେ ବିସ୍ଫୋରଣ ଘଟିବା ଫଳରେ ୩ଜଣ ଟିଏମସି କର୍ମୀ ଆହତ ହୋଇଛନ୍ତି । ବାମପନ୍ଥୀ ଓ…

ଦିଦିଙ୍କ ଖେଲା ହୋବେ, ମୋଦିଙ୍କ ଜବାବ ଖେଲା ଶେଷ ହୋବେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବ୍ୟାଟଲ୍ ଗ୍ରାଉଣ୍ଡ । ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି । ତାଙ୍କୁ ଆଜି…