Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

‘ଗାଙ୍ଗୁଲିଙ୍କ ପରି ବିଜେପି ମଧ୍ୟ ଏଥର ଛକା ମାରିବ’

କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦାଦା କିନ୍ତୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇ ନାହାନ୍ତି । ତେବେ ରକ୍ଷାମନ୍ତ୍ରୀ…

ମମତାଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଲେ ଶୁଭେନ୍ଦୁ

କୋଲକାତା: ବିଜେପିର ଶୁଭେନ୍ଦୁ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ନାମାଙ୍କନ ପତ୍ର ସତ୍ୟପାଠରେ ମମତା ତାଙ୍କ ବିରୋଧରେ ଥିବା ୬ ମାମଲାର ତଥ୍ୟ ଦେଇ ନାହାନ୍ତି । ଶୁଭେନ୍ଦୁ ଏ ନେଇ ନିର୍ବାଚନ ଆୟୋଗଙ୍କ…

ଭାଇରାଲ୍ ପୋଷ୍ଟମୋର୍ଟମ: ବିସିସିଆଇ ଛାଡି ରାଜନୀତିରେ ପାଦ ଥାପିବେ କି ସୌରଭ ଗାଙ୍ଗୁଲି ?

ଭୁବନେଶ୍ୱର: ଅଭିନେତାରୁ ନେତା ସାଜିଛନ୍ତି ବଲିଉଡର ଦାଦା ମିଥୁନ ଚକ୍ରବର୍ତ୍ତୀ । ଆଉ ଏବେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ନାଁ ସାମ୍ନାକୁ ଆସିଛି । ଏପରିକି ତାଙ୍କ ନାଁରେ ପୋଷ୍ଟର ବି ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ହେଲେ ଗୋଟିଏ ନୁହେଁ ବରଂ ଏକାଧିକ ରାଜନୈତିକ ଦଳର…

ନିର୍ବାଚନୀ ତାରିଖ ଘୋଷଣା ହେବା ପୂର୍ବରୁ ମମତାଙ୍କ ଘରେ ହେଲା ବିଶେଷ ପୂଜା 

କୋଲକାତା:ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ସ୍ଵତନ୍ତ୍ର ପୂଜା ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । କୋଲକାତା ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ମମତା ଏହି ପୂଜା ଆୟୋଜନ…

ଦିଦିଙ୍କ ଅଭିନବ ପ୍ରତିବାଦ, ତୈଳ ଦର ବୃଦ୍ଧି ନେଇ ମମତାଙ୍କ ଇ-ସ୍କୁଟର ରାଲି

କୋଲକାତା: ଦେଶରେ ପଟେରାଲ ଡିଜେଲ ଦର ଆକାଶଛୁଆଁ । ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ଲଗାତାର ବିରୋଧ କରୁଛନ୍ତି । ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମମତା ତୈଳ ଦର ବିରୋଧରେ ଇ-ସ୍କୁଟରରେ…

କାର୍‌ରେ ଡ୍ରଗ୍ସ ଆଣୁଥିବା ଅଭିଯୋଗରେ ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍

କୋଲକାତା: କାର୍‌ରେ କୋକିନ୍‌ ଆଣୁଥିବା ବେଳେ ବିଜେପି ଯୁବ ନେତ୍ରୀ ଗିରଫ । ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ । ସେ ନିଜ କାର୍‌ରେ କୋକିନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍ । ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ କୋଲକାତାର ନ୍ୟୁ…

ଅଧୀର ରଞ୍ଜନଙ୍କ ଅଭିଯୋଗର ଉତ୍ତର ପ୍ରମାଣ ସହ ରଖିଲେ ଅମିତ ଶାହ

ନୂଆଦିଲ୍ଲୀ:ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ସେ କହିଥିଲେ ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ ବେଳେ ଟାଗୋରଙ୍କ ଚୌକିରେ ଅମିତ ଶାହ ବସି ତାଙ୍କୁ ଅସମ୍ମାନିତ କରିଛନ୍ତି । ଆଜି ଏଥିନେଇ ମୁହଁ…

ମମତାଙ୍କ ଭାଇ ଧରିବେ ପଦ୍ମ

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଖବର ମୁତାବକ ମମତା ବାନାର୍ଜୀଙ୍କ ଭାଇ କାର୍ତିକ ବାନାର୍ଜୀ ବିଜେପିରେ ମିଶିବାକୁ ଯାଉଛନ୍ତି । ଟିଏମସି ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବା ପରେ କହିଥିଲେ, ମମତାଙ୍କ…

ପୁଣି ‌ସୌରଭ ଗାଙ୍ଗୁଲିଙ୍କର କରାଗଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା:  କୋଲକାତା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି । ଆଜି ତାଙ୍କର ପୁଣି ଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଏହାସହ ହୃତ୍‌ପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ…

ପଶ୍ଚିମବଙ୍ଗ ନିର୍ବାଚନ: ଇସ୍ତଫା ଦେଲେ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ପାଇଁ ସବୁ କିଛି ଠିକ୍ ନାହିଁ । ତୁଙ୍ଗ ନେତା ଖୋଲାଖୋଲି ଭାବେ ବିଦ୍ରୋହ କରିବା ପରେ ଅନେକ ଦଳ ଛାଡୁଛନ୍ତି ଏବଂ ଇସ୍ତଫା ଦେଉଛନ୍ତି । ଏହି ଧାରାରେ ସାମିଲ ହେଇଛନ୍ତି ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ସେ ରାଜ୍ୟ…