Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

କୋଲକାତା ପୋର୍ଟ ଟ୍ରଷ୍ଟରେ ଡିଜିଟାଲ୍ ପୁସ୍ ପାଇଁ ବିନିଯୋଗ ହବ ୪୦କୋଟି

କୋଲକାତା: ଶ୍ୟାମା ପ୍ରସାଦ ମୁଖାର୍ଜୀ  ନାମିତ କୋଲକାତା ବନ୍ଦର ଟ୍ରଷ୍ଟରେ ଡିଜିଟାଲ୍ ଟେକ୍ନୋଲୋଜି ରେ କାର୍ଯ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ବ୍ୟବସାୟ ପ୍ରକିୟାକୁ ସହଜ କରିବା ପାଇଁ ଉଦିଷ୍ଟ ବିଭିନ୍ନ ପ୍ରକଳ୍ପ ପାଇଁ ଏହା ୪୦କୋଟି ଟଙ୍କା  ବ୍ୟୟ ବରାଦ କରାଯିବ ବୋଲି ବୁଧବାର  ଜଣେ ଅଧିକାରୀ…

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ…

ମମତାଙ୍କ ବଡ଼ ଘୋଷଣା: ବ୍ରାହ୍ମଣ ପୁରୋହିତଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଗୃହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରାହ୍ମଣ ପୁରୋହିତମାନଙ୍କ ପାଇଁ ମାସିକ ଭତ୍ତା,ମାଗଣା ଗୃହ ଘୋଷଣା କରିଛନ୍ତି । ୨୦୨୧ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମମତା "ଆପତ୍ତିଜନକ ରାଜନୀତି" କରୁଥିବା ଅଭିଯୋଗର ସମ୍ମୁଖୀନ ହେବାପରେ ଏହି ଘୋଷଣା କରିଛନ୍ତି।…

[ଭାଇରାଲ୍ ଭିଡିଓ] ଜନ୍ମଦିନରେ ବୃଦ୍ଧାଙ୍କ ଚକିତକର କାରନାମା !

କୋଲକାତା: ସତରେ ଖୁସୀ ମନାଇବା ପାଇଁ ନାହିଁ କୌଣସି ବୟସ ସୀମା । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା । ନିଜ ଜନ୍ମଦିନରେ ପରିବାର ଲୋକଙ୍କ ସହ ମିଶି ବୃଦ୍ଧା ଜଣକ ଫୁଲ୍ ଦମ୍‌ରେ ଡାନ୍ସ କରିଥିଲେ । ତାଙ୍କ ଡାନ୍ସିଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍…

ସୁନା ମାସ୍କ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ଏଲ୍‌ଇଡି ମାସ୍କ !

ପଶ୍ଚିମବଙ୍ଗ: ସୋସିଆଲ୍ ମିଡିଆରେ ଭାଇରାଲ୍ । ଓଡିଶାର ସୁନା ମାସ୍କ ପରେ ପଶ୍ଚିମବଙ୍ଗର ଏଲଇଡି ମାସ୍କ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଲ୍‌ଇଡି ମାସ୍କ । ୨୪ ପ୍ରଗଣାର ଗୌର ନାଥଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି । ତେବେ ଚର୍ଚ୍ଚାରେ ରହିବାକୁ ନୁହେଁ…

ପୂର୍ବତନ କ୍ରିକେଟର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀଙ୍କୁ କରୋନା, ସମ୍ପୂର୍ଣ୍ଣ ପରିବାର କ୍ୱାରେଂଟାଇନରେ

କଲିକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଲାଙ୍କ ପତ୍ନୀ କରୋନା ପଜିଟିଭ ଥିବା ଜଣାପଡିଛି । ଏହା ଜଣା ପଡିବା ପରେ ଶୁକ୍ଲାଙ୍କ ପରିବାରକୁ କ୍ୱାରେଂଟାଇନରେ ରଖାଯାଇଛି । ପଶ୍ଚିମବଙ୍ଗର ଖେଳ ରାଜ୍ୟ ମନ୍ତ୍ରୀ ଶୁକ୍ଲାଙ୍କ ପତ୍ନୀ ସ୍ମିତା ସାନ୍ୟାଲ ପରିବାର କଲ୍ୟାଣ…

ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ

କୋଲକାତା: ମହାମାରୀ କରୋନା ଏବଂ ବାତ୍ୟା ଆମ୍ଫନ୍ ସଂକଟ ଯୋଗୁଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ର ସମସ୍ତ ସ୍କୁଲ ତଥା କଲେଜ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଅଛି । ଗତ ମଇ ୨୧ ତାରିଖ ରେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଆମ୍ଫନ୍ ଯୋଗୁ ବୋହିଥିବା ପବନ ତଥା…

ତୁଟିଲା ଗେଣ୍ଡା ଫୁଲ୍ ବିବାଦ, ୫ ଲକ୍ଷ ଟଙ୍କା ପାଇଲେ ରତନ କହର !

ପଶ୍ଚିମବଙ୍ଗ: ମ୍ୟୁଜିକ ଭିଡିଓ ଗେଣ୍ଡା ଫୁଲକୁ ନେଇ ଉଠିଥିବା ବିବାଦ ଏବେ ଶିଥିଳ ପଡିଛି । ରାପର୍ ବାଦଶାହଙ୍କଠାରୁ ୫ ଲକ୍ଷ ଟଙ୍କା ପାଇଲେ ଭେଟେରାନ୍ ଲିରିକ୍ସ ରାଇଟର୍ ରତନ କହର । ବୁଧବାର ଏହି ଟଙ୍କା ବାଦଶାହଙ୍କଠାରୁ ପାଇଥିବା ନେଇ ରତନଙ୍କ ପୁଅ ସ୍ୱୀକାର କରିଛନ୍ତି । ତେବେ ଟଙ୍କା ନୁହେଁ…

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି । ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ…

ଦୈନିକ ୧୦ ହଜାର ଲୋକଙ୍କୁ ଖାଦ୍ୟ ଦେବେ ଗାଙ୍ଗୁଲି

କୋଲକାତା: ବିସିିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ଭାଇରସ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି । ସେ ଦୈନିକ ୧୦ ହଜାର ଲୋକଙ୍କ ଖାଦ୍ୟ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । ସେ ଇସ୍କନର କୋଲକାତା ସେଣ୍ଟରର ସହଭାଗିତାରେ ପ୍ରତିଦିନ ଖାଦ୍ୟ ଯୋଗାଇବାକୁ…