Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ତୁଟିଲା ଗେଣ୍ଡା ଫୁଲ୍ ବିବାଦ, ୫ ଲକ୍ଷ ଟଙ୍କା ପାଇଲେ ରତନ କହର !

ପଶ୍ଚିମବଙ୍ଗ: ମ୍ୟୁଜିକ ଭିଡିଓ ଗେଣ୍ଡା ଫୁଲକୁ ନେଇ ଉଠିଥିବା ବିବାଦ ଏବେ ଶିଥିଳ ପଡିଛି । ରାପର୍ ବାଦଶାହଙ୍କଠାରୁ ୫ ଲକ୍ଷ ଟଙ୍କା ପାଇଲେ ଭେଟେରାନ୍ ଲିରିକ୍ସ ରାଇଟର୍ ରତନ କହର । ବୁଧବାର ଏହି ଟଙ୍କା ବାଦଶାହଙ୍କଠାରୁ ପାଇଥିବା ନେଇ ରତନଙ୍କ ପୁଅ ସ୍ୱୀକାର କରିଛନ୍ତି । ତେବେ ଟଙ୍କା ନୁହେଁ…

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି । ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ…

ଦୈନିକ ୧୦ ହଜାର ଲୋକଙ୍କୁ ଖାଦ୍ୟ ଦେବେ ଗାଙ୍ଗୁଲି

କୋଲକାତା: ବିସିିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ଭାଇରସ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି । ସେ ଦୈନିକ ୧୦ ହଜାର ଲୋକଙ୍କ ଖାଦ୍ୟ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । ସେ ଇସ୍କନର କୋଲକାତା ସେଣ୍ଟରର ସହଭାଗିତାରେ ପ୍ରତିଦିନ ଖାଦ୍ୟ ଯୋଗାଇବାକୁ…

ପଶ୍ଚିମବଙ୍ଗରେ ପ୍ରଥମ କରୋନା ମୃତ୍ୟୁ

କୋଲକାତା: ସାରା ବିଶ୍ୱରେ କରୋନାଭାଇରସର ଭୟାବହ ରୂପ ଦେଖିବାକୁ ମିଳୁଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ଜନିତ ଜଣେ ୫୭ ବର୍ଷୀୟ ବୃଦ୍ଧା ପଶ୍ଚିମବଙ୍ଗର କୋଲକାତା ହସ୍ପିଟାଲରେ ଜୀବନ ହାରିଛନ୍ତି । ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ କରୋନା ଜନିତ ମୃତ୍ୟୁ ।…

ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟରେ ଟିଏମସି

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡରୁ ବିଦା ହେବା ପରେ ପ୍ରଶାନ୍ତ କିଶୋରଙ୍କୁ ନେଇ ତୃଣମୂଳ କଂଗ୍ରେସ ରାଜନୀତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨୬ ମାର୍ଚ୍ଚରେ…

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ସିଏଏ ବିରୋଧୀ ପ୍ରସ୍ତାବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, ନାଗରିକତା ସଂଶୋଧନ ଆଇନ ଲୋକ ବିରୋଧୀ ଓ ଏହାକୁ ଅତିଶୀଘ୍ର ରଦ୍ଦ କରିଦିଆଯିବା ଉଚିତ୍ । ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ…

ପଶ୍ଚିମବଙ୍ଗରେ ମମତାଙ୍କ ବାଜିମାତ୍; ପଛରେ ରହିଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ୩ଟି ବିଧାନସଭା ଉପ-ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଜିତାପଟ ହାସଲ କରିଛି । ଏହି ଉପନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହି ତିନିଟି ଆସନରେ ଆଶାତୀତ…