Latest Odisha News

BREAKING NEWS

Browsing Category

ତେଲେଙ୍ଗାନା

Telengana

କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ

ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍‌କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ । ଆଜି…

ପୋଲିସ ଜାଲରେ ସିରିଏଲ୍ କିଲର, ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି କରିଛି  ହତ୍ୟା

ହାଇଦ୍ରାବାଦ : ବିବାହର କିଛିଦିନ ପରେ ପତ୍ନୀ ଅନ୍ୟ ପୁରୁଷ ସହ ଫେରାର ହୋଇଗଲା । ମାନସିକ ଭାରସାମ୍ୟ ହରାଇବସିଲା ସ୍ୱାମୀ । ଏହାପରେ ମହିଳାଙ୍କ ପ୍ରତି ଘୃଣାଭାବ ଆସିଯାଇଥିଲା । ସ୍ବାମୀରୁ ପାଲଟିଗଲା ସିରିଏଲ୍‌ କିଲର୍‌ । ଗୋଟିଏ ଦୁଇଟି ନୁହେଁ ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି…

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ…

ସ୍ୱତନ୍ତ୍ର ପରାମର୍ଶ ନେଇ ହସ୍ପିଟାଲ ଛାଡିଲେ ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ତଥା ରକ୍ତଚାପରେ ଅନିୟମିତତା ସମସ୍ୟା ପାଇଁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ହସ୍ପିଟାଲରୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ: ଫିଲ୍ମ ଅନ୍ନାଥେର ୮ ଜଣ କ୍ରିଉ ମେମ୍ବର କରୋନାରେ ସଂକ୍ରମିତ ହେବା ପରେ ହାଇଦ୍ରାବାଦ ଫେରିଥିଲେ ସୁପରଷ୍ଟାର ରଜନକାନ୍ତ । ହେଲେ ଆଜି ସକାଳୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପରେ ଅନିୟମିତତା ଯୋଗୁଁ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

କିଏ ଅଟକାଇଲା ରଜନୀକାନ୍ତଙ୍କ ଫିଲ୍ମର ସୁଟିଂ ?

ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଚଳଚ୍ଚିତ୍ର ଜଗତ । ହେଲେ ଧିରେଧିରେ ସକ୍ରିୟ ହେବାରେ ଲାଗିଛି ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପ । ନିକଟରେ ଏହି ଧାରାରେ ସାମିଲ ହୋଇଥିଲେ ସୁପରଷ୍ଟାର ରଜନୀକାନ୍ତ । ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଫିଲ୍ମ…

ନିର୍ମାଣ ହେଲା ସୋନୁ ସୁଦଙ୍କ ମନ୍ଦିର !

ତେଲେଙ୍ଗାନା: ଜିଅନ୍ତା ଦିଅଁ ପାଲଟିଲେ ଅଭିନେତା ସୋନୁ ସୁଦ । କରୋନା ମହମାରୀରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶାରୁ ଉଦ୍ଧାର କରି ଏହି ଅଭିନେତା ଅନେକଙ୍କ ପାଇଁ ଭଗବାନ ପାଲଟିଛନ୍ତି । ସୋନୁ ସୁଦଙ୍କ ଅବଦାନର ପ୍ରତିଦାନ ସ୍ୱରୂପ ତେଲେଙ୍ଗାନାର ଡୁବା ତାଣ୍ଡା ଗାଁର ଲୋକେ ଏକ ମନ୍ଦିର ନିର୍ମାଣ…

ସରିଲା ‘କେଜିଏଫ୍‌-୨’ର ସୁଟିଂ, ଜାଣନ୍ତୁ ସଂଜୟ ଓ ୟଶଙ୍କ ହାଲଚାଲ୍

ହାଇଦ୍ରାବାଦ: ସରିଲା ବହୁଚର୍ଚ୍ଚିତ ତଥା ଅପେକ୍ଷିତ ଫିଲ୍ମ 'କେଜିଏଫ୍‌-୨'ର ସୁଟିଂ । ଘରକୁ ବାହୁଡିଲେ ଦୁଇ ସୁପରଷ୍ଟାର ସଂଜୟ ଦତ୍ତ ଓ ୟଶ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ସରିଥିଲାବେଳେ ସଂଜୟ ଦତ୍ତ ବି ନିଜ ଭାଗର ସୁଟିଂ ସାରିଛନ୍ତି । ସୁଟିଂ ସାରି…

[ଭିଡ଼ିଓ] ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ AIMM ନେତା

ତେଲେଙ୍ଗାନା: ସୋସିଆଲ ମିଡିଆରେ ଅଲ୍ ଇଣ୍ଡିିଆ ମଜଲିସ୍ –ଏ- ଇତିହାଦୁଲ୍‌- ମୁସଲିମିନ୍ (AIMM) ନେତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଛି । ବିଚ୍ ରାସ୍ତାରେ ଏହି ନେତା ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳିମାଡ କରିବା ସହ ଛୁରାଘାତ ବି କରିଥିଲେ । ଶୁକ୍ରବାର ଏହି ଘଟଣାଟି…

କେଉଁ ଦଳ ପାଇଁ କଂଗ୍ରେସ ଛାଡିଲେ ଅଭିନେତ୍ରୀ ବିଜୟାଶାନ୍ତି ?

ହାଇଦ୍ରାବାଦ: ଅଭିନେତ୍ରୀରୁ ପଲିଟିସିଆନ୍ ପାଲଟିଥିବା ବିଜୟାଶାନ୍ତି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆସନ୍ତା ସୋମବାର ବିଜୟାଶାନ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । ବିଜେପିରେ ଯୋଗଦେବା ସହ ସୋମବାର…