Latest Odisha News

BREAKING NEWS

Browsing Category

ତେଲେଙ୍ଗାନା

Telengana

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି । ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ…

ଘରେ ମିଛ କହି କରୋନା ବିରୋଧରେ ଲଢିଲେ ତେଲେଙ୍ଗାନାର ରାମାକ୍ରିଷ୍ଣାନ !

ତେଲେଙ୍ଗାନା: ଲଖ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ପିଏଚ୍‌ଡି ସ୍କଲାର୍ ରାମାକ୍ରିଷ୍ଣାନ । ସାରା ଦେଶ ଲକ୍‌-ଡାଉନ୍ ଥିବାରୁ ଘରେ ରହି ନିଜ ବାପାଙ୍କୁ ଚାଷବାସରେ ସାହାଯ୍ୟ କରୁଥିଲେ । ହେଲେ ଏତିକିବେଳେ ନିଜ ବିଭାଗୀୟ ମୁଖ୍ୟଙ୍କଠାରୁ କଲ୍ ପାଇଁ ଘରୁ ବାହାରିପଡିଥିଲେ କରୋନା ବିରୋଧରେ…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…

ଦିଲ୍ଲୀରେ ମର୍କଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ କରୋନା ପଜିଟିଭଙ୍କର ତେଲେଙ୍ଗାନାରେ ମୃତ୍ୟୁ

ଏକ ଚିନ୍ତାଜନକ ଘଟଣାକ୍ରମରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ଜଣ ବ୍ୟକ୍ତିଙ୍କର ତେଲେଙ୍ଗାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ମଧ୍ୟରେ…

ଭାରତ ସରକାରକୁ ନକଲି ଆଧାର କାର୍ଡ ସମର୍ପଣ କରିବାକୁ ପ୍ରସ୍ତୁତ ରୋହିଂଗ୍ୟା ଶରଣାର୍ଥୀ ! ଜାଣନ୍ତୁ କାହିଁକି

ତେଲେଙ୍ଗାନା: ସାରା ଦେଶରେ ଏନଆରସି ଓ ସିଏଏକୁ ନେଇ ଆନ୍ଦୋଳନ ହେଉଛି । ଦିଲ୍ଲୀର ଶାହିନ ବାଗ ଆନ୍ଦୋଳନ ପୁରା ଦେଶର ବିରୋଧ ପ୍ରଦର୍ଶନର କେନ୍ଦ୍ର ଥିଲା । ଏବେ ଶାହିନ ବାଗ ପରେ ପୁଣି ଜାଫରାବାଦରେ ଆନ୍ଦୋଳନ ଉଗ୍ର ରୂପ ନେଇଛି । କିନ୍ତୁ ଏହା ମଧ୍ୟରେ ତେଲେଙ୍ଗାନାର ପାଖାପାଖି ୧୨୭ଜଣ ରୋହିଂଗ୍ୟା…