Latest Odisha News

BREAKING NEWS

Browsing Category

ତେଲେଙ୍ଗାନା

Telengana

କରୋନା ବାହାନାରେ ହସ୍ପିଟାଲରୁ କଏଦୀ ଚମ୍ପଟ୍ !

ହାଇଦ୍ରାବାଦ: କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୯ଜଣ କଏଦୀ । ହେଲେ କରୋନାକୁ ଆଳ କରି ଚମ୍ପଟ ମାରିଲେ ୪ କଏଦୀ । କଏଦୀଙ୍କ ପାଇଁ ପୋଲିସ ନାକେଦମ ହୋଇଥିଲାବେଳେ ସିସିଟିଭ ଫୁଟେଜରୁ ମିଳିଲାନି କୌଣସି ସୁରାକ୍ । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୧୫ଦିନ ପୂର୍ବରୁ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…

[ଭାଇରାଲ ଭିଡିଓ] କୋଟିକୋଟି ଟଙ୍କାର ଲାଂଚ କାରବାର, ଧରାପଡିଲେ ତହସିଲଦାର !

ତେଲେଙ୍ଗାନା: ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ପାଇଥିଲେ ଡାକରା । ହେଲେ ପତାକା ଉତ୍ତୋଳନକୁ ଆଡେଇ ଲାଂଚ ନେବାକୁ ମନସ୍ଥ କରିଥିଲେ ତହସିଲଦାର। ଶେଷରେ ଲାଂଚ ନେବା ଅଭିଯୋଗରେ ଆଣ୍ଟି କରପ୍ସନ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଶୁକ୍ରବାର ହାଇଦ୍ରାବାଦର କିସ୍‌ରା ତହସିଲଦାର ଏର୍ଭା…

ପୋଲିସ ହାବୁଡରେ କରୋନା ବାବା !

ହାଇଦ୍ରାବାଦ: କରୋନା ଭାଇରସ୍‌ର ଚିକିତ୍ସା କରିବା ନେଇ ପ୍ରଚାର ଜଣେ ଭଣ୍ଡବାବାକୁ ମହଙ୍ଗା ପଡିଛି । ଲୋକଙ୍କୁ ଠକିବା ଅଭିଯୋଗରେ ଜଣେ ଭଣ୍ଡବାବା ଓ ତାଙ୍କ ସହଯୋଗୀ ହାଇଦ୍ରାବାଦରେ ଗିରଫ ହୋଇଛନ୍ତି । କରୋନା ବାବା ଭାବେ ପରିଚିତ ମହମ୍ମଦ ଇସ୍ମାଇଲ ଓ ତାଙ୍କ ସହଯୋଗୀଙ୍କୁ ଶନିବାର ସାଇଦ୍ରାବାଦ…

ତେଲେଙ୍ଗାନା କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଭି.ହନୁମନ୍ଥ ରାଓ କରୋନା ସଂକ୍ରିମିତ ହୋଇଥିବା ଜଣାପଡିଛି । ପୂର୍ବତନ ପ୍ରଦେଶ କମିଟି ଅଧ୍ୟକ୍ଷ ଗଣମାଧ୍ୟମକୁ ନିଜ ଆଡୁ ଏହି ଖବର ଜଣାଇଥିଲେ । ୭୨ ବର୍ଷୀୟ ରାଓ ଜନ୍ମଦିନ ଅବସରରେ ସଫେଇ କର୍ମଚାରୀଙ୍କୁ କମ୍ବଳ ବାଂଟିଥିଲେ । ଏହା ପରେ ତାଙ୍କ…

ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା

ତେଲେଙ୍ଗାନା: ତେଲେଙ୍ଗାନାର ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା । ୱାରଙ୍ଗଲ ପୋଲିସ କହିଛି ଯେ, ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବ ନିଜ ପ୍ରେମିକାର ହତ୍ୟା କରିସାରିଛି ଏହାର ରହସ୍ୟ ନ ଖୋଲୁ ସେଥିପାଇଁ ସେ ନଅ ଜଣଙ୍କୁ ହତ୍ୟା କରିଥିଲା । ଗିରଫ ହେବାପରେ…

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି । ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ…

ଘରେ ମିଛ କହି କରୋନା ବିରୋଧରେ ଲଢିଲେ ତେଲେଙ୍ଗାନାର ରାମାକ୍ରିଷ୍ଣାନ !

ତେଲେଙ୍ଗାନା: ଲଖ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ପିଏଚ୍‌ଡି ସ୍କଲାର୍ ରାମାକ୍ରିଷ୍ଣାନ । ସାରା ଦେଶ ଲକ୍‌-ଡାଉନ୍ ଥିବାରୁ ଘରେ ରହି ନିଜ ବାପାଙ୍କୁ ଚାଷବାସରେ ସାହାଯ୍ୟ କରୁଥିଲେ । ହେଲେ ଏତିକିବେଳେ ନିଜ ବିଭାଗୀୟ ମୁଖ୍ୟଙ୍କଠାରୁ କଲ୍ ପାଇଁ ଘରୁ ବାହାରିପଡିଥିଲେ କରୋନା ବିରୋଧରେ…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…