Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ଉତ୍ତରପ୍ରଦେଶରେ ଆଜି ସରିବ ନିର୍ବାଚନ, ୫୪ଟି ଆସନ ମତଦାନ ଜାରି

ଲକ୍ଷ୍ନୌ: ଆଜି ସରିବ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଆଜି ଶେଷ ପର୍ଯ୍ୟାୟରେ ମତଦାନ ନିଆଯାଉଛି । ଆଜି ୫୪ ଆସନରେ ଭୋଟ ଗ୍ରହଣ ଚାଲିଛି । ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଉତ୍ତରପ୍ରଦେଶ ଭୋଟର । ଆଜି ଆଜମଗଡ଼, ଜାଉଁପୁର, ଗାଜିପୁର, ସୋନଭଦ୍ର, ବାରଣାସୀ, ମାଉ,…

ଏମିତି ଆସେ ମୃତ୍ୟୁ: ହଳଦି ସେରିମୋନୀ ବେଳେ କୂଳରେ ଖସି ପଡ଼ି ୧୩ ମହିଳାଙ୍କ ମୃତ୍ୟୁ

ଲକ୍ଷ୍ନୌ: ହଳଦି ସେରିମୋନୀ ବେଳେ ଅସାବଧାନତାରୁ କୂଳରେ ଖସି ପଡ଼ି ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ । ଟିକେ ପୂର୍ବରୁ ଯେଉଁଠି ହସଖୁସିରେ ପୂରା ଅଞ୍ଚଳ ଫାଟି ପଡୁଥିଲା ସେଠାରେ ଦୁଃଖର ଛାୟା ଖେଳିଗଲା । ଫିକା…

ବାପାଙ୍କ ପାଇଁ ଚିଠି ଲେଖି ୧୧ ମହଲା ଛାତରୁ ଡେଇଁପଡ଼ିଲେ ଯୁବତୀ

ଗାଜିଆବାଦ: ବାପା ଆପଣ ଥିଲେ କେହି ଖୁସିରେ ରହିପାରିବେନି । ମୁଁ ଯେଉଁ ଲକ୍ଷ୍ୟ ରଖି କାମ କରୁଥିଲି ତାହା ମିଳୁନାହିଁ । ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲିନି । କିଛି ଏଇଭଳି ଭାବେ ଏକ ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷିୟ ଫ୍ୟାସନ ଡିଜାଇନର । ଉତ୍ତରପ୍ରଦେଶର…

ଷ୍ଟାମ ପେପରେ ସର୍ତ୍ତ ରଖି ବାଜି ଲଗାଇଲେ ଦୁଇ ଦଳର କର୍ମୀ: ୨ ଗିରଫ

ଗାଜିଆବାଦ: ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୧ଟି ଜିଲ୍ଲାରେ ୫୮ଟି ଆସନରେ ଭୋଟ ହୋଇ ସାରିଛି । ଭୋଟ ପରେ ଗାଜିଆବାଦର ଲୋନି ବିଧାନସଭା କ୍ଷେତ୍ରକୁ ନେଇ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏଠାରେ ସମାଜବାଦୀ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଧାୟକ ପ୍ରାର୍ଥୀ ଦିଆଯାଇଥିବା ବେଳେ…

ଲଖିମପୁର ଖେରିରେ ଗାଡ଼ି ଚଢାଇ ଚାଷୀଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଜେଲରୁ ବାହାରିଲେ

ଉତ୍ତରପ୍ରଦେଶ: ଲଖିମପୁର ଖେରି ହିଂସା ଘଟଣା । ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ୍ । ଜାମିନ୍ ପରେ ସେ ଆଜି ଜେଲରୁ ବାହାରିଛନ୍ତି । ୫ଦିନ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ…

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୫୮ ଆସନରେ ଆଜି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି…

[ଭିଡ଼ିଓ] ନିଧିବନ ରଙ୍ଗମହଲ ତଳେ ରହସ୍ୟମୟ ଗୁମ୍ଫା

ଉତ୍ତରପ୍ରଦେଶ: ଧାର୍ମିକ ନଗରୀ ବୃନ୍ଦାବନ । ଆଉ ବୃନ୍ଦାବନରେ ରହିଛି ନିଧିବନ । ଯେଉଁଠି ପ୍ରଭୂ ଶ୍ରୀକୃଷ୍ଣ ଆଉ ମାଆ ରାଧାଙ୍କ ଆଗମନ ହୋଇଥାଏ। ରାଧାକୃଷ୍ଣ ଏଠାରେ ଜୀବନ୍ତ ପ୍ରତୀୟ ମାନ ହୋଇଥାନ୍ତି। ପରିସରରେ ଥିବା ରଙ୍ଗମହଲରେ ବିଶ୍ରାମ ନେଇଥାନ୍ତି ରାଧାକୃଷ୍ଣ । ଏହି ରଙ୍ଗମହଲରେ ସେମାନଙ୍କ…

ବେକରେ ଜୋତାମାଳ ପକାଇ ନିର୍ବାଚନ ପ୍ରଚାର

ଉତ୍ତରପ୍ରଦେଶ: ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଏବେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ…

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍…