Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ୟୁପିରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେ । ଉତ୍ତରପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିଛନ୍ତି । ୩୪୦ କିଲୋମିଟର ଲମ୍ବାର ଏକ୍ସପ୍ରେୱେର ବିଶେଷତ୍ୱ କେବଳ ଏହା ନୁହେଁ ଯେ ଏହା ବାରବାଙ୍କୀ,ଅମେଠି…

୨୭ବର୍ଷର ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ରାମନଗରୀ ଅଯୋଧ୍ୟାର ଶରୀଫଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଅଯୋଧ୍ୟା: ଅଜଣା ବ୍ୟକ୍ତିର ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ସର୍ବଦା ଆଗେଇ ଆସିଥାନ୍ତି ମହମ୍ମଦ ଶରୀଫ୍। ଏଥିପାଇଁ ସେ ବେଶ୍ ପରିଚିତ ହୋଇପାରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସୋମବାର ତାଙ୍କୁ ଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୁଅର ମୃତ୍ୟୁ ଏବଂ ପରେ…

ଅଯୋଧ୍ୟାରେ ଦୀପତ୍ସୋବ, ସନ୍ଧ୍ୟାରେ ଜଳିବ ୧୨ଲକ୍ଷ ଦୀପ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଦୀପତ୍ସୋବ ଭାବେ ପରିଚିତ ଦୀପାବଳୀ ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା ପୁଣି ଭକ୍ତିର ଶକ୍ତିରେ ଚମକି ଉଠୁଛି। କିଛି ବର୍ଷ ହେଲା ଦୀପାବଳି ଆସିଲେ ଏହି ଆଭା ଦେଖିବା ପାଇଁ ମିଳିଥାଏ। ଚଳିତବର୍ଷ ଦୀପାବଳିରେ…

ଲିଭ୍‌ଇନ୍‌ ରିଲେସନସିପର ବୈଧତା ? କୋର୍ଟ କହିଲେ ଏମିତି…

ପ୍ରୟାଗରାଜ : ଲିଭ୍ଇନ୍ ରିଲେସନସିପରେ ଏବେ ଦେଶର ଅଧିକାଂଶ ଯୁବପିଢି ରହୁଛନ୍ତି । ହେଲେ ଲିଭଇନ ରିଲେସନସିପକୁ ନେଇ ଆହ୍ଲାବାଦ କୋର୍ଟ ଏକ ରାୟର ଶୁଣାଣି କରିଛନ୍ତି । କୋର୍ଟ ଏହି ରିଲେସନସପ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ପେମୀଯୁଗଳଙ୍କ ଦ୍ୱାରା ଦାୟର କରାଯାଇଥିବା…

ୟୁପି ଫୈଜାବାଦ ରେଲୱେ ଷ୍ଟେସନର ନାଁ ଅଯୋଧ୍ୟା କ୍ୟାଣ୍ଟ ହେଲା ; ଯୋଗୀ ସରକାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଷ୍ଟେସନର ନାମ ଆଜି ପରିବର୍ତ୍ତନ କରିଛନ୍ତି।ଏହି ଷ୍ଟେସନର ପରିବର୍ତ୍ତିତ ନାଁ ଅଯୋଧ୍ୟା କ୍ୟାଣ୍ଟ ହୋଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି ।…

କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷ୍ନୌ: କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶ ଭଗବାନ ବୁଦ୍ଧଙ୍କ ପରିନିର୍ବାଣଠାରେ ଏହା ଉଦଘାଟନ କରାଯାଇଛି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ…

ମୂର୍ତ୍ତି ବିସର୍ଜନ ସାରି ଫେରିବା ବେଳେ ଅଘଟଣ ,ଓଲଟିଲା ଟ୍ରାକ୍ଟର ୧୧ ମୃତ

ଉତ୍ତରପ୍ରଦେଶ:ସଡକ ଦୁର୍ଘଟଣାରେ ନିମିଷକେ ଚାଲିଗଲା ୧୧ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ଝାନସୀ ଚିରଗାଁଓ ଅଞ୍ଚଳର ଏପରି ଅଘଟଣ ହୋଇଛିା  ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି…

ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି : ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ  ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଇନ୍ଦିରା ଗାନ୍ଧୀ…

ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା ଭିଡିଓ ଭାଇରାଲ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଏହି ଛାତିଥରା ଲୋମଟାଙ୍କୁରା ଦୃଶ୍ୟ ରହିଛି । କିଭଳି ନିରୀହ ଚାଷୀଙ୍କୁ ଜାଣିଶୁଣି ହତ୍ୟ। କରାଯାଉଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଗୋଟିଏ…

ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଗାଦିରେ ବସିବେ ବଲବୀର ଗିରି

ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଉତ୍ତରାଧିକାରୀ ହେବେ ୩୫ ବର୍ଷୀୟ ବଲବୀର ଗିରି। ପଞ୍ଚ ପରମେଶ୍ୱରଙ୍କ ନିଷ୍ପତି କ୍ରମେ ଦାୟିତ୍ୱ ହସ୍ତାନ୍ତର । ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହ ଜନକ ଆତ୍ମହତ୍ୟା ପରେ ଖାଲି ପଡ଼ିଥିଲା ଗାଦି। ସର୍ବସମ୍ମତି କ୍ରମେ ମଠ ପଞ୍ଚପରମେଶ୍ୱର ବଲବୀର…