Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୫୮ ଆସନରେ ଆଜି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି…

[ଭିଡ଼ିଓ] ନିଧିବନ ରଙ୍ଗମହଲ ତଳେ ରହସ୍ୟମୟ ଗୁମ୍ଫା

ଉତ୍ତରପ୍ରଦେଶ: ଧାର୍ମିକ ନଗରୀ ବୃନ୍ଦାବନ । ଆଉ ବୃନ୍ଦାବନରେ ରହିଛି ନିଧିବନ । ଯେଉଁଠି ପ୍ରଭୂ ଶ୍ରୀକୃଷ୍ଣ ଆଉ ମାଆ ରାଧାଙ୍କ ଆଗମନ ହୋଇଥାଏ। ରାଧାକୃଷ୍ଣ ଏଠାରେ ଜୀବନ୍ତ ପ୍ରତୀୟ ମାନ ହୋଇଥାନ୍ତି। ପରିସରରେ ଥିବା ରଙ୍ଗମହଲରେ ବିଶ୍ରାମ ନେଇଥାନ୍ତି ରାଧାକୃଷ୍ଣ । ଏହି ରଙ୍ଗମହଲରେ ସେମାନଙ୍କ…

ବେକରେ ଜୋତାମାଳ ପକାଇ ନିର୍ବାଚନ ପ୍ରଚାର

ଉତ୍ତରପ୍ରଦେଶ: ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଏବେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ…

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍…

ଉତ୍ତର ପ୍ରଦେଶରେ ୧୫ ଫେବୃଆରୀ ଯାଏଁ ସ୍କୁଲ-କଲେଜ ବନ୍ଦ, ଜାରି ରହିବ ଅନଲାଇନ୍ ପାଠପଢ଼ା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ପୁଣି ଥରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ୩୦ ଜାନୁଆରୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ, ଯାହାକୁ ବୃଦ୍ଧି କରି ଫେବୃଆରୀ ୧୫ ଯାଏଁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହିଭଳି ପଦକ୍ଷେପ…

ବିଜେପିରେ ମିଶିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଷ୍ଣତା ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ ।…

ସୀତାପୁର ଜେଲରୁ ନିର୍ବାଚନ ଲଢିବେ ସମାଜବାଦୀ ନେତା ଆଜମ୍

ଉତ୍ତରପ୍ରଦେଶ: ଜେଲରେ ରହି ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ । ଆମାଜ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି । ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ତାଙ୍କୁ ଟିକେଟ୍ ଦେଇଛି ସମାଜବାଦୀ ପାର୍ଟି । ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ମଧ୍ୟ…

ଏମିତି ଜଣେ ମୁଖ୍ୟମନ୍ତ୍ରୀ, ଯିଏ ସାଥିରେ ଧରି ବୁଲୁଥିଲେ ସାଇନାଇଡ୍ କ୍ୟାପ୍‌ସୁଲ୍

ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ, ରାଜନୈତିକ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ମହିଳା ଭାବେ ସୁଚେତା କ୍ରିପ୍‌ଲାନୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସୁଚେତାଙ୍କୁ ନେଇ ଅତୀତରେ ଅନେକ ରହସ୍ୟମୟ ତଥା ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ହେଲେ ଆଜି ସୁଚେତା ଓ ସାଇନାଇଡ୍…

ଗୋରଖପୁରରୁ ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୦୭ ଜଣ ପ୍ରାର୍ଥୀଙ୍କ ନାଁ ପ୍ରଥମ ତାଲିକାରେ ଘୋଷଣା କରିଛି । ହେଲେ ଏଥର ଅଯୋଧ୍ୟାରୁ ନୁହେଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ…

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ, କେଉଁଠୁ ପ୍ରାର୍ଥୀ ହେବେ ଜାଣନ୍ତୁ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏଥିରେ ସେ ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି । ତେବେ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ଲଢ଼ିବେ ତା ସ୍ପଷ୍ଟ ହୋଇନି । ଚର୍ଚ୍ଚା ହେଉଛି…