Latest Odisha News

BREAKING NEWS

Browsing Category

ଫିଚର

ଅଜବ ସଉକ: ଦମ୍ପତ୍ତି ଘରେ ପାଳିଛନ୍ତି ବିପଜ୍ଜନକ ପଶୁପକ୍ଷୀ

ମାଲେସିଆ: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ଟିକେ ଖୁସି ପାଇଁ ପାର୍କ,ଫିଲ୍ମ ନଚେତ୍ ବାହାରକୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି । ଯଦି ଏକାକୀ ଅନୁଭବ କରନ୍ତି, ତେବେ ସେ ଘରେ କୁକୁର କିମ୍ବା ବିଲେଇ ପୋଷି ତାର ଯତ୍ନ ନେଇଥାନ୍ତି । କିନ୍ତୁ ମାଲେସିଆରେ ଏମିତି ଏକ ଦମ୍ପତ୍ତି ଅଛନ୍ତି, ଯିଏ ଘରେ…

୭୪ ବର୍ଷର ଚାକିରୀରେ ଦିନେ ବି ଛୁଟି ନେଇ ନାହାନ୍ତି ଏହି ବୃଦ୍ଧା କର୍ମଚାରୀ

ନୂଆଦିଲ୍ଲୀ: ଅଫିସରୁ ଅତିରିକ୍ତ ଛୁଟି ନେବା ପାଇଁ କର୍ମଚାରୀମାନେ ଅନେକ ବାହନା କରିଥାନ୍ତି । ମାତ୍ର ଆପଣ କେବେ ବିଶ୍ୱାସ କରିବେ କି ଜଣେ ମହିଳା ୭୪ ବର୍ଷ ଚାକିରୀ କାଳରେ ଦିନେ ବି ଛୁଟି ନେଇ ନ ଥିବେ । ଆଜ୍ଞା ହଁ । ଟେକ୍ସାସରେ ମେଲବା ମେବାନେ ଏକ ଡିପାର୍ଟମେଂଟାଲ ଷ୍ଟୋରରେ କାର୍ଯ୍ୟ…

ଗାଁ ଲୋକଙ୍କୁ ଧନୀ କରିଦେଲେ ବ୍ୟକ୍ତି: ପ୍ରତ୍ୟେକ ପରିବାରକୁ ଦେଲେ ୫୭ ଲକ୍ଷ ଟଙ୍କା

କୋରିଆ: ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ଦୁଃଖରେ ଦୁଃଖି ହୋଇଯାଆନ୍ତି । ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ତେବେ ଦକ୍ଷିଣ କୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏବେ ସେ ଏମିତି କିଛି କରିଛନ୍ତି,…

ଚନ୍ଦୁ ଚାମ୍ପିୟନରେ କାର୍ତିକଙ୍କ ସହ ଅଭିନୟ କରିବେ ଶ୍ରଦ୍ଧା

ମୁମ୍ବାଇ: କବୀର ଖାଁଙ୍କ ଚନ୍ଦୁ ଚାମ୍ପିୟନ ଫିଲ୍ମରେ କାର୍ତିକ ଆର୍ଯ୍ୟନଙ୍କ ସହ ଶ୍ରଦ୍ଧା କାପୁର ଅଭିନୟ କରିବେ ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ମେକର୍ସ କାର୍ତିକଙ୍କ ସହ ଏକ ଫ୍ରେଶ ଯୋଡି ଚାହୁଁଥିଲେ । ଶ୍ରଦ୍ଧା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବା ନେଇ ରାଜି ହୋଇଛନ୍ତି । ଏହି…

ବିକିନ୍ ପିନ୍ଧା ମଡ଼େଲ ଫଟୋ ହୋର୍ଡ଼ିଂକୁ ନେଇ ହଟଚମଟ : ଉତ୍ତେଜନା ହେବାରୁ ହୋଡ଼ିଂ ହଟାଇଲା ପ୍ରଶସାନ

ଅଷ୍ଟ୍ରେଲିଆ: ଆଜିକାଲି ନିର୍ବାଚନ ହେଉ ବା ପର୍ବ , ଜନ୍ମଦିନ ହେଉ କିମ୍ବା ସମବେଦନା ବାର୍ତ୍ତା , କୌଣସି କମ୍ପାନୀର ବିଜ୍ଞାପନ ଲୋକମାନେ ରାସ୍ତାରେ ହୋର୍ଡିଂ ଲଗାଉଛନ୍ତି । କିନ୍ତୁ ନିକଟରେ ଏପରି ଏକ ହୋର୍ଡିଂ ଅଷ୍ଟ୍ରେଲିଆର ଏକ ସହରର ରାସ୍ତାରେ ଦେଖି ଲୋକେ ନିଜେ ଲଜ୍ଜିତ ହୋଇଛନ୍ତି । ଏହି…

୧୦୮ ବର୍ଷର ଜେଜେ ମାଆଙ୍କ ପାଇଁ ହରିଦ୍ୱାରରୁ ଗଙ୍ଗାଜଳ ନେଇ ହରିୟାଣା ଯାଉଛନ୍ତି ଅଂଶୁଲ

ହରିଦ୍ୱାର: ଶ୍ରାବଣ ମାସ ଆସିବା ମାତ୍ରେ ଧରାପୃଷ୍ଠ ଶିବମୟ ହୋଇ ଉଠିଥାଏ । ଏହି ମାସକୁ ଅନେକ ନିଷ୍ଠାର ସହ ପାଳନ କରିଥାନ୍ତି । ଶୁକ୍ରବାର ହରିୟାଣାର ଜଣେ କାଉଡିଆଙ୍କ ଭକ୍ତିଭାବ ସମସ୍ତଙ୍କ ମନ ଜିଣିଛି । ଜେଜେ ମାଆଙ୍କୁ ସୁସ୍ଥ ରଖିବା ପାଇଁ ସେ ହରିଦ୍ୱାରକୁ ଗଙ୍ଗାଜଳ ନେଇ ହରିୟାଣା ଯିବେ । ୨୨…

୧୦୦ ଏକରରେ ୧୦୦ ରୁ ଅଧିକ କିସମର ଆମ୍ବ ଚାଷ କରନ୍ତି ଚାଷୀ : ସାରା ଦେଶକୁ ଯୋଗାଉଛନ୍ତି ଆମ୍ବ

ରେୱା : ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲାରେ ଜଣେ ବ୍ୟକ୍ତି ୧୦୦ କିସମର ଆମ୍ବ ଉତ୍ପାଦନ କରି ଲାଭବାନ ହୋଇଥାନ୍ତି । ମଧ୍ୟପ୍ରଦେଶର…

ଆଇପିଏସ୍ ସ୍ତରରେ ଅଦଳବଦଳ, ଶଫିନ୍ ଅହମ୍ମଦ ହେଲେ କ୍ରାଇମବ୍ରାଞ୍ଚ ଆଇଜି

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୦୩ ବ୍ୟାଚର ଆଇପିଏସ୍ ଶଫିନ୍ ଅହମ୍ମଦ କେଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ମିଳିଛି । ସେ ଏବେ ଏଚଆରପିସି ଆଇଜି ଅଛନ୍ତି । ସେହିଭଳି…

ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଭେଟିବା ପରେ ଅବସର ନିଷ୍ପତିରୁ ଓହରିଲେ ତାମିମ

ଢ଼ାକା: ବିଶ୍ୱକପ ପୂର୍ବରୁ ଗୁରୁବାର ବାଂଲାଦେଶର ଷ୍ଟାର ଖେଳାଳି ତାମିମ ଇକବାଲ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେ କେଉଁ କାରଣ ପାଇଁ ଏହି ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଭେଟିବା ପରେ ତାମିମ ଅବସର…