Latest Odisha News

BREAKING NEWS

Browsing Category

ଫିଚର

ବିଜେପିକୁ ଘାରିଲା ଗାଦି ବଞ୍ଚାଇବା ଚିନ୍ତା! ମୋଦି କଲେଣି ମାରାଥାନ ପ୍ରଚାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ରାଜ୍ୟ ସହ ଲୋକସଭା ନିର୍ବାଚନ ଥିବାରୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ଉଦ୍ୟମକୁ ଜୋରଦାର କରିଛି। ସେଥିପାଇଁ ସାଙ୍ଗଠନିକ ପରିବର୍ତ୍ତନଠୁ ଆରମ୍ଭ କରି…

୨୫ ସେକେଣ୍ଡରେ ୭୫ ପାହାଚ ହାତରେ ଓହ୍ଲାଇ ବିଶ୍ୱ ରେକର୍ଡ

ନେପାଳ: ଦୁନିଆର ଅନେକ ଲୋକ ଏମିତି କିଛି କୌଶଳ ଦେଖାନ୍ତି, ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନେପାଳର ଏମିତି ଜଣେ ଯୁବକ ଅଛନ୍ତି, ଯିଏ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ସିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାହାପୁଣି ୨୫ ସେକେଣ୍ଡରେ ୭୫ ପାହାଚ ତଳକୁ ଓହ୍ଲାଇ ଗିନିଜ…

ବାହାନଗା ଦୁର୍ଘଟଣାରେ ୩ ଖଳନାୟକଙ୍କ ହାତରେ ପଡ଼ିଲା ହାତକଡ଼ି, ଜାଣିଶୁଣି ଘଟାଇଥିଲେ ଅପରାଧ !

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଆରମ୍ଭ କଲା ଗିରଫଦାରୀ । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଭାରତୀୟ ରେଳବାଇର…

ପୁଷ୍ପା ୨ରେ ଆଇଟମ ନମ୍ବର କରିବେ ଉର୍ବଶୀ, ୩ମିନିଟ ଗୀତ ପାଇଁ ୩ କୋଟି ଟଙ୍କା

ମୁମ୍ବାଇ: ଆଲ୍ଲ ଅର୍ଜୁନ ଏବେ ପୁଷ୍ପା ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଆଇଟମ ସଙ୍ଗ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୩ ମିନିଟର ଏହି ଗୀତ ପାଇଁ ଉର୍ବଶୀ ୨ରୁ୩ କୋଟି ଟଙ୍କା ଦାବୀ କରିଛନ୍ତି । ଅବଶ୍ୟ ଏ ନେଇ ମେକର୍ସ କିମ୍ବା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୩ ଜଣ ଗିରଫ । ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ନେଇ ସୂଚନା ମିଳିଛି । ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି । ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍…

ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ମାମଲା: ବ୍ରିଜଭୂଷଣ, ବିନୋଦଙ୍କୁ ସମନ ଜାରୀ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କୁ ସମନ ଜାରୀ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟ ବ୍ରିଜଭୂଷଣ ଏବଂ ସେକ୍ରେଟାରୀ ବିନୋଦ ତୋମାରଙ୍କୁ କୋର୍ଟରେ ହାଜର ହେବା ପାଇଁ…

‘୪୫ ବର୍ଷ ଧରି ଖୋଲା ଯାଇ ନ ଥିବା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲ, ରତ୍ନାଳଙ୍କାର ଯାଞ୍ଚ କର’

ପୁରୀ:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ । ବହୁମୂଲ୍ୟ ଅଳଙ୍କାରର ଗଣତି କରାଯାଉ । ଏଥି ସହ ମରାମତି ମଧ୍ୟ କରାଯାଉ ।  ଜୋର ଧରିଛି ଏମିତି ଦାବି  । ହେଲେ ରାଜ୍ୟ ସରକାର  ନୀରବ। ଏ ନେଇ ଆଜି ଦୁଇଦୁଇଟି ଅନୁଷ୍ଠାନ ତରଫରୁ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଯାଞ୍ଚ କରିବା ନେଇ ବିଶାଳ…

ଅର୍ଥ ଅଭାବରୁ ହରାଇଥିଲେ ପୁଅ; ଏବେ ୨୨ହଜାର ମହିଳାଙ୍କୁ ଦେଉଛନ୍ତି ରୋଜଗାର

ରାଜସ୍ଥାନ: ରାଜସ୍ଥାନ ବାଡ଼ମେର ଜିଲ୍ଲାର ଏକ ଛୋଟ ଗାଁ ରାବତସର । ସେହି ଗାଁର ବୋହୁ ୩୩ ବର୍ଷିୟ ଫେସନ ଡିଜାଇନର ରୁମାଦେବୀଙ୍କ ଜୀବନ ଅନେକ ରୋମାଞ୍ଚରେ ଭରା । ୫ବର୍ଷ ବୟସରେ ମାଙ୍କୁ ହରାଇଥିବା ରୁମା ନିଜ ପିତାଙ୍କ ଦ୍ୱିତୀୟ ବିବାହ ପରେ ଆଇଙ୍କ ପାଖରେ ରହି ବଡ଼ ହୋଇଥିଲେ । ଆଇଙ୍କ ନିକଟରେ ରହି…

ଋଷଠୁ ଚୀନ ମୁଦ୍ରା ଦେଇ କାହିଁକି ତେଲ କିଣୁଛି ଭାରତ ?

ଭୁବନେଶ୍ୱର: ଦୁନିଆରେ ଅଧିକାଂଶ କାରବାର ଆମେରିକୀୟ ମୁଦ୍ରା ଡଲାରରେ ହୋଇଥାଏ । ୨୦୨୨ ଫେବ୍ରୁଆରୀରେ ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ମାତ୍ରେ ଋଷ ଉପରେ ଅନେକ ପ୍ରତିବନ୍ଧକ ଲାଗିଥିଲା । ଏହା ପରେ ଋଷ ଅନ୍ୟ ଦେଶ ସହ ଡଲାରରେ ଦେଣନେଣ କରିପାରି ନଥିଲା । ଋଷ ଶସ୍ତା ତେଲ ଦେବା ପାଇଁ ଭାରତକୁ ଅଫର୍…

ବେଫିକର୍ ବାଲିମାଫିଆ: ରାଜସ୍ୱ ବିଭାଗର ଅବହେଳାରୁ କୋଟିକୋଟି ଟଙ୍କାର ରାଜସ୍ବ ହାନି

ଖଡ଼ିଆଳ : ଖଡ଼ିଆଳ ତହସିଲ ଅଞ୍ଚଳ ରେ ମାତିଛନ୍ତି ବାଲି ମାଫିଆ । ବିଭିନ୍ନ ନଦୀରୁ ଚାଲିଛି ବେଧଡ଼କ ବାଲି ଚୋରାଚାଲାଣ । ରାଜସ୍ବ ବିଭାଗ ଓ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ କୋଟିକୋଟି ଟଙ୍କା ରାଜସ୍ୱ ହାନି । ପ୍ରଶାସନ ଜାଣି ଶୁଣି ଏଠି ନିରାବଦ୍ରଷ୍ଟା । ବାଲି ମାଫିଆ ଓ ରାଜସ୍ବ ର ବିଭାଗ ର…