Latest Odisha News

BREAKING NEWS

Browsing Category

ଫିଚର

ଦିନିକିଆ କ୍ରିକେଟରେ ୧୦ ବଦଳରେ ୧୧ ଓଭର ପକାଇଲେ ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରଙ୍କ ଦ୍ୱାରା ଏକ ବଡ ଭୁଲ ହୋଇଛି । ନିୟମ ଅନୁସାରେ ଗୋଟିଏ ବୋଲର ୧୦ ଓଭରରୁ ଅଧିକ ବୋଲିଂ କରିପାରିବ ନାହିଁ । ମାତ୍ର ଅଫ ସ୍ପିନର ଇଡେନ କାର୍ସନଙ୍କ ମ୍ୟାଚର ୪୫ତମ ଓଭର…

ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ିଲେ ବ୍ୟକ୍ତି, କଲେ ବିଶ୍ୱ ରେକର୍ଡ

ଫ୍ରାନ୍ସ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ନିଜ ନାମକୁ ରେକର୍ଡ଼ କରିବାକୁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ନିକଟରେ ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର…

କେଉଁ ଦିନ ଘରକୁ ଗ୍ୟାସ ଚୁଲା ଆଣିଲେ ବଢ଼େ ସୁଖସମୃଦ୍ଧି, ଜଣନ୍ତୁ କ’ଣ କହୁଛନ୍ତି ବାସ୍ତୁ ଶାସ୍ତ୍ରବିତ୍…

ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ଅନେକ ମହତ୍ତ୍ୱ ରଖିଥାଏ । ବାସ୍ତୁ ଅନୁଯାୟୀ ସମସ୍ତ ନିୟମ ପାଳନ କରିବା ଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ଆମକୁ ସଫଳତା ମିଳିଥାଏ । ଏତଦବ୍ୟତୀତ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ ବୋଲି ଧରାଯାଏ ।…

୭ ବର୍ଷ ତଳେ ହାତୀ ନେଇଥିଲା ବାପାଙ୍କ ଜୀବନ, ଏବେ ପୁଅକୁ କଚାଡ଼ି ମାରି ଦେଲା

ଢେଙ୍କାନାଳ: ଭାଇ ଚାଲିଗଲା… ହାତୀ ମାଆର ସିନ୍ଦୂର ପୋଛି ଆମକୁ ବାପ ଛେଉଣ୍ଡ କରିଥିଲା… ଏବେ ଭାଉଜ ହାତରୁ ଶଙ୍ଖା ଭାଙ୍ଗି ଦେଇଛି । ହାତୀ ମୋ ଭାଇକୁ ମାରି ଦେଇଛି ।… କୋହଭରା କଣ୍ଠ, ଅବୁଝା ମନ ଓ ଅଶ୍ରୁଭରା ଆଖି ଭାଇର ମଲାଦେହକୁ ଦେଖି ପାରୁନି । ମାଆ ବାହୁନି କାନ୍ଦୁଛି… ସ୍ତ୍ରୀ ବୁକୁ ଫାଟି…

‘ଲୋକ ଜଳୁଥିଲେ, ରାସ୍ତାରେ ଯାଉଥିବା କାରକୁ ସହାୟତା ମାଗିଲୁ..କେହି ଶୁଣିଲେନି’-ହୃଦୟଥରା ଅନୁଭୂତି ବଖାଣିଲେ ଯାତ୍ରୀ

ମୁମ୍ବାଇ:ଅନ୍ଧାର ରାତିରେ ହୁତହୁତ ଜଳୁ୍‌ଥିଲା ବସ । ବସ ଭିତରୁ ଶୁଭୁଥିଲା ବିକଳ ଚିତ୍କାର । ବଞ୍ଚାଅ.,ବଞ୍ଚାଅ ବୋଲି ଆକୁଳ ନିବେଦନ କରୁଥିଲେ ଯାତ୍ରୀ । ହେଲେ ସେମାନଙ୍କର ଆର୍ତ୍ତ ଚିତ୍କାର କାହାକୁ ହୃଦୟକୁ ତରଳାଇ ପାରି ନ ଥିଲା । ବସ ଜଳୁଥିବାବେଳେ ଅନେକ କାର ସେହି ବାଟ ଦେଇ ଯାଉଥିଲା ।…

ପେଟ ସମସ୍ୟାରେ ପୀଡ଼ିତ କି ? ତେବେ କରନ୍ତୁ ଏହି ଉପାୟ…

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଅନେକ ଲୋକ ହଜମ ଜନିତ ସମସ୍ୟାର ସମ୍ମୁଖୀନ ହେଇ ଅସୁବିଧାରେ ପଡ଼ିଥାନ୍ତି । ଖାଦ୍ୟ ହଜମ ନହେବା ବର୍ତ୍ତମାନ ଏକ ସାଧାରଣ ସମସ୍ୟା । ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । ସୁସ୍ଥ ଶରୀର ପାଇଁ…

ରାଜ୍ୟରେ ସକ୍ରିୟ ହେଉଛନ୍ତି ମାଓବାଦୀ ! ରାୟଗଡାରେ ପୋଡ଼ାଜଳା ପରେ ନୂଆପଡାରୁ ଠାବ ହେଲା ମାଓକ୍ୟାମ୍ପ

ନୂଆପଡା: ପୁଣି ମାତିଲେ ମାଓବାଦୀ । ଦକ୍ଷିଣ ଓଡ଼ିଶାରେ ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ । ରାୟଗଡାରେ ଲାଲବାହିନୀର ତାଣ୍ଡବ ପରେ ନୂଆପଡାରେ ଠାବ ହୋଇଛି ମାଓ କ୍ୟାମ୍ପ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏଠାରୁ ବିପୁଳ ପରିମାଣର…

ଝାରପଡ଼ା ଗୁଳିମାଡ଼ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା

ଭୁବନେଶ୍ୱର: ଝାରପଡ଼ାରେ ଗାଡ଼ି ସାଇଡ଼୍ ମରା ଘଟ଼ଣାକୁ ନେଇ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ । ଅଭିଯୁକ୍ତ ପ୍ରଭାତ ମାର୍ଥା ସହ ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ପୋଲିସ । ପୂର୍ବରୁ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ଏହି ଦୁଇ ଜଣଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ…