Latest Odisha News

BREAKING NEWS

Browsing Category

ଫିଚର

ମଣିପୁର ଅଗ୍ନିକାଣ୍ଡ ଘଟଣାରେ ୧୩୫ ଗିରଫ, ଉଗ୍ରବାଦୀଙ୍କ ୧୨ଟି ବଙ୍କର୍ସ ନଷ୍ଟ କଲେ ସୁରକ୍ଷାକର୍ମୀ

ଇମ୍ଫାଲ: ମେ ୨୩ ତାରିଖରୁ ମଣିପୁରରେ ଘଟିଥିବା ହିଂସା ହେବାର ପ୍ରାୟ ଦୁଇ ମାସ ବିତିଲାଣି, କିନ୍ତୁ ପରିସ୍ଥିତି ଏବେ ବି ସୁଧୁରିବାର ନାଁ ଧରୁନି। ଅନେକ ଅଞ୍ଚଳରୁ ହିଂସା ଖବର ଆସୁଛି। ନିକଟରେ ଜଣେ ମନ୍ତ୍ରୀଙ୍କ ଗୋଡାଉନରେ ନିଆଁ ଲାଗିଯାଇଥିବା ବେଳେ କେତେକ ଅଞ୍ଚଳରେ ୨-୩ ଦିନ ଧରି ଗୁଳି ବିନିମୟ…

ରାଜଧାନୀରେ ମହଙ୍ଗା ହୋଇପାରେ ବିଦ୍ୟୁତ, ଡିଇଆରସି ଦେଲା ଅନୁମତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଜୁଳି ଦର। ବିଦ୍ୟୁତ୍ କ୍ରୟ ଚୁକ୍ତିରେ ହାର ବୃଦ୍ଧି କରିବାକୁ ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ (DERC) ଅନୁମତି ଦେଇଛି। ଯାହା ପରେ ଦିଲ୍ଲୀରେ ବିଦ୍ୟୁତ୍ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। ଦିଲ୍ଲୀରେ ବିଦ୍ୟୁତ୍ କ୍ରୟ ସମ୍ପର୍କରେ…

ଦିଗପହଣ୍ଡି ବସ୍ ଦୁ୍ର୍ଘଟଣା: ଗୋଟିଏ ପରିବାରର ୭ମୃତ, ଅଧିକାଂଶ ମୃତକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଘଟିଥିଲ ମର୍ମନ୍ତୁଦ ଦୁର୍ଘଟଣା । ରାତିର ଅନ୍ଧକାର ଭିତରେ ଲିଭିଗଲା ୧୨ ଜଣଙ୍କ ଜୀବନ ଦୀପ। ସକାଳୁ ସକାଳୁ ସାରା ଦିଗପହଣ୍ଡିରେ ଶୋକର ଛାୟ । କାନ୍ଦବୋବାଳିରେ  ଫାଟି ପଡୁଛି ଡାକ୍ତରଖାନା । ଲୁହରେ ଭିଜିଛି ଖଣ୍ଡଦେଉଳି ଗାଁ । ମୃତକଙ୍କ ମଧ୍ୟରେ ଅଛନ୍ତି…

ସକ୍ରିୟ ହେଲା ଲଘୁଚାପ, ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଳୟ ରବିବାର ଲଘୁଚାପ ରୂପ ନେବା ପରେ ଆଜି ଅଧିକ ସକ୍ରିୟ ହୋଇଛି ।  ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଂଚଳରେ ଆଜି ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ…

ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର: ଏଣିକି ସମସ୍ତ ଉଚ୍ଚଶିକ୍ଷା ବିଭାଗ ପରିସରରେ ଥିବା ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ ରୁ ୨୦୧୩ ମସିହା ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ରାଜ୍ୟ ସରକାର ଗ୍ରାଣ୍ଟ ଇନ୍ ଏଡ୍ ପରିସରଭୁକ୍ତ କରିବେ। ସେହିପରି କଲେଜକୁ ମାନ୍ୟତା ଓ ଦରମା ପ୍ରଦାନ ପାଇଁ ନୂଆ…

ଦୀର୍ଘ ୫ ମାସ ପରେ ଆନ୍ଦୋଳନରୁ ଓହରିଲେ କୁସ୍ତି ଯୋଦ୍ଧା, ଏବେ ଲଢ଼େଇ କୋର୍ଟରେ ଚାଲିବ

ନୂଆଦିଲ୍ଲୀ: ଦୀର୍ଘ ୫ ମାସ ଧରି ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତି ଯୋଦ୍ଧାମାନେ ଶେଷରେ ଆନ୍ଦୋଳନ ସ୍ଥଗତି ରଖିବାକୁ ଘୋଷଣା କରିଛନ୍ତି। ଏବେ ଆଉ ରାସ୍ତାରେ ନୁହେଁ କୋର୍ଟରେ ଚାଲିବ ଲଢ଼େଇ। ଏଥିପାଇଁ ଆଇନଗତ ଦିଗରେ ସଜବାଜ…

ଶ୍ରୀମନ୍ଦିର ଭିତରେ କଲେ ରିଲ୍; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ପୁରୀ: ଲାଗୁଛି ଶ୍ରୀମନ୍ଦିର ସୁରକ୍ଷା ନେଇ ଯେତେ କଡ଼ା କଟକଣା ହେବାକଥା ସେତେଟା ହେଉ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଭାଇରାଲ୍ ଭିଡିଓ ମାମଲା ସାମ୍ନାକୁ ଆସିଛି। କିଛିଦିନ ତଳେ ଡ୍ରୋନ୍ ଉଡ଼ାଇ ଜଣେ ବଙ୍ଗୀୟ ଯୁବକ ଗିରଫ ହୋଇଥିଲେ। ଏବେ ଆଉ ଜଣେ ଯୁବକ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ରେକର୍ଡିଂ…

ଅଗଷ୍ଟ ୧୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ, ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖ ସୁଦ୍ଧା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା। ଏନେଇ ନିର୍ଦ୍ଦେଶ ଦେଇଛି ୟୁଜିସି। ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ନୂଆ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବା। ଏନେଇ ୟୁଜିସି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି।…

ଦିଗପହଣ୍ଡି ସଡକ ଦୁର୍ଘଟଣା; ଦୁଃଖ ପ୍ରାକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ…

ପତ୍ନୀଙ୍କ ସହ ଘର ମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଫେରାର

ଢେଙ୍କାନାଳ: ଭୁଜାଲି ଧରି ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ। ଏପରିକି ପାଖରେ ଥିବା  ଦୋକାନମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମାରି ଗୁରୁତର ଅବସ୍ଥା କରି ଘଟଣାସ୍ଥଳରୁ ଫେରାର ଅଛି ସ୍ୱାମୀ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୯ ନମ୍ବର ୱାର୍ଡ…