Latest Odisha News

BREAKING NEWS

Browsing Category

ଫିଚର

ଅପ୍ରତ୍ୟାଶିତ ଭାବେ ଟାଇମ୍ସ ନାଓ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାହୁଲ ଶିବଶଙ୍କର

ନୂଆଦିଲ୍ଲୀ: ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ରାହୁଲ ଶିବଶଙ୍କର ନିଜ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। (ଜୁନ୍ ୨୦) ମଙ୍ଗଳବାର ଶିବଶଙ୍କର ବିନା କୌଣସି ପୂର୍ବ ଘୋଷଣାରେ ଟାଇମ୍ସ ନାଓର ସମ୍ପାଦକୀୟ ଗୋଷ୍ଠୀ ସମେତ ସମସ୍ତ Whatsapp ଗ୍ରୁପରୁ ଏକଜିଟ୍ ହୋଇଯାଇଛନ୍ତି।…

ଦିଲ୍ଲୀରେ ରଥଯାତ୍ରା, ଦିଅଁ ଦର୍ଶନ କରି ରାଷ୍ଟ୍ରପତି ପାଳନ କଲେ ଜନ୍ମଦିନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ଠାରେ ୪୫ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ପାଖାପାଖି ୪୦ ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ,…

ଜାତିସଂଘକୁ ଚିଠି ଲେଖି ସଞ୍ଜୟ ରାଉତ କହିଲେ, ‘ଜୁନ୍ ୨୦ (ଆଜି) ‘ବିଶ୍ବ ବିଶ୍ୱାସଘାତକ’ ଦିବସ…

ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ମିଳିତ ଜାତିସଂଘକୁ ଏକ ଚିଠି ଲେଖି ଜୁନ୍ ୨୦କୁ ବିଶ୍ୱ ବିଶ୍ବାସଘାତକ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି। ଜାତିସଂଘର ମହାସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଲେଖିଥିବା ଚିଠିରେ ସଞ୍ଜୟ ରାଉତ କହିଛନ୍ତି ଯେ ଜୁନ୍ ୨୦କୁ…

ଭାରତର ଭୟଙ୍କର ରେଲୱେ ଷ୍ଟେସନ

ନୂଆଦିଲ୍ଲୀ: ଭାରତରେ ଏପରି କେତୋଟି ରେଲୱେ ଷ୍ଟସନ ଅଛି ଯେଉଁଠାରେ ଅସମାନ୍ୟ ଗତିବିଧି ଦେଖିବାକୁ ମିଳିଥାଏ । ଏପରିକି ଏହି ଷ୍ଟେସନରେ ଭୂତ ରହିଥାଏ ବୋଲି ଲୋକଙ୍କ ଅନ୍ଧ ବିଶ୍ୱାସ ରହିଛି । ବଡୋଗୋ ଷ୍ଟେସନ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ବଡୋଗୋ ଷ୍ଟେସନ ରହିଛି । ପ୍ରାକୃତିକ…

ଖଟ ଉପରେ ସୁଇମିଂ ପୁଲ: ଯୁବକଙ୍କ କାରିଗରୀ କୌଶଳକୁ ଖୁବ୍ ପ୍ରଶଂସା

ଏବେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁ ଚାରିଆଡ଼େ ତାତି ଆଉ ତାତି । ପରିସ୍ଥିତି ଏପରି ହେଉଛି ଯେ, ଘରୁ ବାହାରିବା ଅସମ୍ଭାଳ ହୋଇପଡ଼ୁଛି । ପୂର୍ବାହ୍ନ ୯ଟା ପରେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇପଡ଼ୁଛି । ଅନେକ ସ୍ଥାନରେ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ମଧ୍ୟ ହେଉଛି । ଏଭଳି ସମୟରେ କାମ ନ ଥିଲେ ଘରୁ…

ଜାତୀୟ କ୍ୟାଡେଟ୍‌ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର…

ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪୦ ଡିଗ୍ରୀ ଉପରେ ୧୦ଟି ସ୍ଥାନର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହାପୂର୍ବରୁ ମଙ୍ଗଳବାର ରାଜ୍ୟର ତାପମାତ୍ରା ପୂର୍ବ ଅପେକ୍ଷା ଟିକିଏ କମିଛି। ଆଜି ରାଜ୍ୟର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ରଥଯାତ୍ରା ଦେଖୁଥିବା ବେଳେ ବାଲକୋନି ଭୁଶୁଡି ପଡ଼ିବାରୁ ଜଣେ ମୃତ, ୫ ଆହତ

ଅହମଦାବାଦ: ମଙ୍ଗଳବାର ଏକ ବାଲକୋନି ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଅହମଦାବାଦରେ ରଥଯାତ୍ରା ସମୟରେ ଦରିୟାପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି। ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ଭୁଶୁଡ଼ିବା ପରେ ରାସ୍ତାରେ ଲୋକମାନେ…

ବିଜେଡି ଅଘୋଷିତ ଭାବେ ବିଜେପି ସହ ରହିଛି: ଟିଏମସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି, ଦେଶର ଶାସକ ଦଳ ବିଜେପି ଏବଂ ଅଣ ବିଜେପି ଦଳ ତଥା ବିରୋଧୀଙ୍କ ସହ ସମ୍ପର୍କ କଥା ଉଠିଲେ ସମଦୂରତା ନୀତି ଆପଣାନ୍ତି ନବୀନ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଅନୁପସ୍ଥିତ ରହିଥିଲେ ମଧ୍ୟ ଦଳର ସାଂସଦଙ୍କୁ ନୂଆ…

ସାଫ ଚାମ୍ପିୟନଶିପ: ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଇଂଟରକଂଟିନେଟାଂଲ କପରେ ଚାମ୍ପିୟନ ହେବା ପରେ ଭାରତୀୟ ଫୁଟବଲ ଟିମର ମନୋବଳ ଉଚ୍ଚରେ ରହିଛି । ଏବେ ସାଫ ଚାମ୍ପିୟନଶିପ ପାଇଁ ଭାରତ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶ୍ରୀ କାନ୍ତିରାୱା ଷ୍ଟାଡିୟମରେ ଭାରତ ତାର ପ୍ରଥମ ମୁକାବିଲାରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ…