Latest Odisha News

BREAKING NEWS

Browsing Category

ଫିଚର

ମଣିପୁର ପ୍ରସଙ୍ଗରେ ସର୍ବଦଳୀୟ ବୈଠକ, ତେଜିଲା ମୁଖ୍ୟମନ୍ତ୍ରୀ ଏନ ବିରେନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ମଣିପୁରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ୩ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ ବିରେନ…

ନିଜେ ପଢୁଥିବା ପ୍ରାଥମିକ ସ୍କୁଲ ପରିଦର୍ଶନ କରି ଭାବବିହୋଳ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ଜିଲ୍ଲାର ତାଲଚେରରେ ତାଙ୍କ ପିଲାଦିନର ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୭୨ ରୁ ୭୭ ପର୍ଯ୍ୟନ୍ତ…

ପୁଟିନଙ୍କ ସାମ୍ନାରେ ତିଷ୍ଠିପାରିଲାନି ଓ୍ବାଗନର ସେନାର ବିଦ୍ରୋହ, ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର

ମସ୍କୋ: ୱାଗନର୍ ଆର୍ମିର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ ପ୍ରତ୍ୟାହାର କରିନେଇଛନ୍ତି। ପୁଟିନଙ୍କ ସାମ୍ନାରେ ବିଦ୍ରୋହ ଘୋଷଣା କରିବାର ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର ହୋଇଛି ବିଦ୍ରୋହ। ୟେଭେଗେନି ପ୍ରିଗୋଜିନ୍ ଏକ ବିବୃତ୍ତି…

ସାଫ ଚାମ୍ପିୟନଶିପ : ନେପାଳକୁ ହରାଇ ସେମିରେ ଭାରତ

ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ସାଫ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଅନୁଷ୍ଠିତ ନେପାଳ ବିପକ୍ଷ ମ୍ୟାଚରେ ଭାରତ ୨-୦ ଗୋଲରେ ସହଜରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି ।…

ଏମିତି ଏକ ଗାଁ; ଯେଉଁଠି ରହିଛି କୁକୁରର ସ୍ମାରକୀ, ପ୍ରତିଦିନ କରାଯାଏ ପୂଜା

ରାଜସ୍ଥାନ: ଅନେକ ପ୍ରକାରର ସ୍ମାରକୀ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଏପରି ସ୍ମାରକୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିବା ତ ଦୂରର କଥା ଶୁଣି ମଧ୍ୟ ନ ଥିବେ । ଏହି ସ୍ମାରକୀ ଏକ କୁକୁରର ଅଟେ । ରାଜସ୍ଥାନର ଜାଲୋର ପାରାଟିଲୋଡା-ଦାଦଲ ରାସ୍ତାରେ ଏକ କୁକୁରର…

କୋଟିପତି ଅଧିକାରୀ ଓ ଜିରୋ ଟଲେରାନ୍ସକୁ ନେଇ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ସଭା କରିବା ସହ ପ୍ରଶ୍ନ କରିଛନ୍ତି ଗତ ୬ ମାସରେ ୧୦୦ରୁ ଊର୍ଦ୍ଧ୍ୱ କୋଟି…

ନଭେମ୍ବର ୨୪ରେ ରିଲିଜ ହେବ କଙ୍ଗନାଙ୍କ ଏର୍ମଜେନ୍ସି

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ଅଭିନୀତ ଏର୍ମଜେନ୍ସିର ଆଜି ଟିଜର ଜାରୀ କରାଯାଇଛି । ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୪ରେ ରିଲିଜ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ କଙ୍ଗନା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । କଙ୍ଗନା…

ତରଭୁଜ-ଖରଭୁଜ ମିଶ୍ରଣ କରି ଚାଷୀ ଉତ୍ପାଦନ କଲେ ନୂତନ ଫଳ

ଚୀନ୍‌: ଗ୍ରୀଷ୍ମ ଋତୁରେ ତରଭୁଜ ଏବଂ ଖରଭୁଜ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏହି ଦୁଇଟି ଫଳର ସ୍ୱାଦ ଓ ଏହାର ଉପକାର ଦେହ ପାଇଁ ଭଲ ହୋଇଥିବାରୁ ଲୋକେ ସେମାନଙ୍କ ଖାଦ୍ୟ ମେନୁରେ ଏହାକୁ ରଖିଥାନ୍ତି । ପ୍ରାୟତଃ ଅମଳ ବୃଦ୍ଧି କରିବାକୁ ଚାଷୀମାନେ ଭିନ୍ନ ଭିନ୍ନ କୌଶଳ ବ୍ୟବହାର…

ଜାତୀୟ ମହିଳା ଫୁଟବଲ: ସତ୍ୟବତୀଙ୍କ ଚମତ୍କାର ପ୍ରଦର୍ଶନ, ସେମିରେ ପ୍ରବେଶ କଲା ଓଡିଶା

ଅମ୍ରିତସର: ଓଡିଶା ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୨-୦ ଗୋଲରେ ଚଣ୍ଡୀଗଡକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ସତ୍ୟବତୀ ଖଦିଆ(୨୭ତମ, ୮୭ତମ)ଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ…

ବିବାଦରେ ରାହୁଲଙ୍କ ବିବାହ ପ୍ରସଙ୍ଗ!

ଭୁବନେଶ୍ୱର: ବିରୋଧୀ ବୈଠକରେ ରାହୁଲଙ୍କ ବିବାହ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ବିରୋଧୀଙ୍କ ବୈଠକ ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିବାହ ପାଇଁ କହିଥିଲେ। ପାଟନାରେ ବିରୋଧୀ ଦଳଗୁଡ଼ିକର ବୈଠକ ପରେ ଆୟୋଜିତ ସାମ୍ବାଦିକ…